ଶ୍ରୀଲଙ୍କାର ୨ ସୁରକ୍ଷା ମୁଖ୍ୟଙ୍କୁ ଇସ୍ତଫା ଦେବାକୁ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ

କଲମ୍ବୋ, ୨୫ା୪ : ଶ୍ରୀଲଙ୍କା ବିସ୍ଫୋରଣ ପରେ ରାଷ୍ଟ୍ରପତି ମୈଥ୍ରୀପାଲ ଶିରିସେନା ୨ ମୁଖ୍ୟ ସୁରକ୍ଷା ଅଧିକାରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରପତି ଶିରିସେନା ପୋଲିସ ବିଭାଗ ମୁଖ୍ୟ ଏବଂ ପ୍ରତିରକ୍ଷା ସଚିବଙ୍କ ଉପରେ ଏପରି କାର୍ଯ୍ୟାନୁଷ୍ଠାନ ନେଇଥିବା ଏକ ରିପୋର୍ଟରୁ ପ୍ରକାଶ। ଶିରିସେନା କହିଛନ୍ତି, ସୁରକ୍ଷା ଅଧିକାରୀ ବିଦେଶୀ ଗୁଇନ୍ଦା ସଂସ୍ଥାଠାରୁ ଖବର ପାଇଥିଲେ ମଧ୍ୟ ତାଙ୍କୁ ଜଣାଇ ନ ଥିଲେ। ଏହି କାରଣରୁ ସେ ସୁରକ୍ଷା ଅଧିକାରୀଙ୍କ ପ୍ରତି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍ଥିକ କଟକଣାରୁ ରକ୍ଷା ପାଇବା ପାଇଁ ଆତଙ୍କବାଦୀଙ୍କୁ ଗିରଫ ନାଟକ କରୁଛି ପାକିସ୍ତାନ

ଇସଲାମାବାଦ୍‌, ୧୮।୮: ଆମେରିକା ପକ୍ଷରୁ ପାକିସ୍ତାନ ଉପରେ ଆର୍ଥିକ କଟକଣା ଜାରି କରାଯାଇଛି। ଏଥିରୁ ମୁକ୍ତି ପାଇବା ଲାଗି ପାକିସ୍ତାନ ଆତଙ୍କବାଦୀଙ୍କୁ ଗିରଫ କରିବା ନାଟକ...

ଆମେରିକା ରାଷ୍ଟ୍ରପତି ଦୌଡ଼: ଡେମୋକ୍ରାଟ ଦଳର ୨ୟ ସ୍ଥାନରେ କମ୍‌ଲା ହାରିସ୍‌

ଓ୍ବାଶିଂଟନ,୪ା୭(ପି.ଟି.): ଆମେରିକାରେ ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଲାଗି ଡେମୋକ୍ରାଟ ଦଳରୁ ୨୦ରୁ ଊର୍ଦ୍ଧ୍ୱ ଆଶାୟୀ ରହିଥିବାବେଳେ ସେମାନଙ୍କ ମଧ୍ୟରେ ଭାରତୀୟ ବଂଶୋଦ୍ଭବ କମ୍‌ଲା ହାରିସ୍‌ ଦ୍ୱିତୀୟ...

ଆମେରିକାର ଚେତାବନି ପରେ ନଇଁଲା ଚାଇନା! ଯୁଦ୍ଧରେ କୌଣସି ପକ୍ଷକୁ ଅସ୍ତ୍ର ନ ଦେବାକୁ ନେଲା ସଂକଳ୍ପ

ବେଜିଂ,୧୫।୪: ରୁଷିଆ-ୟୁକ୍ରେନ ଯୁଦ୍ଧରେ ଚାଇନା କୌଣସି ପକ୍ଷକୁ ଅସ୍ତ୍ର ବିକ୍ରୟ କରିବ ନାହିଁ। ପଶ୍ଚିମ ଦେଶ ଚିନ୍ତା ପ୍ରକଟ କରିଥିଲା କି ବେଜିଂ ରୁଷିଆକୁ ସେନା...

ବୁଚାରେ ୨୫ ଦିନ ବଳାତ୍କାର

କିଭ୍‌, ୧୪ା୪: କିଭ୍‌ ଛାଡ଼ି ରୁଷୀୟ ସୈନ୍ୟ ଚାଲିଯାଇଥିଲେ ହେଁ ୟୁକ୍ରେନ୍‌ ଲୋକଙ୍କ ପ୍ରତି ସେମାନଙ୍କ ବର୍ବରତା ଓ ଅମାନବୀୟ ଅତ୍ୟାଚାର କାହାଣୀ ଏବେ ସାମ୍‌ନାକୁ...

ଆଫଗାନିସ୍ତାନରେ ବିନା ହ୍ବାଟସଆପ୍‌ରେ ଠପ୍‌ ହୋଇଯାଇଛି ସରକାରୀ କାର୍ଯ୍ୟ

କାବୁଲ,୨୦।୬: ଦୁଇମାସ ପୂର୍ବରୁ ତାଲିବାନର ସାମରିକ ଅଧିକାରୀଙ୍କ ଏକ ଟିମ୍‌ ଆଫଗାନିସ୍ତାନର ରାଜଧାନୀ କାବୁଲରେ ଚଢାଉ କରିଥିଲା। ସେମାନଙ୍କର କମାଣ୍ଡର ହବିବ ରହମାନ ତାଙ୍କ ଯାଞ୍ଚସ୍ଥଳୀ...

ସପ୍ତାହରେ ୟୁକ୍ରେନର ୩୦ ପ୍ରତିଶତ ପାଓ୍ବାର ଷ୍ଟେଶନକୁ କ୍ଷତିଗ୍ରସ୍ତ କରିଛି ରୁଷିଆ

କିଭ୍‌,୧୮।୧୦: ଗତ କିଛି ଦିନରୁ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣକୁ ଜୋରଦାର କରିଛି। ପ୍ରଥମେ ରୁଷିଆ ପକ୍ଷରୁ ପ୍ରାୟ ୮୪ଟି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିବା ବେଳେ...

ରୁଷିଆ ପାଇଁ ଲଢ଼ିବେ ବିଦେଶୀ ଯୋଦ୍ଧା

ମସ୍କୋ/କ୍ୱିଭ୍‌/ଓ୍ବାଶିଂଟନ,୧୨ା୩: ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ୧୬ ଦିନ ବିତିଛି। ରୁଷୀୟ ସୈନ୍ୟଙ୍କ ଘନ ଘନ ରକେଟ ମାଡ଼ରେ ରାଜଧାନୀ କ୍ୱିଭ୍‌ ସମେତ ଅନେକ ସହର ଛିନ୍‌ଛତ୍ର...

ଚାଇନାର ଶକ୍ତିଶାଳୀ କ୍ଷେପଣାସ୍ତ୍ରର ପ୍ରଦର୍ଶନ

ବେଜିଂ,୧।୧୦: ଚାଇନାରେ କମ୍ୟୁନିଷ୍ଟ ଶାସନକୁ ଅକ୍ଟୋବର ୧କୁ ୭୦ବର୍ଷ ପୂରିଛି। ଏନେଇ ମଙ୍ଗଳବାର ବେଜିଂରେ ବହୁ ଧୁମ୍‌ଧାମ୍‌ରେ ଉତ୍ସବ ପାଳନ କରାଯାଉଛି। ନ୍ୟାଶନାଲ ଡେ ପରେଡରେ...

Advertisement
Archives

Model This Week