ଶ୍ରଦ୍ଧାଳୁଙ୍କଠାରୁ ୧୪୦୦ ଟଙ୍କା ସେବା ଶୁଳ୍କ ଆଦାୟ ପାଇଁ ଅଡି ବସିଲା ପାକିସ୍ତାନ

ଇସଲାମାବାଦ,୨୦।୧୦: ଶିଖଧର୍ମକ୍ଷେତ୍ର କର୍ତ୍ତାରପୁର ସାହିବକୁ ଦର୍ଶନ କରିବା ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କଠାରୁ ପାକିସ୍ତାନ ୧୪୦୦ଟଙ୍କା ସେବା ଶୁଳ୍କ ଆଦାୟ କରିବ ବୋଲି ଜଣାପଡିଛି। ଭକ୍ତଙ୍କ ହିତରେ ଭାରତ ଏହି ପ୍ରସ୍ତାବ ପ୍ରତି ଅନାଗ୍ରହ ପ୍ରକାଶ କରିଛି। ରବିବାର ଅନଲାଇନ ରେଜିଷ୍ଟ୍ରେଶନ ଆରମ୍ଭ ହେବାକୁ ଥିବାବେଳେ ଏହାକୁ ରଦ୍ଦ କରିଦିଆଯାଇଛି। ସୂଚନାଯୋଗ୍ୟ, ଆସନ୍ତା ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେରା ବାବା ନାନକସ୍ଥିତ ଦରବାର ସାହିବ ଗୁରୁଦ୍ବାରକୁ ପାକିସ୍ତାନର କରତାରପୁର ସାହିବକୁ ସଂଯୋଗ କରୁଥିବା ୪.୫ କିମି ଦୂରତା ବିଶିଷ୍ଟ କରତାରପୁର କରିଡରକୁ ଉଦଘାଟନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଲସ ଆଞ୍ଜେଲସରୁ ସାନ ଫ୍ରାନସିସକୋ ଆସୁଥିବା ବିମାନର ଇଞ୍ଜିନ ସଂସ୍ପର୍ଶରେ ଆସି କର୍ମଚାରୀ ମୃତ

ହ୍ୟୁଷ୍ଟନ,୨୬।୬: ହ୍ୟୁଷ୍ଟନରୁ ଏକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଆମେରିକାର ଟେକ୍ସାସରେ ଏକ ବିମାନର ଇଞ୍ଜନିରେ ଫସିଯିବା କାରଣରୁ ଜଣେ ବିମାନ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା...

ଘୋଡାର ବାରିକ ସାଜିଛନ୍ତି ମେଲୋଡି ହାମ୍ସ

୩୦ ବର୍ଷୀୟା ମେଲୋଡି ହାମ୍ସ ଏବେ ଅଶ୍ୱଙ୍କର କେଶ କାଟିବାକୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ପଶୁଙ୍କ କେଶକୁ କାଟି ତାଙ୍କ ଶରୀରରେ ସେ ସୁନ୍ଦର...

କଭରେଜ ସମୟରେ ଭାରତୀୟ ଫଟୋ ଜର୍ନାଲିଷ୍ଟଙ୍କୁ ହତ୍ୟା

କାବୁଲ,୧୬ ।୭:ଆଫଗାନିସ୍ତାନର କାନ୍ଧାର ଅଞ୍ଚଳରେ ଭାରତୀୟ ଫଟୋ ଜର୍ନାଲିଷ୍ଟ ଦାନିଶ ସିଦ୍ଦିକିଙ୍କୁ ହତ୍ୟା କରାଯାଇଛି । ଆଫଗାନିସ୍ତାନର ରାଜଦୂତ ଫରିଦ ମମୁଂଡଜେ ଶୁକ୍ରବାର ଏହି ସୂଚନା...

ଇମ୍ରାନ ଜଣେ ମିଛୁଆ, ଦେଶର ଲୋକଙ୍କ ମନରେ ଭରିଛନ୍ତି ଜହର: ଶାହବାଜ ସରିଫ…

ଇସଲାମାବାଦ,୫।୧୦ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଦେଶର ଅର୍ଥନୀତିକୁ ନଷ୍ଟ କରିଥିବା ଅଭିଯୋଗ କରି ତାଙ୍କୁ ପୃଥିବୀର ସବୁଠାରୁ...

ଶାନ୍ତି ହେଉଛି ଭାରତର ସମୃଦ୍ଧ ଇତିହାସର ମୂଳଦୁଆ: ରୁଚିରା କାମ୍ବୋଜ

ନ୍ୟୁୟର୍କ,୧୫।୯: ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ ମହାତ୍ମା ଗାନ୍ଧୀଙ୍କୁ ଅହିଂସାର ଚାମ୍ପିଅନ ବୋଲି ବର୍ଣ୍ଣନା କରିଛନ୍ତି। ଆମେରିକାର ନ୍ୟୁୟର୍କରେ ଏକ ଶାନ୍ତି...

ଅଧିକ ବୁଦ୍ଧିମାନ ହୁଅନ୍ତି ରାତିରେ ଡେରିରେ ଶୋଉଥିବା ଲୋକେ…

ବୌଦ୍ଧିକସ୍ତର ବ୍ୟକ୍ତିର ଖାଦ୍ୟ ଗ୍ରହଣଶୈଳୀ ଶୋଇବା ସମୟ ଉପରେ ନିର୍ଭର କରେ ବୋଲି ପୂର୍ବରୁ କୁହାଯାଉଥିଲା। ତେବେ ବିଳମ୍ବିତ ରାତିରେ ଶୋଉଥିବା ଲୋକେ ଅଧିକ ବୁଦ୍ଧିମାନ...

୧୫ ନଭେମ୍ବରରେ ପୃଥିବୀର ଜନସଂଖ୍ୟା ୮ ଶହ କୋଟି ଟପିବ,ଚାଇନାକୁ ପଛରେ ପକାଇବ ଭାରତ…

ଜେନେଭା,୧୪।୧୧ : ଜାତିସଂଘର ଆକଳନ ଅନୁଯାୟୀ, ବିଶ୍ୱର ଜନସଂଖ୍ୟା ୧୫ ନଭେମ୍ବରରେ ୮ ଶହ କୋଟି ଟପିବ। ବିଶ୍ୱ ଜନସଂଖ୍ୟା ସମ୍ଭାବନା ୨୦୨୨ ରିପୋର୍ଟ ଅନୁଯାୟୀ,...

ଚାଇନା-ତାଇଓ୍ବାନ୍‌ ବିବାଦର ସମାଧାନ ପାଇଁ ପରାମର୍ଶ ଦେଇ ଫସିଲେ ଏଲନ ମସ୍କ

ନ୍ୟୁୟର୍କ,୯।୧୦: ଚାଇନା-ତାଇଓ୍ବାନ୍‌ ମଧ୍ୟରେ ବିବାଦର ସମାଧାନ ପାଇଁ ଟେସଲା ସିଇଓ ଏଲନ ମସ୍କ ଏକ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ତାଇୱାନକୁ ଚାଇନାର ଏକ ସ୍ବତନ୍ତ୍ର...

Advertisement
Archives

Model This Week