ଶୀତଦିନେ ରାତିରେ ଶୋଇବା ପୂର୍ବରୁ ଏହାକୁ ପାଦରେ କରନ୍ତୁ ମାଲିସ୍‌ …

ଶୀତଦିନେ କେତେକଙ୍କର ପାଦ ଫାଟିଥାଏ। ତେବେ ଏଥିରୁ ଦୂରେଇ ରହିବା ପାଇଁ ରାତିରେ ଶୋଇବା ପୂର୍ବରୁ ପାଦରେ ମଏଶ୍ଚର ମାଲିସ କଲେ ସୁଫଳ ମିଳିଥାଏ। ସୋରିଷ ତେଳରେ ଦୁଇ କୋଲା ରସୁଣ ଫୁଟାଇ ଏହାକୁ ଉଷୁମ ଥିବା ସମୟରେ ପାଦ ଏବଂ ଶରୀରରେ ମାଲିସ୍‌ କଲେ ରକ୍ତ ସଞ୍ଚାଳନ ବୃଦ୍ଧି ପାଇବା ସହିତ ଥକାପଣ ଦୂର ହୋଇଥାଏ। ଏପରି କରିବା ଦ୍ୱାରା ଥଣ୍ଡା ସମସ୍ୟା ମଧ୍ୟ ଦୂର ହୋଇଥାଏ। ସପ୍ତାହରେ ୨ଥର ପାଦ ତଥା ଦେହରେ ସୋରିଷ ତେଲ ମାଲିସ କଲେ ବହୁ ଉପକାର ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଆରା ବିବାହ : ମନ୍ତ୍ରରେ ନୁହେଁ, ଫିଲ୍ମ ଗୀତରେ ବିବାହ କାର୍ଯ୍ୟ ସମାପନ କଲେ ପଣ୍ଡିତ; ଦେଖନ୍ତୁ ଭିଡିଓ…

ସାଧାରଣତଃ ବିଧି ବିଧାନ ସହ ମନ୍ତ୍ର ଉଚ୍ଚାରଣ କରି ପଣ୍ଡିତ ବିବାହ କାର୍ଯ୍ୟ ସମ୍ପନ୍ନ କରିଥାନ୍ତି। ଏଥିରେ ଅଧିକ ବି ସମୟ ଲାଗିଥାଏ। କିନ୍ତୁ ଏପରି...

ଆଲିଗଡ ବଳାତ୍କାର ଘଟଣାକୁ ‘ଭୟାନକ’ କହିଲେ ରାହୁଲ

ଲକ୍ଷ୍ନୌ, ୭।୬: ଉତ୍ତର ପ୍ରଦେଶର ଆଲିଗଡରେ ଅଢେଇ ବର୍ଷର ଶିଶୁକନ୍ୟାଙ୍କୁ ଜଘନ୍ୟ ଭାବେ ହତ୍ୟା କରାଯିବା ଘଟଣାକୁ ‘ଭୟାନକ’ କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ।...

ଅଯୋଧ୍ୟା ମନ୍ଦିରରୁ ୮ ମୂର୍ତ୍ତି ଚୋରି

ଅଯୋଧ୍ୟା, ୨୩।୯: ଅଯୋଧ୍ୟାର ଶହେ ବର୍ଷର ଏକ ମନ୍ଦିରରୁ ୮ ପୁରାତନ ମୂର୍ତ୍ତି ଚୋରି ହୋଇଛି। ଏନେଇ ହାଇଦରଗଡ଼ ପୋଲିସ ସର୍କଲରେ ଏକ ଚୋରି ମାମଲା...

ଭାଜପାର ବି ଟିମ୍‌ ଭଳି କାମ କରୁଛି ଏଆଇଏମ୍‌ଆଇଏମ୍‌: ତେଜସ୍ବୀ ଯାଦବ

ନୂଆଦିଲ୍ଲୀ,୨୧।୨: ଅଲ୍‌ ଇଣ୍ଡିଆ ମଜଲିସ୍‌-ଇ-ଇତେହାଦୁଲ ମୁସ୍ଲିମିନ୍‌(ଏଆଇଏମ୍‌ଆଇଏମ)ର ପୂର୍ବତନ ବିଧାୟକ ଓ୍ବାରିସ୍‌ ପଠାନଙ୍କ ବିବାଦୀୟ ବୟାନକୁ କଡା ସମାଲୋଚନା କରିଛନ୍ତି ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ।...

ଜେଏନ୍‌ୟୁ ହିଂସା ମାମଲାରେ ପୋଲିସକୁ ସମନ ଜାରି କଲେ ସ୍ବାତୀ ମାଲିଓ୍ବାଲ

ନୂଆଦିଲ୍ଲୀ,୬।୧: ଜବାହରଲାଲ ନେହେରୁ ୟୁନିଭର୍ସିଟି(ଜେଏନ୍‌ୟୁ) କ୍ୟାମ୍ପସ୍‌ରେ ରବିବାର ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଥିଲା। ଛାତ୍ରୀଛାତ୍ରଙ୍କୁ ମାରପିଟ କରିବା ସହ ବ୍ୟାପକ ଭଙ୍ଗାରୁଜା କରାଯାଇଥିଲା। ଏହି...

କରୋନା ଭାଇରସ୍‌: ପାରୋଲରେ ଆସିବେ ଲାଲୁ!

ରାଞ୍ଚି,୭।୪: କରୋନା ଭାଇରସ୍‌ ସହ ମୁକାବିଲା ପାଇଁ ଝାରଖଣ୍ଡ ସରକାର ଉଦ୍ୟମ ଚଳାଇଛନ୍ତି। ଇତିମଧ୍ୟରେ ବିହାରର ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ...

‘ମୋଦି ଜଣେ ଚତୁର ରାଜନେତା’

ନୂଆଦିଲ୍ଲୀ,୭।୧୧:କଂଗ୍ରେସ ଏମ୍‌ପି ଶଶି ଥରୁର ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଶଂସା କରିଛନ୍ତି। ସେ ମୋଦିଙ୍କୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସହ ତୁଳନା କରିଛନ୍ତି।...

ସ୍ତ୍ରୀ’ର କଟାମୁଣ୍ଡ ଧରି ଥାନାରେ ସ୍ବାମୀ

ଲକ୍ଷ୍ନୌ, ୯।୧୦- ପଡ଼ୋଶୀ ସହିତ ପରକୀୟା ପ୍ରୀତିକୁ ନେଇ ଚିନ୍ନର ଯାଦବ ନାମକ ଜଣେ ଯୁବକ ତାଙ୍କ ସ୍ତ୍ରୀ ବିମଳାଙ୍କୁ ହତ୍ୟା କରିଛନ୍ତି। ଏହାପରେ କଟାମୁଣ୍ଡ...

Advertisement
Archives

Model This Week