ଶୀତଦିନେ କାହିଁକି ବଢ଼େ ମାନସିକ ଅବସାଦ…

ଶୀତଦିନେ କେତେକଙ୍କଠାରେ ମାନସିକ ଅବସାଦ ବୃଦ୍ଧି ପାଉଥିବାର ଦେଖିବାକୁ ମିଳିଥାଏ। ଏହି ସମୟରେ ପରିବେଶ ଥଣ୍ଡା ରହିବା ଯୋଗୁ ଶରୀରରେ କ୍ଷରଣ ହେଉଥିବା କେତେକ ହରମୋନ୍‌ ସ୍ବାଭାବିକ ଭାବେ କାର୍ଯ୍ୟ କରି ନ ଥାଏ। ମେଟାବୋଲିଜିମ୍‌ ପ୍ରକିୟା ଧିମା ହେବା ଯୋଗୁ ମୁଖ୍ୟତଃ ହାପିନେସ୍‌ ହରମୋନ୍‌ ଏଣ୍ଡୋରଫିନ୍‌, ଡୋପାମାଇନ୍‌ ଏବଂ ସେରୋଟୋନିନ୍‌ର କ୍ଷରଣ ଠିକ ଭାବେ ହୋଇ ନ ଥାଏ। ଫଳରେ ମନରେ ଅବସାଦ ଜାତ ହୋଇଥାଏ। ତେଣୁ ଶୀତଦିନେ ଭିଟାମିନ୍‌ ଡି ଯୁକ୍ତ ଖାଦ୍ୟ ପଦାର୍ଥ ଖାଇବା ଆବଶ୍ୟକ। ଏହା ସେରୋଟୋନିନ୍‌ ହରମୋନ୍‌ କ୍ଷରଣରେ ସହାୟତା କରିଥାଏ। ସେହିପରି ଅବସାଦରୁ ଦୂରେଇ ରହିବା ପାଇଁ ଶୀତଦିନେ କିଛି ବ୍ୟାୟାମ କରିବା ଉଚିତ୍‌। ଏହାଦ୍ୱାରା ଶରୀରର ତାପମାତ୍ରା ବଜାୟ ରହିବା ସହିତ ଏଣ୍ଡୋରଫିନ୍‌ ହରମୋନ୍‌ ସ୍ବାଭାବିକ ଭାବେ କ୍ଷରଣ ହୋଇଥାଏ। ଏଭଳି ସମସ୍ୟାରୁ ଦୂରେଇ ରହିବା ପାଇଁ ଦିନରେ ଅଧାଘଣ୍ଟା ଖରାରେ ବସିଲେ ସୁଫଳ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳରୁ ଆସିଲା ଦୁଇଟି ବିଶାଳ ଶିଳା, ଆଜି ପହଞ୍ଚିବ ଅଯୋଧ୍ୟା

କାଠମାଣ୍ଡୁ,୩୦ ।୧: ଅଯୋଧ୍ୟାରେ ଆରମ୍ଭ ହୋଇଥିବା ରାମ ମନ୍ଦିରରେ ଭଗବାନ ରାମଲଲାଙ୍କ ବାଲ୍ୟ ରୂପକୁ ସ୍ଥାପନ କରିବାକୁ କାଲିଗଣ୍ଡକି ନଦୀରୁ ଆସୁଥିବା ଦୁଇଟି ବିଶାଳ ଶିଳା(ପଥର)...

ଘରେ ଅଶାନ୍ତି ଲାଗି ରହୁଛି କି? ଆପଣାନ୍ତୁ କେତୋଟି ବାସ୍ତଟିପ୍ସ

ଏମିତି କେତୋଟି ବାସ୍ତୁଟିପ୍ସ ରହିଛି, ଯାହାକୁ ଆପଣାଇ ଘରେ ସୁଖଶାନ୍ତି ବୃଦ୍ଧି କରିହେବ। ତା’ସାଙ୍ଗକୁ ସମ୍ପର୍କରେ ମଧ୍ୟ ନିବିଡିତା ଅଣାଯାଇପାରିବ। ଯେମିତିକି: * ସପ୍ତାହରେ ଥରେ...

୨୦ ଘଣ୍ଟା ପାଣିରେ ବୁଡ଼ିଯିବା ପରେ ମଧ୍ୟ ଜୀବିତ ଅଛନ୍ତି ଯୁବକ, ଉଦ୍ଧାର କଲା କୋଷ୍ଟଗାର୍ଡ

ମେକ୍ସିକୋ,୨୬ା୧୧: ମେକ୍ସିକୋର ସୀମାନ୍ତ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମେକ୍ସିକୋର ଜଣେ ବ୍ୟକ୍ତି ଦୀର୍ଘ ଘଣ୍ଟା ଧରି ପାଣିରେ ବୁଡ଼ିଯିବା ପରେ ଜୀବିତ...

କାନାଡାରେ ଗୋଟାବାୟା-ମହିନ୍ଦାଙ୍କ ବିରୋଧରେ ପ୍ରତିବନ୍ଧକ…

ଅଟଓ୍ବା/କଲମ୍ବୋ,୧୦।୧ : ନାଗରିକ ବିବାଦର ମାନବିକ ଅଧିକାରର ଉଲ୍ଲଂଘନ ପାଇଁ ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଏବଂ ମହିନ୍ଦା ରାଜପକ୍ଷେ, ସେମାନଙ୍କ କର୍ମଚାରୀ ସୁନୀଲ ରତ୍ନାୟକେ...

ଘରେ ଏସବୁ ଥିଲେ ଭାରି ଅଶୁଭ; ବଢ଼େ କଳହ, ଧନହାନିର ସମ୍ଭାବନା…

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ବାସ୍ତୁ ଖରାପ ଥିଲେ ପରିବାର ଲୋକଙ୍କ ଉନ୍ନତି ହୋଇ ନ ଥାଏ। ଘରେ ଅଭାବ ଅନଟନ ଲାଗି ରହିଥାଏ। ଫଳରେ ଘରେ...

ଆପଣଙ୍କ ଭିତରେ ଅଛି କି ଏହି ୪ ଗୁଣ: ହେବେନାହିଁ କେବେ ପ୍ରେମ ଏବଂ ବୈବାହିକ ସମ୍ପର୍କରେ ବିଫଳ

ପ୍ରେମ ଏବଂ ବୈବାହିକ ସମ୍ପର୍କ ମଣିଷ ପାଇଁ ପବିତ୍ର ବୋଲି ବିବେଚନା କରାଯାଏ। ଏହି ଦୁଇଟି ସମ୍ପର୍କରେ ବିଫଳ ନ ହେବା ପାଇଁ ମଣିଷଟିଏ ସବୁବେଳେ...

ବିଶ୍ୱବିଦ୍ୟାଳୟରେ ଆଖିବୁଜା ଗୁଳିମାଡ଼,୮ ମୃତ…

ମସ୍କୋ,୨୦।୯: ରୁଷିଆର ପର୍ମ ଷ୍ଟେଟ୍‌ ବିଶ୍ୱବିଦ୍ୟାଳୟରେ ଜଣେ ଅଜଣା ବ୍ୟକ୍ତି ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏହି ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ୧୨ରୁ...

ବାଇଡେନ-ପୁଟିନ୍‌-ଜିନପିଙ୍ଗ୍‌-କିମ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ କଳ୍ପନାଜଳ୍ପନା…

ଓ୍ବାଶିଂଟନ/ମସ୍କୋ/ବେଜିଂ/ପୋଙ୍ଗୟାଙ୍ଗ, ୩୧।୫ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଚାଇନା ଏବଂ ରୁଷିଆ ପ୍ରତିପକ୍ଷ ଶି ଜିନପିଙ୍ଗ୍‌ ଏବଂ ଭ୍ଲାଦିମିର ପୁଟିନଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଅନ୍ତର୍ଜାତୀୟସ୍ତରରେ...

Advertisement
Archives

Model This Week