ଶିଳ୍ପାଙ୍କ ଜନ୍ମଦିନରେ ସ୍ବାମୀ ରାଜ ଲେଖିଲେ ସ୍ବତନ୍ତ୍ର ବାର୍ତ୍ତା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଆଜି ୪୪ତମ ଜନ୍ମଦିନ। ଏହି ଅବସରରେ ତାଙ୍କ ନିକଟକୁ ପରିବାର, ଶୁଭେଚ୍ଛୁ ତଥା କଳାକାର ବନ୍ଧୁମାନଙ୍କ ନିକଟରୁ ଶୁଭେଚ୍ଛାର ସୁଅ ଛୁଟିଛି। ଏସବୁରେ ସବୁଠାରୁ ସ୍ବତନ୍ତ୍ର ରହିଛି ସ୍ବାମୀ ରାଜ କୁନ୍ଦ୍ରାଙ୍କ ବାର୍ତ୍ତା। ରାଜ ଇନ୍‌ଷ୍ଟା ଆକାଉଣ୍ଟରେ ଶିଳ୍ପାଙ୍କ ସହ ନିଜର ଏକ ଫଟୋ ଶେୟାର କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି, ଯେବେ ବି ଆମ ଯାତ୍ରା ବିଷୟରେ ଭାବେ, ଭଗବାନଙ୍କୁ ନିଜର ପ୍ରିୟ ପରି ମୋତେ ଦେଇଥିବାରୁ ଧନ୍ୟବାଦ। ମୁଁ ତୁମକୁ ବହୁତ ଭଲପାଏ। ଭଗବାନ ତୁମର ସବୁ ସ୍ବପ୍ନ ଓ ଇଚ୍ଛା ପୂରଣ କରନ୍ତୁ। ଜଣେ ଖୁସି ଓ ସୁସ୍ଥ ଜୀବନ ଜିଇଁବା ଲାଗି ବୟସ କେବଳ ଏକ ଅଙ୍କ ବୋଲି ତୁମେ ପ୍ରମାଣ କରିଛ। ଆମକୁ ପ୍ରେରଣା ଦେବାକୁ ନେଇ ଧନ୍ୟବାଦ ବୋଲି ସେ କହିଛନ୍ତି।

ରାଜ-ଶିଳ୍ପାଙ୍କ ପ୍ରେମକାହାଣୀକୁ ଯଦି ଦେଖାଯାଏ, ତେବେ ୨୦୦୭ରେ ଏହା ଆରମ୍ଭ ହୋଇଥିଲା। ୨୦୦୯ରେ ଉଭୟ ବିବାହ କରିଥିଲେ। ଉଭୟ ପ୍ରଥମେ ବ୍ୟବସାୟରେ ପାର୍ଟନର ଥିଲେ। ଏବେ ଉଭୟଙ୍କ ଏକ ପୁଅ ବିଆନ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍ଲୁ ଅର୍ଜୁନଙ୍କ ସହ କାମ କରିବାକୁ ମନ ବଳାଇଛନ୍ତି ଦୀପିକା

ମୁମ୍ବାଇ: ପଦ୍ମାବତ ଫେମ ଦୀପିକା ପାଦୁକୋନ ଏବେ ଖୁବ୍ ଚର୍ଚ୍ଚାରେ । ସେ ଏବେ ତାଙ୍କ ଫିଲ୍ମ ‘ଗେହରାଇୟା’ର ପ୍ରମୋଶନରେ ବିଜି ଅଛନ୍ତି । ଫିଲ୍ମରେ...

ସୋସିଆଲ ମିଡିଆରୁ ବ୍ରେକ୍ ନେଲେ ହେଜେଲ୍‌

ମୁମ୍ବାଇ: ଭାରତୀୟ ଦଳର କ୍ରିକେଟର ଯୁବରାଜ ସିଂଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ହେଜେଲ୍ କେଚ୍ ଇନଷ୍ଟାଗ୍ରାମରେ ଜଣାଇଛନ୍ତି କି ସେ କିଛିଦିନ ପାଇଁ ସୋସିଆଲ...

ମା’ଙ୍କ ମୃତ୍ୟୁର ଦିନକ ପରେ କରୋନାରେ ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତା

ଭାରତରେ କରୋନା ସଂକ୍ରମଣ ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି। ଅନେକ ରାଜ୍ୟରେ ହଠାତ୍‌ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟୁଛି। ମଙ୍ଗଳବାର ହିମାଚଳପ୍ରଦେଶରେ କରୋନାରେ ୧୨ଜଣଙ୍କର...

ବିବାହ ଦିନ ଡ୍ରମ ଉପରେ ଚଢ଼ି ଡ୍ୟାନ୍ସ କଲେ ଏହି ଅଭିନେତା, ଭିଡିଓ ଭାଇରାଲ

ମୁମ୍ବାଇ,୨ା୧୨: ବଲିଉଡ୍‌ର ପ୍ରସିଦ୍ଧ ଗାୟକ ତଥା ଅଭିନେତା ଆଦିତ୍ୟ ନାରାୟଣ ତାଙ୍କ ଗର୍ଲଫ୍ରେଣ୍ଡ ଶ୍ୱେତା ଅଗ୍ରଓ୍ବାଲଙ୍କ ସହ ଡିସେମ୍ବର ୧ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।...

ସ୍ତ୍ରୀଙ୍କ ଗୋଡ ଧରିଲେ ବିରାଟ କୋହଲି

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଏବେ ସେ ଗର୍ଭାବସ୍ଥା ଖୁବ୍‌ ଉପଭୋଗ କରୁଛନ୍ତି। ନିକଟରେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ...

ପାକିସ୍ତାନବାସୀ ଏବଂ ସୋଏବଙ୍କ ପ୍ରଶଂସା କଲେ ସ୍ବରା; କହିଲେ‘ ବିଶାଳ ହୃଦୟ ପାଇଁ…’

ବମ୍ବେ: ଦିନକୁ ଦିନ ନୂଆ ରେକର୍ଡ କରୁଛି କରୋନାର ଦ୍ୱିତୀୟ ଲହର। ସାରା ଦେଶରେ ପ୍ରତ୍ୟେହ ତିନି ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ସେହିଭଳି...

ଆର୍‌ଡି ବର୍ମନଙ୍କୁ କାହିଁକି ଡାକୁଥିଲେ ପଞ୍ଚମ ଦା’, ଏହା ପଛରେ ରୋଚକ କାହାଣୀ

ବଲିଉଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ୭୦ ଦଶକକୁ ସୁବର୍ଣ୍ଣ ଯୁଗ ଭାବେ ବିବେଚନା କରାଯାଏ। ଏହି ଯୁଗରେ ସବୁକିଛି କମାଲ ଥିଲା। ଚଳଚ୍ଚିତ୍ର, ଅଭିନେତା ଏବଂ ଗୀତ...

ଦିଶାଙ୍କ ଫଟୋକୁ ଟାଇଗରଙ୍କ ମା’, ଭଉଣୀଙ୍କ ପ୍ରଶଂସା

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନୀଙ୍କ ସହ ଟାଇଗର ଶ୍ରଫଙ୍କୁ ଯୋଡାଯାଏ। ଏହା ପଛରେ ବଳିଷ୍ଠ କାରଣ ମଧ୍ୟ ରହିଛି। ସାଙ୍ଗରେ ସମୟ ବିତାଇବା ହେଉ...

Advertisement
Archives

Model This Week