ଶିରୀନ୍‌ ହେବେ ଆମେରିକା ବିଚାରପତି

ଓ୍ବାଶିଂଟନ,୨ା୯(ପି.ଟି.): ଭାରତୀୟ ବଂଶୋଦ୍ଭବ ଆଟର୍ନି ଶିରୀନ୍‌ ମାଥ୍ୟୁସ୍‌ ଆମେରିକାର ଏକ ଜିଲା କୋର୍ଟ ବିଚାରପତି ହେବାକୁ ଯାଉଛନ୍ତି। କାଲିଫର୍ନିଆ ସଦର୍ନ ଜିଲା କୋର୍ଟର ବିଚାରପତି ଭାବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କୁ ମନୋନୀତ କରିଛନ୍ତି। ସଦର୍ନ ଜିଲାରେ ସଂଘୀୟ ବିଚାରପତି ହେବାରେ ସେ ହେବେ ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ପ୍ରଥମ ମହିଳା ଏବଂ ପ୍ରଥମ ଭାରତୀୟ ବଂଶୋଦ୍ଭବ। ଆର୍ଟିକିଲ ୩ ବିଚାରପତିମାନଙ୍କୁ ଜୀବନବ୍ୟାପୀ ନିଯୁକ୍ତି ମିଳିଥାଏ। କେବଳ ପ୍ରତିନିଧି ସଭାରେ ମହାଭିଯୋଗ ଆସିଲେ ଏବଂ ସିନେଟରେ ଦୋଷୀସାବ୍ୟସ୍ତ ହେଲେ ତାଙ୍କୁ ବହିଷ୍କାର କରାଯାଇପାରିବ। ମାଥ୍ୟୁସ୍‌ ଏବେ ଆମେରିକାର ପଞ୍ଚମ ବୃହତ ଆଇନ ଫାର୍ମ ‘ଜୋନ୍ସ ଡେ’ର ଅଂଶୀଦାର ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପଲକୁ ଝଟ୍‌କା, କର୍ମଚାରୀଙ୍କୁ ଦେବ ୨.୫ ଅରବ ଟଙ୍କା

କାଲିଫର୍ନିଆ,୧୬ ।୮: ନାମୀ ଟେକ କମ୍ପାନୀ ଅପଲକୁ କାଲିଫର୍ନିଆର ଏକ ଫେଡେରାଲ କୋର୍ଟ ପକ୍ଷରୁ ଝଟକା ଲାଗିଛି । ପାଖାପାଖି ଏକ ଦଶକ ପୁରୁଣା ମାମଲାରେ...

ନ୍ୟୁୟର୍କ ବ୍ରୋନକ୍ସ୍‌ ଚିଡ଼ିଆଖାନାର ବାଘୁଣୀ କରୋନା ପଜିଟିଭ୍‌

ନ୍ୟୁୟର୍କ ,୬।୪: ଆମେରିକାରେ କରୋନା ସଂକ୍ରମଣକୁ ନେଇ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏବେ ଏହି ସଂକ୍ରମଣ ମନୁଷ୍ୟଠାରୁ ପ୍ରାଣୀଙ୍କୁ ମଧ୍ୟ ସଂକ୍ରମିତ ହେବାରେ ଲାଗିଛି। ନ୍ୟୁୟର୍କର...

‘କରୋନା’ ଭୂତାଣୁ ଆତଙ୍କ: ଅନ୍ତର୍ଜାତୀୟ ସ୍ବାସ୍ଥ୍ୟ ସଙ୍କଟ ଘୋଷଣା କଲା ଡବ୍ଲ୍ୟୁଏଚଓ

ନୂଆଦିଲ୍ଲୀ,୩୧।୧: ଭୟଙ୍କର ‘କରୋନା’ ଭୂତାଣୁ ଗୋଟିଏ ପରେ ଗୋଟିଏ ଦେଶକୁ ବ୍ୟାପିବାକୁ ଲାଗିଛି। ଏହି ଭାଇରସ ଏବେ ବିଶ୍ୱର ୧୮ଟି ଦେଶରେ ପହଞ୍ଚିଛି। ପରିସ୍ଥିତିକୁ ଦେଖି...

ଅପରାଧମୁକ୍ତ ହେବ ସମଲିଙ୍ଗୀ ସମ୍ପର୍କ

ସିଙ୍ଗାପୁର, ୨୨ା୮ : ସିଙ୍ଗାପୁରରେ ପୁରୁଷଙ୍କ ସମଲିଙ୍ଗୀ ସମ୍ପର୍କକୁ ଅପରାଧମୁକ୍ତ କରାଯିବ ବୋଲି ରବିବାର ସେଠାର ପ୍ରଧାନମନ୍ତ୍ରୀ ଲି ସିଏନ୍‌ ଲୁଙ୍ଗ୍‌ ଘୋଷଣା କରିଛନ୍ତି। ବ୍ରିଟିଶ...

ମସ୍କୋରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ, ହାତ ମିଳାଇବାକୁ ବଢାଇବାରୁ ଏମିତି ଦେଲେ ଉତ୍ତର

ମସ୍କୋ,୩।୯: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସାଂଘାଇ ସହଯୋଗ ସଂଗଠନ(ଏସ୍‌ସିଓ)ରେ ଯୋଗ ଦେବାକୁ ପାଇଁ ବୁଧବାର ମସ୍କୋରେ ପହଞ୍ଚିଛନ୍ତି। ଏଠାରେ ସେ ରୁଷର ପ୍ରତିରକ୍ଷା ମନ୍ତ୍ରୀ...

୪୨ ବର୍ଷ ତଳେ ଏଲିଅନ୍‌କୁ ଗୁଳିମାଡ଼ କରିଥିଲା ଆମେରିକା !

ଓ୍ବାଶିଂଟନ, ୨୨।୯: ଏଲିଅନ୍‌ର ଉପସ୍ଥିତି ନେଇ ବହୁ କଥା ଶୁଣିବାକୁ ମିଳିଥାଏ। ଏହାକୁ ନେଇ ବହୁ ଫିଲ୍ମ ମଧ୍ୟ ହୋଇ ସାରିଛି। କେତେକ ଏହାକୁ କାଳ୍ପନିକ...

କୋଭିଶିଲ୍ଡ ଟିକା ନେଲେ ୟୁଏନ୍‌ଜିଏ ଅଧ୍ୟକ୍ଷ

ଜାତିସଂଘ, ୨।୧୦: ଜାତିସଂଘ ସାଧାରଣ ସଭା ୭୬ତମ ଅଧିବେଶନର ଅଧ୍ୟକ୍ଷ ଅବଦୁଲ୍ଲା ଶହିଦ କୋଭିଶିଲ୍ଡ ଟିକା ନେଇଛନ୍ତି। ବ୍ରିଟିଶ-ସୁଇଡିଶ୍‌ ଔଷଧ କମ୍ପାନୀ ଆଷ୍ଟ୍ରାଜେନିକା ଦ୍ୱାରା ବିକଶିତ...

ଭାରତ ଯାତ୍ରା ସମୟରେ ଥିବା କୋଭିଡ ନିୟମକୁ କୋହଳ କଲା ଆମେରିକା

ୱାଶିଂଟନ/ନୂଆଦିଲ୍ଲୀ,୨୯ ।୩: ୟୁଏସ୍ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରୋବେଶନ(ସିଡିସି) ସୋମବାର ଭାରତ ପାଇଁ ତା’ର କୋଭିଡ ୧୯ ଯାତ୍ରା ଆଡଭାଇଜରୀ ସ୍ତର ୩(ହାଇ...

Advertisement
Archives

Model This Week