Posted inଜାତୀୟ

ଶିବାଜୀ ସ୍ମାରକରେ ୧୩ ଶହ କୋଟି ଦୁର୍ନୀତି: କଂଗ୍ରେସ-ଏନ୍‌ସିପି କଲେ ଅଭିଯୋଗ

ମୁମ୍ବାଇ,୨୫।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ଏବଂ ଏନ୍‌ସିପି ପକ୍ଷରୁ ସରକାରଙ୍କୁ ଘେରିବା ଆରମ୍ଭ କରାଯାଇଛି। ଆରବ ସାଗରରେ ମୁମ୍ବାଇ ସମୁଦ୍ର କୂଳରେ ନିର୍ମିତ ହୋଇଥିବା ଶିବାଜୀ ସ୍ମାରକରେ ୧୩ ଶହ କୋଟି ଟଙ୍କାର ଦୁର୍ନୀତି ହୋଇଥିବା କଂଗ୍ରେସ-ଏନ୍‌ସିପି ପକ୍ଷରୁ ଅଭିଯୋଗ କରାଯାଇଛି। ଏଥିରେ ଟେଣ୍ଡର ଦୁର୍ନୀତି ହୋଇଥିବା କଂଗ୍ରେସ-ଏନ୍‌ସିପି
କହିଛନ୍ତି। ୨୦୧୭ରେ ଟେଣ୍ଡର ଖୋଲା ଯାଇଥିଲା। ଏଲ୍‌ ଆଣ୍ଡ ଟି ପକ୍ଷରୁ ଏନେଇ ୩,୨୨୬ କୋଟି ଟଙ୍କାର ଠିକା ପ୍ରସ୍ତାବ ଦିଆଯାଇଥିଲା। ଏହି ସ୍ମାରକର ଉଚ୍ଚତା ୧୨୧.୨ ମିଟର, ସେଥି ମଧ୍ୟରେ ଶିବାଜୀଙ୍କ ମୂର୍ତ୍ତିର ଉଚ୍ଚତା ୮୩.୨ ମିଟର ଏବଂ ୩୭ ମିଟର ଖଣ୍ଡା ରହିଛି। ଏଲ୍‌ ଆଣ୍ଡ ଟି ସହିତ ଆଲୋଚନା ପରେ ସରକାର ଟେଣ୍ଡର ମୂଲ୍ୟ ୨୫ ଶହ କୋଟି କରିଥିଲେ। ଏହାକୁ ନେଇ ବିରୋଧୀ ପ୍ରଶ୍ନ କରିଥିଲେ। ଏହି ଘଟଣାର ନ୍ୟାୟିକ ଯାଞ୍ଚ୍‌ ପାଇଁ କଂଗ୍ରେସ-ଏନ୍‌ସିପି ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ସାମଗ୍ରୀରେ ହେବନି ଯବାନଙ୍କ ବୁଲେଟ ପ୍ରୁଫ୍‌ ଜ୍ୟାକେଟ…

ନୂଆଦିଲ୍ଲୀ, ୨୧।୯ : ଦେଶର ଯବାନମାନଙ୍କୁ ଶତ୍ରୁ ଗୁଳିରୁ ରକ୍ଷା କରୁଥିବା ବୁଲେଟ ପ୍ରୁଫ ଜ୍ୟାକେଟରେ ଚାଇନାର ସାମଗ୍ରୀକୁ ରୋକିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ...

ରାମମନ୍ଦିର ନିର୍ମାଣ ଚାନ୍ଦା ରଖିବ କିଏ: ନିଷ୍ପତ୍ତି ନେବ ନ୍ୟାସ

ନୂଆଦିଲ୍ଲୀ,୧୭।୨: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ସଂଗ୍ରହ ହେବାକୁ ଥିବା ଚାନ୍ଦା କିଏ ରଖିବ ସେ ନେଇ ଶ୍ରୀ ରାମଜନ୍ମଭୂମି ତୀର୍ଥକ୍ଷେତ୍ର ନ୍ୟାସ ନିଷ୍ପତ୍ତି ନେବ।...

କଂଗ୍ରେସ ପକ୍ଷରୁ ‘ୟଙ୍ଗ ଇଣ୍ଡିଆର ବୋଲ’ ସିଜିନ-୩ ଆରମ୍ଭ…

ନୂଆଦିଲ୍ଲୀ,୧୮।୩ : ସଂଗଠନରେ ଯୁବ ପ୍ରବକ୍ତା ଚୟନ ପାଇଁ ଭାରତୀୟ ଯୁବ କଂଗ୍ରେସ ୟଙ୍ଗ ଇଣ୍ଡିଆ କେ ବୋଲ ସିଜିନ-୩ ଆରମ୍ଭ କରିଛି। ଏହି ପ୍ରତିଯୋଗିତାରୁ...

ଶରଦ ଯାଦବଙ୍କ ବିୟୋଗରେ ଶୋକ ବ୍ୟକ୍ତ କଲେ ଶାହା, କହିଲେ ଦେଶ ପାଇଁ ଅପୂରଣୀୟ କ୍ଷତି

ନୂଆଦିଲ୍ଲୀ,୧୩।୧: ବରିଷ୍ଠ ସମାଜବାଦୀ ନେତା ଶରଦ ଯାଦବଙ୍କ ଦେହାନ୍ତରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୋକ ବ୍ୟକ୍ତ କରିଛନ୍ତି। ସେ ଟୁଇଟ୍‌ କରି ଲେଖିଛନ୍ତି, ଆମ...

ରାଜ୍ୟପାଳଙ୍କୁ ଭେଟିବା ପାଇଁ ଇମ୍ଫାଲର ରାଜଭବନରେ ପହଞ୍ଚିଲେ ଇଣ୍ଡିଆ ଟିମ୍‌

ଇମ୍ଫାଲ,୩୦।୭: ମଣିପୁର ହିଂସାର ତଦନ୍ତ ପାଇଁ ଇଣ୍ଡିଆ ଟିମ୍‌ ମଣିପୁର ଗସ୍ତରେ ଅଛନ୍ତି। ତେବେ ସେମାନେ ରବିବାର ମଣିପୁର ରାଜ୍ୟପାଳ ଅନୁସୁୟା ଉଇକେଙ୍କୁ ଭେଟିବା ଲାଗି...

ମିଠା ଦୋକାନରେ ବିକ୍ରି ହେଉଛି ଟମାଟୋ, ଦାମ ରସଗୋଲା-ଲଡୁଠାରୁ ଅଧିକ…

କୋରବା,୫।୮ : ଦେଶରେ ଟମାଟୋ ଦାମ ଆକାଶ ଛୁଆଁ ହୋଇଛି। ପ୍ରତିଦିନ ଟମାଟୋ ନେଇ ରୋଚକ ଖବର ମିଳିବାରେ ଲାଗିଛି। ସମ୍ପ୍ରତି ଝାଡ଼ଖଣ୍ଡର କୋରବା ଅଞ୍ଚଳରେ...

ସେନାରେ ଭର୍ତ୍ତି ହେବା ପାଇଁ ତିଆରି କରୁଥିଲେ ନକଲି କରୋନା ରିପୋର୍ଟ, ଗୋଟିଏ ଭୁଲ ପାଇଁ ପଡ଼ିଲେ ଧରା

ଚଣ୍ଡିଗଡ଼,୬।୩: ହରିୟାଣାର ଫତେହାବାଦରେ ସେନାରେ ଭର୍ତ୍ତି ହେବା ପାଇଁ କରୋନାର ନକଲି ରିପୋର୍ଟ ତିଆରି କରାଯାଉଥିବା ମାମଲା ସାମ୍ନାକୁ ଆସିଛି। ଫତେହାବାଦର ରାତିୟା ସହରର ଏକ...

ଦେଶର ହିତ ପାଇଁ ଭାରତ ଯୋଡୋ ଯାତ୍ରା ବନ୍ଦ କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ରାହୁଲଙ୍କୁ ଲେଖିଲେ ଚିଠି…

ନୂଆଦିଲ୍ଲୀ,୨୧।୧୨ : ସମଗ୍ର ବିଶ୍ୱରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସରକାର ସର୍ତକ ସୂଚନା ଜାରି କରିଛନ୍ତି। ନୂତନ ମାମଲା ଉପରେ...

Advertisement
Archives

Model This Week