ଶାହାରୁଖଙ୍କ ଷ୍ଟାଇଲ ସିକ୍ରେଟ୍‌ ଖୋଲିଲେ ଗୌରୀ

ମୁମ୍ବାଇ: ବଲିଉଡ୍‌ କିଙ୍ଗ ଖାନ୍‌ ଶାହାରୁଖ ଖାଁଙ୍କ ଷ୍ଟାଇଲିସ୍‌ ଲୁକ୍‌ ସମସ୍ତଙ୍କୁ ଦିଓ୍ବାନା କରେ। ନିକଟରେ ତାଙ୍କର ଏହି ଷ୍ଟାଇଲର ରାଜ ଖୋଲିଛନ୍ତି ତାଙ୍କ ପତ୍ନୀ ଗୌରୀ ଖାଁ। ଏକ ସାକ୍ଷାତ୍‌କାରରେ ଗୌରି କହିଛନ୍ତି ବାହାରକୁ ଯିବା ସମୟରେ ତାଙ୍କୁ ପ୍ରସ୍ତୁତ ହେବାକୁ ମାତ୍ର ୫ ମିନିଟ୍‌ ସମୟ ଲାଗିଥାଏ। ହେଲେ ଶାହାରୁଖ ବାହାରକୁ ଯିବାକୁ ହେଲେ ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତ ନିଜକୁ ପ୍ରସ୍ତୁତ କରିଥାଆନ୍ତି। ଆଉ ଏଥିପାଇଁ ଉପର ମହଲାରେ ଶାହାରୁଖଙ୍କର ଓ୍ବାର୍ଡରବରେ ଭର୍ତ୍ତି ଏକ ବଡ ରୁମ୍‌ ମଧ୍ୟ ରହିଛି। ‘ଷ୍ଟାଇଲିସ୍‌ କପୁଲ ଅଫ୍‌ ଦ ଇୟର’ ଆଓ୍ବାର୍ଡ ଗ୍ରହଣ କରିବା ଅବସରରେ ଗୌରି ଏମିତି କଥା କହିଛନ୍ତି। ଆଉ ଏହାର ଉତ୍ତରରେ ଶାହାରୁଖ କହିଛନ୍ତି, ଗୌରୀ ଯାହା କହିଛନ୍ତି ତାହା ଠିକ୍‌ କଥା ହେଲେ ମୁଁ ପ୍ରତିଥର ବ୍ଲାକ୍‌ ଶୁଟ୍‌ ପିନ୍ଧିବାକୁ ଭଲ ପାଉଥିବାରୁ ଏହାକୁ ବାଛି ପିନ୍ଧିବାକୁ ସମୟ ଲାଗିଥାଏ। ହେଲେ ଗୌରୀ ଭିନ୍ନ ଭିନ୍ନ ପୋଷାକ ପିନ୍ଧୁଥିବାରୁ ସେଥିପାଇଁ ତାଙ୍କୁ ବେଶୀ ସମୟ ଲାଗି ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରିୟଙ୍କା, ଦୀପିକାଙ୍କ ପଥରେ ଆଲିଆ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫିଲ୍ମ ‘କଲଙ୍କ’ ବକ୍ସ ଅଫିସରେ ସେତେଟା ଭଲ କମାଲ କରିପାରି ନ ଥିଲା। ମାତ୍ର ଆଲିଆ ଏତିକିରେ ହାରିଯିବା ଝିଅ...

ଏହି କୋ-ଷ୍ଟାରଙ୍କ ସହ ଷ୍ଟେଜରେ ଜଲଓ୍ବା ଦେଖାଇବେ ଦିଶା

ମୁମ୍ବାଇ: ଦୀପିକା ପାଦୁକୋନ, ପ୍ରଭାସ ଏବଂ ଅମିତାଭ ବଚ୍ଚନ ଷ୍ଟାରର ପ୍ରୋଜେକ୍ଟ କ ନାଗ ଅଶ୍ୱିନଙ୍କ ପ୍ରୋ କେ (ପ୍ରୋଜେକ୍ଟ କେ) ବର୍ଷର ବହୁ ପ୍ରତୀକ୍ଷିତ...

ଏବେ ପ୍ରିୟଙ୍କା କହିଲେ କାରଣ

ବମ୍ବେ: ନିଜଠାରୁ ବୟସରେ ଢ଼େରଗୁଣା ସାନ ପ୍ରେମିକାଙ୍କ ହାତ ଧରି ଚର୍ଚ୍ଚାରେ ରହିଥିଲେ ପ୍ରିୟଙ୍କା ଚୋପ୍ରା। ନିକଟରେ ସେ ନିଜ ନାମରୁ ‘ଜୋନାସ’ ସରନେମ୍‌ ହଟାଇଥିଲେ।...

ମାଫିଆ କୁଇନ୍‌ ଆଲିୟା

ନୂଆଦିଲ୍ଲୀ, ୨୫ା୨: ନିର୍ଦ୍ଦେଶକ ସଞ୍ଜୟଲୀଲା ଭଁସାଲିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗଙ୍ଗୁବାଈ କାଠିଆଓ୍ବାଡି’ର ଟ୍ରେଲର ରିଲିଜ ହୋଇଛି। ଫିଲ୍ମଟି କେତେ ଦମ୍‌ଦାର ହୋଇଥିବା ତାହାର ଝଲକ...

ପ୍ରଶ୍ନ ବୁଝି ନ ପାରି ସଠିକ୍‌ ଉତ୍ତର ଦେଇଥିଲେ ସୁସ୍ମିତା, ଜିତିଥିଲେ ମିସ୍‌ ୟୁନିଭର୍ସ ଟାଇଟଲ

ମୁମ୍ବାଇ: ୧୯୯୪ରେ ମିସ୍‌ ୟୁନିଭର୍ସ ଟାଇଟଲ ଜିତିଥିବା ସୁସ୍ମିତା ସେନ୍‌ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା। ପରେ ଯୁକ୍ତା ମୁଖୀ, ଲାରା ଦତ୍ତା ଏବଂ ନିକଟରେ...

କାନ୍ଦିଲେ ସ୍ବରା ଭାସ୍କର

ବଲିଉଡ ଅଭିନେତ୍ରୀ ସ୍ବରା ଭାସ୍କର ସମାଜବାଦୀ ପାର୍ଟିର ଯୁବ ନେତା ଫହାଦ ଅହମ୍ମଦଙ୍କ ସହ ବିବାହ ବନ୍ଧନରେ ହୋଇଛନ୍ତି। ଉଭୟଙ୍କ ବିବାହ ଉତ୍ସବର ଫଟୋ ଏବଂ...

ବାପାଙ୍କ ମୃତ୍ୟୁ ପୂର୍ବରୁ ପାଇଥିବା ଅଭିନୟ ଟିପ୍ସ ବିଷୟରେ ଶେୟାର କଲେ ରଣବୀର

ଭେଟେରାନ ଅଭିନେତା ରିଷି କପୁରଙ୍କ ଶେଷ ଫିଲ୍ମ ଶର୍ମାଜୀ ନାମ୍‌କିନ ବର୍ତ୍ତମାନ ଷ୍ଟ୍ରିମିଂ କରୁଛି। ସ୍ବର୍ଗତ ଅଭିନେତାଙ୍କ ଅଭିନୟକୁ ପ୍ରଶଂସକମାନେ ପ୍ରଶଂସା କରିଛନ୍ତି। ଅନେକ ଏହି...

କଫି ପିଆଇବାକୁ ଆସୁଛନ୍ତି କରନ ଜୋହର

ମୁମ୍ବାଇ: ବଲିଉଡର ନାମୀ ନିର୍ଦ୍ଦେଶକ ବଲିଉଡ ବ୍ୟତୀତ ତାଙ୍କ ଶୋ’ ‘କଫି ୱିଥ କରନ’କୁ ନେଇ ଖୁବ ଚର୍ଚ୍ଚିତ । ଶୋ’ର କିଛି ନା କିଛି...

Advertisement
Archives

Model This Week