‘ଶମଶେରା’ରେ ସଞ୍ଜୟଙ୍କ ଭିନ୍ନ ଲୁକ୍‌

ମୁମ୍ବାଇ: ରଣବୀର କପୁର, ବାଣୀ କପୁର ଓ ସଞ୍ଜୟ ଦତ୍ତଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଶମଶେରା’ର ଟ୍ରେଲର ୨୪ ଜୁନ୍ ଅର୍ଥାତ୍ ଶୁକ୍ରବାର ରିଲିଜ୍ ହେବାକୁ ଯାଉଛି । ଫିଲ୍ମର ଟିଜର ଦେଖି ଦର୍ଶକଙ୍କ ଲୋମ ଟାଙ୍କୁରି ଉଠିଥିବା ବେଳେ ରଣବୀର କପୁରଙ୍କ ମାଇଣ୍ଡ ବ୍ଲୋଇଂ ଲୁକ ବି ଫିଲ୍ମର କ୍ରେଜକୁ ବଢାଇ ଦେଇଛି । ଏବେ ଫିଲ୍ମରେ ସଞ୍ଜୟ ଦତ୍ତଙ୍କ ଲୁକ୍ ବି ସାମ୍ନାକୁ ଆସିଛି । ଖାକି ପୋଷାକ ସହ ମଥାରେ ତିଲକ ଓ ହାତରେ ହଣ୍ଟର ଧରି ସଞ୍ଜୟ ନଜର ଆସିଛନ୍ତି । ଅଭିନେତାଙ୍କ ଲୁକ୍ସ ଫ୍ୟାନଙ୍କ ଉତ୍ସାହକୁ ଆହୁରି ବଢାଇ ଦେଇଛି ।
ସଞ୍ଜୟ ଦତ୍ତ ତାଙ୍କ ଇନଷ୍ଟାଗ୍ରାମରେ ‘ଶମଶେରା’ର ଏହି ଲୁକକୁ ଶେୟାର କରିଛନ୍ତି । ଏଡାସହ ତାଙ୍କ ଚରିତ୍ର ବିଷୟରେ ବି କିଛି କହିଛନ୍ତି । ଫିଲ୍ମରେ ସଞ୍ଜୟ ଦାରୋଗା ଶୁଦ୍ଧ ସିଂହ ଚରିତ୍ରରେ ନଜର ଆସିବେ । ଫିଲ୍ମରେ ବାଣୀ କପୁର ‘ଶମଶେରା’ରେ ସଞ୍ଜୟ ଦତ୍ତଙ୍କ ଲୁକକୁ ଶେୟାର କରି ଲେଖିଛନ୍ତି, ନିର୍ଦ୍ଦୟୀ ଶବ୍ଦର ଯଦି କିଛି ନାମ ଥାଏ ତେବେ ସେ ହେଉଛି ଦାରୋଗା ସିଦ୍ଧୁ ସିଂହ । ବାଣୀ କପୁର ଫିଲ୍ମରେ ଏକ ନୃତ୍ୟାଙ୍ଗନା ଭୂମିକାର ନଜର ଆସିବେ । ଯାହାକୁ ଭଲପାଇ ବସିଛି ଡାକୁ ଶମଶେରା । ଏହି ଫିଲ୍ମ ପାଇଁ ବାଣୀ କପୁର କଥକର ଟ୍ରେନିଂ ନେଇଛନ୍ତି । ଫିଲ୍ମରେ ରଣବୀର କପୁରଙ୍କ ଡବଲ ରୋଲ ଦେଖିବାକୁ ମିଳିବ ।
ଶମଶେରାର ନିର୍ଦ୍ଦେଶକ ଅଛନ୍ତି କରଣ ମାଲହୋତ୍ରା । ଆଦିିତ୍ୟ ଚୋପ୍ରା ଏହାର ପ୍ରଯୋଜକ ଥିବା ବେଳେ ଏହା ଏକ ପରିୟଡ ଡ୍ରାମା ଆକ୍ସନ ଫିଲ୍ମ । କରୋନା ମହାମାରୀ କାରଣରୁ ଫିଲ୍ମର ରିଲିଜ୍ ଡେଟ ଚାଲିଯାଇଥିବା ବେଳେ ଏବେ ଏହା ଜୁଲାଇ ୨୨ରେ ସିନେମା ହଲରେ ରିଲିଜ ହେବ ବୋଲି ଜଣାପଡିଛି । ଦୀର୍ଘ ଦିନ ପରେ ଉଭୟ ସଞ୍ଜୟ ଦତ୍ତ ଓ ରଣବୀର କପୁର ବଡ ପରଦାକୁ ଫେରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri