ଲୋକଙ୍କୁ ଆକର୍ଷିତ କରୁଛି ଏହି କୁକୁର

ଏବେ ସୋସିଆଲ ମିଡିଆରେ ଏକ କୁକୁରର ଭିଡିଓ ଭାଇରାଲ ହେବାରେ ଲାଗିଛି। ତେବେ କୁକୁରଟି ନିଜ ଆଡକୁ ଲୋକଙ୍କୁ ଆକର୍ଷିତ କରୁଥିବାରୁ ଭିଡିଓଟି ଭାଇରାଲ ହେଉଛି। କୁକରଟି ନିଜ ଭଙ୍ଗା ଗୋଡ଼କୁ କିପରି ଘୋଷାଡ଼ି ଘୋଷାଡ଼ି ଚାଲୁଛି ତାହା ଦେଖିବାକୁ ମିଳିଛି। ଆଉ ଏମିତି କରିବାର ଉଦ୍ଦେଶ୍ୟ ହେଉଛି ତାକୁ କିଛି ଖାଦ୍ୟ ମିଳିଯିବ। ଏହି ଭିଡିଓଟି ଥାଇଲାଣ୍ଡର ବୋଲି ଜଣାପଡିଛି। ମ୍ୟାଡ ଇଗଲ ନାମକ ଏକ ଟୁଇଟର ଆକାଉଣ୍ଟ ଦ୍ୱାରା ଏହି ଭିଡିଓକୁ ଅପଲୋଡ କରାଯାଇଛି। ଭିଡିଓରେ କୁକୁରଟି ନିଜ ଗୋଡ ଭାଙ୍ଗି ଯାଇଥିବା ଭଳି ଅଭିନୟ କରୁଛି ଓ ଯଦି କେହି ଏହା ଦେଖି ଅଟକି ଯାଉଛନ୍ତି ସଙ୍ଗେ ସଙ୍ଗେ ସେ ପୁଣି ଠିକ୍‌ ଭାବେ ଚାଲୁଛି। ତେବେ ଉକ୍ତ ଟୁଇଟର ସୂଚନା ଅନୁଯାୟୀ ଖାଦ୍ୟ ପାଇଁ କୁକୁରଟି ଏମିତି କରୁଛି। ଏପର୍ଯ୍ୟନ୍ତ କୁକୁରର ଭିଡିଓଟିକୁ ପ୍ରାୟ ୨ ଲକ୍ଷ ଲୋକ ଦେଖି ସାରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଦ୍ୱିଧାରେ ମୂଷା ଦେଉଛି ବିଲେଇକୁ ଚୁମ୍ବନ, ନ ଦେଖିଲେ ହେବ ନାହିଁ ବିଶ୍ୱାସ

ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ବର୍ତ୍ତମାନ ସେଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମଧ୍ୟ...

ବର ସହ ଆସିଥିବା ଯୁବକକୁ ବିବାହ କରିବାକୁ ଜିଦି କଲେ କନ୍ୟା; ଏହାପରେ କ’ଣ ହେଲା ଜାଣନ୍ତୁ…

ବାହାଘର ଲାଗି ବରଯାତ୍ରୀ ସହ କନ୍ୟା ଘରେ ପହଞ୍ଚତ୍ ସାରିଥିଲେ ବର। ଆଉ କିଛି ସମୟ ପରେ ବେଦୀ ଉପରେ ଅଗ୍ନିକୁ ସାକ୍ଷୀ ରଖି ସାତଜନ୍ମ...

ଫେରିଘାଟରେ ବୁଡ଼ିଲା ଡଙ୍ଗା: ୨୩ ମୃତ, ଅନେକ ନିଖୋଜ

ଢାକା,୨୫ା୯: ରବିବାର ବାଂଲାଦେଶର ଏକ ନଦୀରେ ଡଙ୍ଗା ବୁଡ଼ିଯାଇଛି। ଏହି ଦୁର୍ଘଟଣାରେ ଅତି କମ୍‌ରେ ୨୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ରୁ ଅଧିକ ଲୋକ ନିଖୋଜ...

ନିଦ ବାଉଳାରେ ମୁହଁରୁ ବାହାରିଗଲା ଏମିତି କଥା, ପ୍ରେମିକାଙ୍କ ସାମ୍ନାରେ ଖୋଲିଗଲା ଧୋକାବାଜ ପ୍ରେମିକଙ୍କ ଗୁମର…

କିଛିଲୋକ ଶୋଇଥିବା ଅବସ୍ଥାରେ ବିଳିବିଳଉଥିବା ଶୁଣିଥିବେ। ମାତ୍ର ଏହି ଅଭ୍ୟାସ ବେଳେବେଳେ ବିରାଟ ସମସ୍ୟା ଠିଆ କରିଦିଏ। ଠିକ୍‌ ସେମିତି ଘଟିଛି ଜଣେ ଯୁବକଙ୍କ କ୍ଷେତ୍ରରେ।...

ପରିବେଶ ଓ ଗୋସୁରକ୍ଷା ପାଇଁ ସମର୍ପିତ ଗାଁ

ପ୍ରତ୍ୟେକ ଗାଁ ତା’ର ନାଁକୁ ନେଇ ପରିଚିତ। ହେଲେ ବେଳେବେଳେ ଗ୍ରାମବାସୀମାନଙ୍କର ମହତକାର୍ଯ୍ୟ ସେ ଗାଁକୁ ଦେଇଥାଏ ନୂଆ ଏକ ପରିଚୟ। ଯେଉଁଥିପାଇଁ ସେହି ଗାଁଟି...

ଖବରଦାତାଙ୍କୁ ଗାଳିକଲେ ବାଇଡେନ୍‌

ଓ୍ବାଶିଂଟନ୍‌, ୨୬ା୧:ଏକ ପ୍ରେସ୍‌ କନ୍‌ଫରେନ୍ସରେ ଦରଦାମ ବୃଦ୍ଧିକୁ ନେଇ ଜଣେ ଖବରଦାତା ପ୍ରଶ୍ନ କରିବା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ତାଙ୍କୁ ଖରାପ ଭାଷାରେ...

ମାନବିକତା ହିଁ ସର୍ବୋତ୍ତମ

ସାମାଜିକ କାର୍ଯ୍ୟକର୍ତ୍ତା, ମାନବସେବାକୁ ବ୍ରତ କରି ନିଜ ଜୀବନକୁ ବାଜି ଲଗାଉଥିବା ଅଥବା ଜୀବନବଳି ଦେଇଥିବା ଲୋକଙ୍କ ପାଇଁ ଉତ୍ସର୍ଗୀକୃତ ଦିନଟିଏ ଅଗଷ୍ଟ ୧୯। ଏହି...

ମା’ ପାଣି ପିଉଥିବା ବେଳେ ପଛରୁ ଏମିତି କରୁଛି ଛୁଆ, ଭିଡିଓ ଭାଇରାଲ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

Advertisement
Archives

Model This Week