ଲଭ୍‌ ୟୁ ପ୍ରିୟା

ଭଲ ପାଇବାରେ ଆବିଳତା ନ ଥିଲେ ସେଥିରେ ସକ୍‌ସେସ ହେବାର ଚାନ୍ସ ଅଧିକ। ଗଁାରୁ ସହର ଯାଇଥିବା ପୁଅଟି ସେଠାରେ ଜଣେ ସୁନ୍ଦରୀ ପ୍ରେମରେ ପଡ଼ିଯାଏ। ହେଲେ ସେହି ଝିଅ ମନରେ ତା’ ପୂର୍ବରୁ ଆଉ ଜଣେ ବସା ବାନ୍ଧି ସାରିଥାଏ। ତଥାପି ମନପ୍ରାଣ ଦେଇ ନିଜ ପ୍ରେମକୁ ସାର୍ଥକ କରିବାକୁ ଲାଗିପଡେ ସେ। ହେଲେ ସମୟ ଚକ୍ରରେ ପ୍ରେମିକାର ମନ ବଦଳି ଯାଏ କି ? ସେହି ଝିଅ ଯାହାକୁ ପୂର୍ବରୁ ଭଲ ପାଉଛି ସେ ତାକୁ ବୋହୂ ରୂପରେ ଘରକୁ ନେଇଯାଏ କି ? ଗଁାରୁ ଆସିଥିବା ସେହି ପିଲାର ପ୍ରେମକୁ ଝିଅଟି ଗ୍ରହଣ କରେ କି ? ଏସବୁ ପ୍ରଶ୍ନର ଉତ୍ତର ରହିଛି ନିର୍ମାଣାଧୀନ ଓଡ଼ିଆ ସିନେମା ‘ଲଭ୍‌ ୟୁ ପ୍ରିୟା’ରେ। ଏପରି ଏକ ଭିନ୍ନ ଧରଣର ପ୍ରେମ କାହାଣୀକୁ ନେଇ ଓଡ଼ିଆ ଚଳଚ୍ଚିତ୍ରଟିକୁ ପ୍ରଯୋଜନା କରିଛନ୍ତି ଜୟ ସେନ୍‌। ଜେ.ଏଚ.ବି. ଟିଭି ବ୍ୟାନରରେ ନିର୍ମିତ ହେଉଥିବା ଉକ୍ତ ସିନେମାର କାହାଣୀ, ଚିତ୍ରନାଟ୍ୟ ରଚନା ସହ ନିର୍ଦ୍ଦେଶନା ଦେଇଛନ୍ତି ନବାଗତ ବିବେକ କୁମାର। ସଂଳାପ ଲେଖିଛନ୍ତି ଆଶୁତୋଷ ବାରିକ। ଗୀତଗୁଡିକୁ ସ୍ବର ଦେଇଛନ୍ତି ଆଶିଷ କୁମାର ଏବଂ ସିନେମାଟୋଗ୍ରାଫି ଦାୟିତ୍ୱ ତୁଲାଇଛନ୍ତି ଧୀରେନ। ‘ଅଜାତଶତ୍ରୁ’ରୁ ନିଜର ଆକ୍ଟିଂ କ୍ୟାରିିୟର ଆରମ୍ଭ କରିଥିବା ସୋହମ ସିଂ ଏହାର ନାୟକ ସାଜିଥିବା


Enter your email to get our daily news in your inbox.

All Right Reserved By Dharitri.Com

ବଲିଉଡ୍ ଗାୟିକା ନେହା କକ୍କରଙ୍କ ବିବାହକୁ ନେଇ ପ୍ରସ୍ତୁତ ହେଉଛନ୍ତି ପରିବାର

ମୁମ୍ବାଇ: ବଲଉଡ୍ ଗାୟିକା ନେହା କକ୍କର ଅକ୍ଟୋବର ୨୩-୨୪ରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏଥିପାଇଁ ପ୍ରାୟ୍ର ସମସ୍ତ ପ୍ରସ୍ତୁତି ସରିଲାଣି ।...

ପ୍ରେମ ବିବାହ କରି ମଧ୍ୟ ସ୍ତ୍ରୀଙ୍କଠାରୁ ଅଲଗା ରହୁଥିଲେ ଏହି ଅଭିନେତା: ହେଲେ ଦେଇ ନ ଥିଲେ ଛାଡ଼ପତ୍ର

ରଣଧୀର କପୁର ଏବଂ ବବିତା ଅନେକ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ପରେ ସେମାନେ ପ୍ରେମ ବିବାହ ମଧ୍ୟ କରିଥିଲେ। ମାତ୍ର ସେମାନଙ୍କ ବୈବାହିକ...

ପ୍ରେମରେ ପଡ଼ିଛନ୍ତି ତମନ୍ନା

ଓଡ଼ିଆ ଅଭିନେତ୍ରୀ ତମନ୍ନା ଏବେ ପ୍ରେମରେ ଉବୁଟୁବୁ। ପୁଣି ସେ ଏପରି ଯୁବକଙ୍କ ପ୍ରେମରେ ପଡିଛନ୍ତି ଯିଏ ଏକ ଅଦ୍ଭୁତ ଶକ୍ତିର ଅଧିକାରୀ। ସେହି ଶକ୍ତି...

ଏହି ଫିଲ୍ମର ଶେଟ୍‌ରେ ପ୍ରଥମ ଥର ପାଇଁ ନିଶାଙ୍କୁ ଭେଟିଥିଲେ କରନ୍‌; ଗଣମାଧ୍ୟମ ସମ୍ମୁଖରେ କରିଥିଲେ ପ୍ରପୋଜ୍‌; ଏବେ…

ବମ୍ବେ: ସବୁକିଛି ତ ଠିକ୍‌ ଥିଲା। ହେଲେ ଏପରି କ’ଣ ହେଲା ଯେ କଥା ଥାନାରେ ପହଞ୍ଚିଲା। ସୋମବାର ଟେଲି ଅଭିନେତା କରନ୍‌ ମେହେରା ଗିରଫ...

ହିମାଂଶିଙ୍କୁ ବିବାହ ପ୍ରସ୍ତାବ ଦେଲେ ଆସିମ

ବମ୍ବେ: ‘ବିଗ୍‌ବସ୍‌’ ଘରେ ଅନେକ ସଫଳ ପ୍ରେମ କାହାଣୀ ଗଢ଼ି ଉଠିଥିବା ନଜିର ରହିଛି। ଏହି କ୍ରମରେ ଚଳିତ ସିଜନ୍‌ରେ ଦୁଇଟି ଯୋଡ଼ି ଚର୍ଚ୍ଚାରେ। ସିଦ୍ଧାର୍ଥ-ଶେହନାଜ...

ବନ୍ୟାପାଣିରେ ଫଟୋଶୁଟ୍‌ କରି ଟ୍ରୋଲ ହେଲେ ଏହି ମଡେଲ

ବିହାରର ରାଜଧାନୀ ପାଟନାରେ ଲଗାଣବର୍ଷା ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ୧୫ଟି ଜିଲାରେ ରେଡ୍‌ ଆଲର୍ଟ ଜାରିହୋଇଛି। ଏପରିକି ୨୯ ଜଣଙ୍କର ମୃତ୍ୟୁ ମଧ୍ୟ...

ବିକିନୀ ପିନ୍ଧି ଚର୍ଚ୍ଚାରେ ସୁପର ମଡେଲ: ଯାହାଙ୍କ ନାମ ବଲିଉଡ୍‌ର ଦୁଇ ଅଭିନେତ୍ରୀଙ୍କ ନାମ ଅନୁସାରେ ହୋଇଛି

ମୁମ୍ବାଇ: ବିହାରରେ ରହୁଥିବା ଏକ ଦମ୍ପତି ବଲିଉଡ୍‌ର ଦୁଇ ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଏତେ ଭଲ ପାଉଥିଲେ ଯେ, ଏହି ଦୁଇ ଅଭିନେତ୍ରୀଙ୍କ ନାମକୁ ମିଶାଇ ତାଙ୍କ...

ବଲିଉଡ୍‌ରେ ଏଣ୍ଟ୍ରି କରିବେ ଦେଶୀ ଗର୍ଲଙ୍କ ଭାଇ

ମୁମ୍ବାଇ: ବଲିଉଡ୍‌ ତଥା ହଲିଉଡ୍‌ରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ଏମିତି ଏକ ପୋଷ୍ଟ କରିଛନ୍ତି...

Seven Jackpot
Advertisement


Archives

Model This Week

Why Dharitri