Advertisement

ଲଣ୍ଡନରେ ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ଉପରେ ଅଣ୍ଡାମାଡ଼ କଲେ ପାକିସ୍ତାନୀ ବିକ୍ଷୋଭକାରୀ

ଲଣ୍ଡନ,୪।୯: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ପ୍ରତିଶୋଧ ପରାୟଣ ହୋଇ ଉଠିଛି। ଲଣ୍ଡନରେ ଥିବା ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ଉପରକୁ କେତେକ ପାକିସ୍ତାନୀ ବିକ୍ଷୋଭକାରୀ ଅଣ୍ଡାମାଡ଼ କରିଥିବା ଅଭିଯୋଗ ହୋଇଛି। ସେମାନେ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ସ୍ଲୋଗାନ ଦେବା ସହିତ ଟମାଟୋ, ପଥର ଓ ଜୋତାମାଡ଼ ମଧ୍ୟ କରିଛନ୍ତି। ଏହି ବିକ୍ଷୋଭକୁ ସେମାନେ କଶ୍ମୀର ଫ୍ରିଡମ୍‌ ମାର୍ଚ୍ଚ ଭାବେ ନାମିତ କରାଯାଇଛି। ଏଥିରେ ୧୦ ହଜାରରୁ ଅଧିକ ପାକିସ୍ତାନୀ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଲ୍‌ ସାଲଭେଡରରେ ବୈଧ ହେବ ବିଟ୍‌କଏନ

ସେଣ୍ଟ୍ରାଲ ଆମେରିକାର ଦେଶ ଏଲ୍‌ ସାଲଭେଡର ଭର୍ଚୁଆଲ କରେନ୍ସି ବିଟ୍‌କଏନ୍‌କୁ ବୈଧ କରିବାକୁ ଯୋଜନା କରିଛି। ରାଷ୍ଟ୍ରପତି ନାଏବ ବୁକେଲେ ଏ ନେଇ କଂଗ୍ରେସରେ ବିଲ୍‌...

ତାଲିବାନ ଦଖଲ ଅଞ୍ଚଳରେ ପାକିସ୍ତାନୀ ଆତଙ୍କବାଦୀ ଶିବିର ସକ୍ରିୟ, ଜାତିସଂଘ ରିପୋର୍ଟ…

ଜେନେଭା/କାବୁଲ, ୩୦।୫ : ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଲଶ୍କର-ଇ-ତାଇବା ଏବଂ ଜୈଶ-ଇ-ମହମ୍ମଦ ଆଫଗାନିସ୍ତାନର ତାଲିବାନ ନିୟନ୍ତ୍ରିତ ଅଞ୍ଚଳରେ ସକ୍ରିୟ ରହିଛନ୍ତି। ସେଠାରେ ସେମାନେ ପ୍ରଶିକ୍ଷଣ ଶିବିର...

ଫୁଟିଲା ଦ୍ୱିତୀୟ ବିଶ୍ୱଯୁଦ୍ଧର ବୋମା

ଓ୍ବାରସ, ୯ା୫ : ପୋଲାଣ୍ଡର ଏକ ନିଦୀରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ପଡ଼ିଥିବା ବୋମା ରବିବାର ବିସ୍ଫୋରଣ ଘଟିଛି। ପୋଲାଣ୍ଡ ନେଭି ଏହାକୁ ଡିଫ୍ୟୁଜ କରିବାକୁ...

ସଂସ୍କୃତରେ ଶପଥ ନେଲେ ମୂଳ ଭାରତୀୟ ସାଂସଦ: ଭିଡ଼ିଓ ଭାଇରାଲ

ଓ୍ବିଲିଂଟନ୍‌,୨୬।୧୧: ନ୍ୟୁଜିଲାଣ୍ଡରେ ମୂଳ ଭାରତୀୟ ସାଂସଦ ଡ. ଗୌରବ ଶର୍ମା ଇତିହାସ ରଚିଛନ୍ତି। ସେ ସଂସ୍କୃତରେ ପଦ ଏବଂ ଗୋପନୀୟତାର ଶପଥ ପାଠ କରିଛନ୍ତି। ହିମାଚଳ...

ପାକିସ୍ତାନ ତାଲିବାନ୍‌ କମାଣ୍ଡର କ୍ୱାରି ସଇଫୁଲ୍ଲା ନିହତ

କାବୁଲ, ୩୦।୧୨: ପାକିସ୍ତାନର ତାଲିବାନ୍‌ କମାଣ୍ଡର କ୍ୱାରି ସଇଫୁଲ୍ଲା ମେହସୁଦ୍‌ ଆଫଗାନିସ୍ତାନରେ ନିହତ ହୋଇଛନ୍ତି। ଜଣେ ବନ୍ଧୁକଧାରୀ ତାଙ୍କ ଉପରକୁ ଗୁଳି ଚଳାଇଥିବା କୁହାଯାଉଛି। ଖୋଷ୍ଟ୍‌...

ଟିକା ନେବାକୁ ମନା କଲେ ପୁଟିନ

ସେଣ୍ଟପିଟର୍ସବର୍ଗ,୧୩।୨: ରୁଷିଆର ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ନିଜ ଦେଶରେ କରୋନା ଟିକାର ପ୍ରଶଂସା କରୁଥିବା ବେଳେ ନିଜେ ଟିକା ନେବାକୁ ମନା କରିଛନ୍ତି। ସେ କହିଛନ୍ତି...

ଲକ୍‌ଡାଉନରେ ବହି ପଢ, ଗଛ ଲଗାଅ: ଇମ୍ରାନ

ଇସ୍‌ଲାମାବାଦ,୪।୫: କରୋନା ସଂକ୍ରମଣ ରୋକିବାକୁ ଏବେ ବିଶ୍ୱର ଅଧିକାଂଶ ଦେଶରେ ଲକ୍‌ଡାଉନ ଫର୍ମୁଲାକୁ ଲାଗୁ କରାଯାଇଛି। ପାକିସ୍ତାନରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ...

ତାଇଓ୍ବାନ ଉପରେ ଆକ୍ରମଣ ପାଇଁ ପୁଣି ଚାଇନାର ଧମକ

ବେଜିଂ,୧୧ା୧: ବୁଧବାର ତାଇଓ୍ବାନ ଉପରେ ଆକ୍ରମଣ କରିବାକୁ ଚାଇନା ପୁଣି ଥରେ ଧମକ ଦେଇଛି। ଏଥିସହିତ ଚାଇନା ବିଦେଶୀ ନେତାଙ୍କୁ ‘ନିଆଁ ସହ ଖେଳୁଛନ୍ତି’ ବୋଲି...

Advertisement
Archives

Model This Week