Posted inଫୁରସତ

ଲଞ୍ଚ ବ୍ରେକ୍‌ଫାଷ୍ଟ ବଦଳରେ ବେବି ପାଉଡ଼ର ଖାଉଛନ୍ତି ଏହି ମହିଳା

ଖାଦ୍ୟକୁ ନେଇ କାହାର କେମିତି ରୁଚି ଥାଏ। ପ୍ରାୟ ସମସ୍ତେ ସୁସ୍ବାଦୁ ଖାଦ୍ୟ ଖାଇବାକୁ ପସନ୍ଦ କରୁଥିବା ବେଳେ ଆଉ କେହି କେହି ସ୍ବାସ୍ଥ୍ୟପ୍ରଦ ଖାଦ୍ୟକୁ ପ୍ରାଧାନ୍ୟ ଦେଇଥାଆନ୍ତି। ଆମେରିକାର ଲିସା ଆଣ୍ଡରସନ ନାମକ ୪୪ ବର୍ଷୀୟା ଏହି ମହିଳା ପାଉଡ଼ର ଖାଇବାରେ ଏପର୍ଯ୍ୟନ୍ତ ପ୍ରାୟ ୭ ଲକ୍ଷ ୫୬ ହଜାର ଟଙ୍କା ଖର୍ଚ୍ଚ କରିଥିବା କୁହାଯାଏ। ଆଜିକୁ ୧୫ ବର୍ଷ ପୂର୍ବେ ତାଙ୍କର ଏହି ଅଭ୍ୟାସ ଆରମ୍ଭ ହୋଇଥିବା ସେ କୁହନ୍ତି। ଯେତେବେଳେ ତାଙ୍କ ପୁଅ ଛୋଟ ହୋଇଥିଲା ସେତେବେଳେ ସେ ତାକୁ ବେବି ପାଉଡ଼ର ଲଗାଇ ଦେବା ସମୟରେ ଏହାକୁ ଖାଇବା ଆରମ୍ଭ କରିଥିଲେ। ସେବେଠୋରୁ ସେ ପାଉଡ଼ର ଖାଇବାରେ ସପ୍ତାହକୁ ପ୍ରାୟ ୧୦ ପାଉଣ୍ଡ ଖର୍ଚ୍ଚ କରନ୍ତି ବୋଲି କୁହନ୍ତି। ସେ ପାଉଡ଼ର ଖାଇବା ପାଇଁ ରାତିରେ ପ୍ରାୟ ୪ ଥର ନିଦରୁ ଉଠିଥାଆନ୍ତି। ଲିସାଙ୍କୁ Anxiety ଓ Depression ସମସ୍ୟା ରହିଛି। ଲିସା କୁହନ୍ତି ଦୁଇଦିନ ତାଙ୍କୁ ପାଉଡ଼ର ବିନା ରହିବାକୁ ପଡିଥିଲା, ଯାହା ତାଙ୍କ ଜୀବନର ସବୁଠାରୁ ଖରାପ ଦିନ ବୋଲି ସେ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେରାଡୁନ୍‌ର ଏକ ଗଳିର ନାଁ ଲୈଲା-ମଜ୍‌ନୁ, କାହିଁକି ଜାଣନ୍ତି

ଲୈଲା-ମଜ୍‌ନୁଙ୍କ ପ୍ରେମ ସମ୍ପର୍କ ସମସ୍ତଙ୍କୁ ଊଣା ଅଧିକେ ଜଣା। ଏମାନଙ୍କ ପ୍ରେମକୁ ନେଇ ଅନେକ କାହାଣୀ ଥିବାବେଳେ କିଛି ଫିଲ୍ମ ମଧ୍ୟ ନିର୍ମାଣ ହୋଇସାରିଛି। ଏହା...

୧୩୦ ଦିନ ହସ୍ପିଟାଲରେ ରହିଲେ କରୋନା ସଂକ୍ରମିତ ଏହି ମହିଳା, ପରେ ଘଟିଲା ଏମିତି କିଛି…

କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ବ୍ରିଟେନ୍‌ର ଫାତିମା ବ୍ରିଡଲ ନାମକ ଜଣେ ୩୫ ବର୍ଷୀୟା ମହିଳା ୪ ମାସ ୧୦ ଦିନ ହସ୍ପିଟାଲରେ ରହିଥିଲେ। ୧୩୦...

ହାତୀ ଜାଣିପାରେ କମ୍‌ ବେଶୀର ତଫାତ

କୁକୁରର ଘ୍ରାଣ ଶକ୍ତି ବା ଶୁଙ୍ଘିବା ଶକ୍ତି ଅଧିକ ବୋଲି ଆମେ ଜାଣିଛେ। କିନ୍ତୁ ହାତୀମାନଙ୍କର ଶୁଙ୍ଘିବା ଶକ୍ତି ପ୍ରଖର ବୋଲି ଜାଣିଛନ୍ତି କି? ହାତୀ...

ବିଚିତ୍ର ଗଛ: ଦେଖିଲେ ଆଶ୍ଚର୍ଯ୍ୟ ହେବେ

ଆମ ଜୀବନରେ ଗଛ ଏବଂ ଉଦ୍ଭିଦଗୁଡ଼ିକର ମହତ୍ତ୍ୱ ରହିଛି। ଗଛ ସାହାଯ୍ୟରେ ଆମେ ବାୟୁ, ବର୍ଷା ଏବଂ ଖାଦ୍ୟ ପାଇଥାଉ। ପରିବେଶକୁ ସଫା ରଖିବାରେ ମଧ୍ୟ...

ପକ୍ଷୀର ଘର ବଞ୍ଚାଇବା ପାଇଁ ୩୫ ଦିନ ଅନ୍ଧାରରେ ରହିଲା ପୁରା ଗାଁ

ମଣିଷ ନିଜର ସୁବିଧା ପାଇଁ ବନ୍ୟଜନ୍ତୁଙ୍କ ବାସସ୍ଥାନ ନଷ୍ଟ କରିବାରେ ଲାଗିଛି। ଫଳରେ ପଶୁପକ୍ଷୀମାନେ ପଣଜଙ୍ଗଲ ଛାଡି ଜନବସତି ମଧ୍ୟକୁ ପଶିଆସୁଛନ୍ତି। ଏପରି ଏକ ଘଟଣା...

ରାଗିଗଲା ଷଣ୍ଢ; ଜଣଙ୍କ ପରେ ଜଣଙ୍କୁ ଶୂନ୍ୟରେ ଟେକି କଚାଡ଼ିଲା; ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ମଜାଦାର ହୋଇଥିବା ବେଳେ କିଛି ଆଶ୍ଚର୍ଯ୍ୟ କଲାଭଳି ଥାଏ। ସେଭଳି ଏକ ଭିଡିଓ ଏବେ...

ଖୁସିରେ କୀଟ ଖାଇବାକୁ ଗଛରୁ ଉଡ଼ିଆସିଥିଲା ପକ୍ଷୀ: ତଳେ ଜଗି ରହିଥିଲା ବଡ଼ ବିପଦ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

କାକ୍‌ଟସ୍‌ ମସାଜ

କାକ୍‌ଟସ୍‌ ହେଉଛି ଏକ କଣ୍ଟକମୟ ଉଦ୍ଭିଦ; ଯାହାକୁ ଖାଲି ହାତରେ ଧରିବାକୁ ବି ଡର ଲାଗେ। କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ମେକ୍ସିକୋର ପୁନ୍‌ଟା ମିଟାଠାରେ...

Advertisement
Archives

Model This Week