କେନ୍ଦୁଝର, ୧୨।୪(ସ୍ବ.ପ୍ର.)-କରୋନା ପାଇଁ ଲକ୍ ଡାଉନ୍ ଘୋଷଣା ହୋଇଥିବାରୁ ରକ୍ତ ସମସ୍ୟା ଦେଖାଦେଇଛି। ରକ୍ତ ସମସ୍ୟା ଦୂର କରିବା ପାଇଁ ସମ୍ଭାବନା ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଶନିବାରଠାରୁ ସ୍ବେଚ୍ଛାକୃତ ରକ୍ତ ଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସଙ୍ଗଠନର ସୌମ୍ୟ ଶଙ୍କର ଚକ୍ର, ସମୀର ମିଶ୍ର, ସଦାଶିବ ସାମଲ, ପରିତୋଷ ମିଶ୍ର ରକ୍ତ ଦାନ କରିଛନ୍ତି। ଏଭଳି ପ୍ରତେକ ଦିନ ଚାରି ଜଣ ଆସନ୍ତା ତିରିଶ ତାରିଖ ପର୍ଯ୍ୟନ୍ତ ରକ୍ତଦାନ କରିବେ ବୋଲି ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଛି।
Posted inଆମ ଜିଲା ଖବର, କେନ୍ଦୁଝର View All

ବ୍ୟାଙ୍କରୁ ଲୁଟ୍ ଉଦ୍ୟମ ବିଫଳ: ତଦନ୍ତ ଆରମ୍ଭ କଲା ସାଇଣ୍ଟିଫିକ୍ ଟିମ୍
ରୂପ୍ସା, ୨୫।୧୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ କୁରାଢ଼ିହା ଏଚ୍ଡିଏଫ୍ସି ବ୍ୟାଙ୍କର ଝରକା ଗ୍ରୀଲ୍ ଭାଙ୍ଗି ରବିବାର ରାତିରେ ଦୁର୍ବୃତ୍ତମାନେ ଲୁଟ୍ ଉଦ୍ୟମ କରିଥିବା ଜଣାପଡ଼ିଛି। ସୋମବାର ଏହି...

ଡ୍ରେନ ନିର୍ମାଣ ଅଧାପନ୍ତରିଆ
ବିଶୋଇ, ୩୧।୧୨(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ବିଶୋଇ ବ୍ଲକ ଛକର ୪୯ ନଂ. ଜାତୀୟ ରାଜପଥ କଡ଼ରେ ଥିବା ଡ୍ରେନ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ରହିଛି। ଫଳରେ ଏହି...

ନୟାଗଡ଼ ବ୍ଲକରେ ଉଦ୍ୟାନ ବିଭାଗର କେଳେଙ୍କାରୀ : ନଡ଼ିଆ ଚାଷରେ ହେରଫେର ଅଭିଯୋଗ
ନୟାଗଡ଼ ଅଫିସ,୧୫।୭: ନୟାଗଡ଼ ଉଦ୍ୟାନ ବିଭାଗର ନଡ଼ିଆ ଚାରା ପ୍ରଦାନରେ କେଳେଙ୍କାରୀ ସାମ୍ନାକୁ ଆସିଛି। ଅଧିକାରୀ ଓ କର୍ମଚାରୀମାନେ ଚାଷୀଙ୍କୁ ଭକୁଆ ବନାଇ ଶହ ଶହ...
ସଫେଇ କାମକୁ ନେଇ ଗଣ୍ଡଗୋଳ ଘଟଣା ୨ ମାମଲାରେ ୩ ଗିରଫ, ୩ ଜେଜେବିରେ ହାଜର
ବ୍ରହ୍ମପୁର ଅଫିସ,୩ା୧୨-ବ୍ରହ୍ମପୁର ମହାନଗର ନିଗମ ସଫେଇ କାମକୁ ନେଇ ୨ ଜମାଦାର ଗୋଷ୍ଠୀ ମଧ୍ୟରେ ସଂଗଠିତ ଗଣ୍ଡଗୋଳ ଘଟଣାରେ ବଡବଜାର ପୋଲିସ ୨ ମାମଲାରେ ୩...

ନିର୍ମଳା ଶିଶୁ ଭବନ ଗଲେ ଉଦ୍ଧାର ଯୁବତୀ
ବରଗଡ଼ ଅଫିସ,୧୩।୧୦: ବରଗଡ଼ ଜିଲା ଅଞ୍ଚଳରୁ ଦୁଇ ଦିନ ତଳେ ଉଦ୍ଧାର ହୋଇଥିବା ଜଣେ ଅସହାୟ, ମାନସିକ ରୋଗଗ୍ରସ୍ତ ଯୁବତୀଙ୍କୁ ସହରାଞ୍ଚଳ ବାସହୀନଙ୍କ ଆଶ୍ରୟସ୍ଥଳୀରେ ରଖାଯାଇଥିଲା।...

ଗଛ ପକାଇ ରାସ୍ତା ଅବରୋଧ କଲେ ମାଓବାଦୀ
ଦାରିଙ୍ଗବାଡ଼ି,୨୫।୧୦(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି-କ.ନୂଆଗଁା ସୀମାନ୍ତବର୍ତ୍ତୀ କନ୍ଦିବାନ୍ଦା ନିକଟରେ ମାଓବାଦୀମାନେ ଗୁରୁବାର ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ...

କଣ୍ଟିଲୋ ନୀଳମାଧବ ଜୀଉ ମନ୍ଦିର: ବଢୁଛି ପର୍ଯ୍ୟଟକଙ୍କ ସଂଖ୍ୟା; ସୁଧୁରୁନି ସମସ୍ୟା
ଖଣ୍ଡପଡା,୧୨।୧୨(ସ୍ବ.ପ୍ର.): କଣ୍ଟିଲୋର ଶ୍ରୀନୀଳମାଧବପୀଠ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନର ମର୍ଯ୍ୟାଦା ଲାଭ କରିଛି। ଏଠାର କଂସା ପିତ୍ତଳ ବାସନ ଶିଳ୍ପ ରାଜ୍ୟ ତଥା...

ବିନା ସୁରକ୍ଷାରେ ଶିକ୍ଷକ ଜଗିଛନ୍ତି ସଙ୍ଗରୋଧ କେନ୍ଦ୍ର
ଭଞ୍ଜନଗର,୧୫।୫(ଡି.ଏନ.ଏ)- ଗଞ୍ଜାମ ଜିଲାରେ ଶିକ୍ଷକମାନେ ବିନା ସୁରକ୍ଷାରେ ପାଳି କରି ସଙ୍ଗରୋଧ କେନ୍ଦ୍ର ଜଗୁଛନ୍ତି। କେତକ ସ୍କୁଲରେ ପାଚେରୀ ନ ଥିବାବେଳେ ଆଉକେତେକ ସ୍କୁଲରେ ପରିମଳ...