ଲକ୍‌ଡାଉନ୍‌ ଊଲ୍ଲଂଘନ ଅଭିଯୋଗ , ୯ ଦୋକାନୀ ଗିରଫ

ଭଣ୍ଡାରିପୋଖରୀ, ୨୨।୪(ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକରେ ଦୁଇ ଜଣ କରନା ରୋଗୀ ଚିହ୍ନଟ ହେବା ପରେ ବ୍ଲକର ଦୁଇ ପଞ୍ଚାୟତକୁ କଣ୍ଟେନମେଣ୍ଟ ଯୋନ ଘୋଷଣା କରାଯାଇଛି। ଏହା ଛଡ଼ା ଲକଡାଉନ କଟକଣାକୁ ବ୍ଲକ ଅଞ୍ଚଳରେ କଡାକଡ଼ି କରାଯାଇଛି। କଟକଣା ସତ୍ତ୍ୱେ ଭଣ୍ଡାରିପୋଖରୀ ବଜାରରେ କେତକ ଦୋକାନୀ ଏହାକୁ ଅବମାନନା କରୁଥିବା ଦେଖିବାକୁ ମିଳିଥିଲା। ଏନେଇ ମଙ୍ଗଳବାର ଭଣ୍ଡାରିପୋଖରୀ ପୋଲିସ ୯ ଜଣ ଦୋକାନୀଙ୍କୁ ଗିରଫ କରି ଏକ ମାମଲା (ନଂ ୮୦/୨୦) ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷିତ ନୁହନ୍ତି ବନ୍ୟପ୍ରାଣୀ

ନୟାଗଡ଼ ଅଫିସ,୩୦।୪: ନୟାଗଡ଼ ବନଖଣ୍ଡର ବିଭିନ୍ନ ଜଙ୍ଗଲ ଓ ଖୋର୍ଦ୍ଧା ବନଖଣ୍ଡର ରଣପୁର ରେଞ୍ଜ ଅଞ୍ଚଳରେ ଥିବା ବିଭିନ୍ନ ଜଙ୍ଗଲରେ ଆଉ ବନ୍ୟପ୍ରାଣୀ ସୁରକ୍ଷିତ ନୁହନ୍ତି...

ମାମଲା ରଫାଦଫା ପାଇଁ ଲାଞ୍ଚ: ଫରେଷ୍ଟର ଗିରଫ

ଦେବଗଡ, ୬ା୧୧(ଡି.ଏନ.ଏ.) : କାଠ ଜବତ ମାଲଲାର ରଫାଦଫା କରିବା ପାଇଁ ଜଣେ ଯୁବକଙ୍କଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦେବଗଡ ବନଖଣ୍ଡ...

ଆଭ୍ୟନ୍ତରୀଣ ଓଡ଼ିଶାରେ ବଢ଼ିବ ଶୀତ

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ରାଜ୍ୟରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଶୁଖିଲା ପାଗ ଜାରି ରହିବ। ୨୧ ତାରିଖରୁ ପାଗ ବଦଳିବ। ଆକାଶ ମେଘାଚ୍ଛନ୍ନ ରହିବା ସହ କିଛି...

କିଓସ୍କ ବ୍ୟାଙ୍କରେ ହିତାଧିକାରୀଙ୍କ ଟଙ୍କା ଠକେଇ

ଫୁଲବାଣୀ ଅଫିସ, ୨୯।୩: କନ୍ଧମାଳ ଜିଲା ଫୁଲବାଣୀ ସହରରେ ଥିବା କିଓସ୍କ ବ୍ୟାଙ୍କି ସଂସ୍ଥା ହିତାଧିକାରୀଙ୍କ ଲକ୍ଷାଧିକ ଟଙ୍କା ଉଠାଇ ନେଇଛି ା ବାୟୋମେଟ୍ରିକ ପଦ୍ଧତି...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଇନଫର୍ମର ସନ୍ଦେହରେ ଠିକାଦାରଙ୍କୁ ମାରିଲେ ମାଓବାଦୀ

ଫୁଲବାଣୀ ଅଫିସ/କୋଟଗଡ, ୧୮ା୧୨: ବିଗତ ଦିନରେ ପୋଲିସ ମାଓବାଦୀଙ୍କୁ ମାରିବା ଏବଂ ଦୁଇ ଜଣ ଆତ୍ମସମର୍ପିତ ମାଓବାଦୀଙ୍କୁ ବିବାହ ବନ୍ଧନରେ ବାନ୍ଧିବା ଘଟଣାକୁ ସହଜରେ ନେଇ...

ମହିଳାଙ୍କ ହାତରେ ବିଏମ୍‌ସି ଶାସନ ଭାର

ଭୁବନେଶ୍ୱର, ୧୦।୪ (ବ୍ୟୁରୋ): ପୌର ନିର୍ବାଚନ ସରିଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପ୍ରଥମ ମହିଳା ମେୟର ପାଇଛି। ଏଥିସହ ଡେପୁଟି ମେୟର ଭାବେ ଜଣେ...

ବିପଦପୂର୍ଣ୍ଣ ଭାବେ ଝୁଲୁଛି ଗଛଡାଳ

ରାଉରକେଲା ଅଫିସ୍‌,୨୧।୪: ରାଉରକେଲା ସହର ମୁଖ୍ୟ ମାର୍ଗ ଡେଲିମାର୍କେଟ ଶୁଦ୍ଧ ଭୋଜନାଳୟ ସମ୍ମୁଖରେ ଏକ ପିପ୍ପଲ ବୃକ୍ଷର ଶୁଖିଲା ଶାଖା ବିପଦପୂର୍ଣ୍ଣ ଭାବେ ଝୁଲି ରହିଛି।...

ନର୍ଦ୍ଦମା ପାଖରେ ଖାଦ୍ୟ ପ୍ରସ୍ତୁତି

ପୁରୀ ଅଫିସ,୯।୧୦:ମଣିଷ ପାଇଁ ଖାଦ୍ୟ ଯେତେ ଜରୁରୀ, ଶରୀର ପାଇଁ ସୁଷମ ଓ ପୁଷ୍ଟିସାର ଖାଦ୍ୟ ସେତିକି ଆବଶ୍ୟକ। ହେଲେ ରାଜ୍ୟର ବିଭିନ୍ନ ସ୍ଥାନରେ ଯେଉଁଭଳି...

Advertisement
Archives

Model This Week