ଲକ୍‌ଡାଉନ୍‌ରେ ଅମିତାଭ ବଚ୍ଚନଙ୍କ ଲ୍ୟାପ୍‌ଟପ୍‌

ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ଇନଷ୍ଟାଗ୍ରାମ, ଟୁଇଟର୍‌ ବ୍ୟତୀତ ନିଜ ବ୍ଲଗରେ ପୋଷ୍ଟ କରୁଛନ୍ତି। ନିକଟରେ ସେ ବ୍ଲଗ ପୋଷ୍ଟ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାରଣ ତାଙ୍କ ଲ୍ୟାପ୍‌ଟପ୍‌ ଖରାପ ହୋଇଯାଇଛି। ସେ ନିଜ ବ୍ଲଗରେ ଲେଖିଛନ୍ତି, କ୍ଷମା ଚାହୁଁଛି। ଗତ କିଛିଦିନ ହେବ ମୁଁ କିଛି କାମ ନ କରି ମଧ୍ୟ ବ୍ୟସ୍ତତା ଭିତରେ ଥିଲି। ମୋ ଲ୍ୟାପଟପ୍‌ ଲକ୍‌ଡାଉନ୍‌ ହୋଇ ଯାଇଥିଲା। ଏହାକୁ ସଜାଡିବା ପାଇଁ କମ୍ପ୍ୟୁଟର୍‌ ସ୍ପେଶାଲିଷ୍ଟ ପାଖକୁ ନେଇଯାଇଥିଲି। ଏବେ ବି ଲ୍ୟାପ୍‌ଟପ୍‌ ଚଲାଇବାରେ ଅସୁବିଧାର ସାମ୍ନା କରିବାକୁ ପଡୁଛି। ଆଶା କରୁଛି ଖୁବ୍‌ଶୀଘ୍ର ଏହାର ସମାଧାନ ହେବ ବୋଲି ସେ ଲେଖିଛନ୍ତି। କୋଭିଡ୍‌-୧୯ ବିଷୟରେ ସଚେତନତା ସୃଷ୍ଟି ପାଇଁ କିଛି ସରକାରୀ ପ୍ରୋଜେକ୍ଟରେ କାମ କରୁଛନ୍ତି ଏହି ମେଗାଷ୍ଟାର। ସୋସିଆଲ ମିଡିଆରେ ଲଗାତର ମାସ୍କ ଏବଂ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଅମିତାଭ ଲୋକଙ୍କୁ ଅପିଲ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିହାରୀ ଯୁବକଙ୍କୁ ବିବାହ କରିବାକୁ ଚାହାନ୍ତି କଙ୍ଗନା

ପାଟ୍‌ନା: ଭଲ ବିହାରୀ ପୁଅଟିଏ ମିଳିଲେ ବିବାହ କରିବି। ଏଭଳି କିଛି ମନ୍ତବ୍ୟ ଦେଇ ଚର୍ଚ୍ଚାରେ ପଙ୍ଗା ଅଭିନେତ୍ରୀ କଙ୍ଗନା ରାଣାଓ୍ବତ। ପାଟ୍‌ନାରେ ଆୟୋଜିତ ଫିଲ୍ମ...

ପିଲାଦିନର ବନ୍ଧୁଙ୍କ ହାତ ଧରିବା ପରେ ସଲମାନଙ୍କ ଏହି ନାୟିକା ପାଲଟିଥିଲେ ଗୃହିଣୀ, କହିଥିଲେ ‘ପରିବାର ଆଗ’

ବମ୍ବେ: ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନଙ୍କ ବିପକ୍ଷରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ଭାଗ୍ୟଶ୍ରୀ। ଦର୍ଶକେ ଚଳଚ୍ଚିତ୍ର ‘ମୈନେ ପ୍ୟାର କିୟା’ରେ ଉଭୟଙ୍କ ଯୋଡ଼ିକୁ ବେଶ୍‌ ପସନ୍ଦ...

ଏହି ପ୍ରଶ୍ନର ଉତ୍ତର ଦେଇ ବିଶ୍ୱସୁନ୍ଦରୀ ହୋଇଥିଲେ ମାନୁଷୀ

୨୦୦୦ ମସିହାରେ ଭାରତୀୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମିସ ୱାଲର୍‌ଡ ହୋଇଥିଲେ ଏବଂ ସେ ଦେଶର ନାମକୁ ଉଜ୍ଜ୍ୱଳ କରିଥିଲେ। ତା’ପରେ ୧୭ ବର୍ଷର ଦୀର୍ଘ...

ଫଟୋ ଶେୟାର କଲେ ଅନନ୍ୟା: ଦର୍ଶକେ କହିଲେ ବେଟର୍‌ ନୁହେଁ ହଟର୍‌

ମୁମ୍ବାଇ: ବଲିଉଡ୍‌ ଷ୍ଟାର କିଡ୍‌ ଅନନ୍ୟା ପାଣ୍ଡେ ଗୋଟିଏ ଫିଲ୍ମରେ କାମ କରିଥିବା ବେଳେ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା କିନ୍ତୁ ବହୁତ ଅଧିକ। ସୋସିଆଲ ମିଡିଆରେ...

ୟେଲୋ ଶାଢିରେ ଭାଇରାଲ ହେଲା ଆଲିଆଙ୍କ ହଟ୍‌ ଡ୍ୟାନ୍ସ

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ଆଲିଆ ଭଟ୍ଟଙ୍କ ଏକ ନୂଆ ଅନ୍ଦାଜ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲଗିଛି। ନିଜର ଅପ୍‌ କମିଙ୍ଗ ଫିଲ୍ମ ‘ବ୍ରହ୍ମାସ୍ତ୍ର’...

ପରଲୋକରେ ଭେଟେରାନ କଣ୍ଠଶିଳ୍ପୀ ସନ୍ଧ୍ୟା ମୁଖାର୍ଜୀ

କୋଲକାତା,୧୫।୨: କୋକିଳକଣ୍ଠୀ ଲତା ମଙ୍ଗେସକରଙ୍କ ପରେ ଆଉ ଜଣେ ଲୋକପ୍ରିୟ ଗାୟିକା ଦୁନିଆରୁ ବିଦାୟ ନେଇଛନ୍ତି। ୯୦ ବର୍ଷ ବୟସରେ ଭେଟେରାନ ବଙ୍ଗାଳୀ ଗାୟିକା ସନ୍ଧ୍ୟା...

ଫଟୋଶୁଟକୁ ନେଇ ଚର୍ଚ୍ଚାରେ କାଜଲ

ମୁମ୍ବାଇ: ନାୟିକା କାଜଲ ଅଗ୍ରୱାଲ ଏବେ ଗର୍ଭବତୀ । ଏହି ଖବର ସେ କିଛିଦିନ ପୂର୍ବରୁ ତାଙ୍କ ପ୍ରଶଂସକଙ୍କ ସହ ଶେୟାର କରିଥିଲେ । ସେ...

‘ଚେହରେ’ରୁ ଚେହେରା ଗାଏବ

ବିଗ୍‌ ବି ଅମିତାଭ ବଚ୍ଚନ ଓ ଇମ୍ରାନ ହାସ୍‌ମୀଙ୍କ ଫିଲ୍ମ ‘ଚେହରେ’ର ଆଉ ଏକ ପୋଷ୍ଟର ରିଲିଜ ହୋଇଛି। ହେଲେ ଏଥିରେ ଅଭିନୟ କରିଥିବା ରିୟା...

Advertisement
Archives

Model This Week