ଲକ୍‌ଡାଉନରେ ଭିତରେ ଏହି ଅଭିନେତାଙ୍କ ହେଲା ନିର୍ବନ୍ଧ: ଅନ୍‌ଲାଇନ୍‌ରେ ଛୁଟିଲା ଶୁଭେଚ୍ଛାର ସୁଅ

ମୁମ୍ବାଇ: କରୋନା ଭାଇରସ୍‌ ଯୋଗୁ ସାଧାରଣ ଜୀବନଯାପନ ଏକପ୍ରକାର ଠପ୍‌ ହୋଇଯାଇଛି। ଏଥିଯୋଗୁ ବ୍ୟବସାୟ, ବିଭିନ୍ନ ପ୍ରକାରର କାର୍ଯ୍ୟପନ୍ଥା, ଫିଲ୍ମ ଶୁଟିଂ, ରିଲିଜ ଉପରେ ବହୁ ପ୍ରଭାବ ପଡ଼ିଛି। ଏଥିସହ କେତେକଙ୍କ ବିବାହ ସ୍ଥଗିତ ହୋଇଯାଇଥିବା ବେଳେ ଆଉ କେତେକ ଅନ୍‌ଲାଇନ୍‌ରେ ବିବାହ କରୁଥିବା ଦେଖିବାକୁ ମିଳିଛି। ଇତିମଧ୍ୟରେ ଫିଲ୍ମ ବାହୁବଳିର ଭଲାଲ ଦେବ ଫେମ୍‌ ରାଣା ଡଗ୍ଗୁବତୀ ନିଜ ପ୍ରେମିକା ତଥା ବ୍ୟବସାୟୀ ମିହିକା ବଜାଜଙ୍କ ସହ ନିର୍ବନ୍ଧ କରିଥିବା ଜଣାପଡ଼ିଛି। ଇନ୍‌ଷ୍ଟାଗ୍ରାମରେ ରାଣା ଏକ ଫଟୋ ଶେୟାର କରି ଏନେଇ ସୂଚନା ଦେଇଛନ୍ତି। ଏଥିସହ ସେ ଟୁଇଟ କରି ଲେଖିଛନ୍ତି ସେ ହଁ କହିଦେଲା।

ଏହାପରେ ଅନ୍‌ଲାଇନ୍‌ରେ ଏହି କପଲଙ୍କୁ ସେଲିବ୍ରିଟିଙ୍କ ସହ ପ୍ରଶଂସକଙ୍କ ମଧ୍ୟ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ସାଉଥ୍‌ ସୁପରଷ୍ଟାର ଚିରଞ୍ଜିବ ଫିଲ୍ମି ଅନ୍ଦାଜରେ ରାଣା ଓ ମିହିକାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଚିରଞ୍ଜିବ ଟୁଇଟରରେ ରାଣାଙ୍କ ସହ ଏକ ଫଟୋ ଶେୟାର କରି ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ସେ ଲେଖିଛନ୍ତି, ଶେଷରେ ଭଲାଲଦେବ ପ୍ରେମରେ ପଡ଼ିଗଲେ। ଏହି ଲକ୍‌ଡାଉନ ବିବାହ ଆଡ଼କୁ ନେଇଯାଉ। ଭଗବାନ ତୁମ ଦୁହିଁଙ୍କୁ ଆର୍ଶୀବାଦ କରନ୍ତୁ ବୋଲି ଚିରଞ୍ଚିବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେବୃୟାରୀରେ ୩୦ତମ ଫିଲ୍ମର ଶୁଟିଂ ଆରମ୍ଭ କରିବେ ଜୁନିୟର ଏନଟିଆର

ମୁମ୍ବାଇ: ଏବେ ଦର୍ଶକଙ୍କ ହୃଦୟରେ ଛାଇ ଯାଇଛନ୍ତି ସାଉଥ ଷ୍ଟାର ଜୁନିୟର ଏନଟିଆର । ମୁଭି ‘ଆରଆରଆର’ର ସଫଳତା ପରେ ଦର୍ଶକେ ତାଙ୍କ ଆଗାମୀ ଫିଲ୍ମକୁ...

କଟକଣା ମାନି ରଥଯାତ୍ରା ଆୟୋଜନ ହେଉ

ପୁରୀ ଅଫିସ, ୪ା୫: ମହାମାରୀ କରୋନା ପାଇଁ ଚଳିତବର୍ଷ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବ କି ନାହିଁ ତାକୁ ନେଇ ଅନିଶ୍ଚିତତା ଲାଗିରହିଛି। ଏଭଳି ସ୍ଥିତିରେ...

ରୁଷିଆ ଭ୍ୟାକ୍ସିନ ପାଇଁ ୧ ବିଲିୟନ ଡୋଜର ଅର୍ଡର ଦେଲେ ଏହି ଦେଶ

ମସ୍କୋ,୧୧।୮: ଗତ କିଛି ମାସରୁ ବିଶ୍ୱରେ ମହାମାରୀ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଛି। କରୋନା ଯୋଗୁଁ କୋଟି କୋଟି ଲୋକଙ୍କ ଜୀବନ ଯାଇଥିବା ବେଳେ...

ମହଙ୍ଗା ପଡ଼ିଲା ଅନ୍‌ଲାଇନ୍‌ ପାଠପଢ଼ା: ବାପାଙ୍କ ଆକାଉଣ୍ଟରୁ ୮ଲକ୍ଷ ଟଙ୍କା ଲୁଟ୍‌

ଅଜମଗଢ଼,୨୧।୫: କରୋନା ଲକ୍‌ଡାଉନ ଯୋଗୁ ଦେଶବ୍ୟାପି ସ୍କୁଲ ଓ କଲେଜ ବନ୍ଦ ରହିଛି। ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାର ଅନ୍‌ଲାଇନ୍‌ ପାଠପଢ଼ା ପାଇଁ ନିଷ୍ପତ୍ତି...

ଜ୍ୟାକଲିନଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ…

ନୂଆଦିଲ୍ଲୀ, ୨୬।୯ : ୨୦୦ କୋଟି ଠକେଇ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କୁ ପଟିଆଲା ହାଉସ କୋର୍ଟରେ ମଧ୍ୟବର୍ତ୍ତୀ କାଳୀନ ଜାମିନ ମିଳିଛି। ଏଥି ସହିତ...

ଅକ୍ଷୟଙ୍କ ଫିଲ୍ମର ମଜା ଉଡାଇଲେ ଉର୍ଫି; କହିଲେ ଏହା ୩୦ ବର୍ଷ ପରେ କାହିଁକି ରିଲିଜ ହେଲା…

ବମ୍ବେ: ଗୋଟିଏ ପଟେ ବଏକଟ ଟ୍ରେଣ୍ଡ ବଲିଉଡ୍‌ ଫିଲ୍ମ ନିିର୍ମାତାମାନଙ୍କ ନିଦ ହଜାଇଥିବା ବେଳେ ଫିଲ୍ମର କାହାଣୀ ଯୋଗୁ କିଛି ଦର୍ଶକଙ୍କ ଏଥିରୁ ମୁହଁ ଫେରାଇ...

ଅନୁରାଧା ପୋଡ଼ଓ୍ବାଲଙ୍କୁ ନିଜର ମା କହିଲେ ୪୫ ବର୍ଷ ବୟସ୍କା ମହିଳା: ଦାବି କଲେ ୫୦ କୋଟି କ୍ଷତି ପୂରଣ

ଥିରୁଭାନନ୍ତପୁରମ୍‌,୨।୧: ଖ୍ୟାତି ସମ୍ପନ୍ନ ଗାୟିକା ଅନୁରାଧା ପୋଡ଼ଓ୍ବାଲଙ୍କୁ ନେଇ ଏବେ ଜୋର୍‌ ସୋର୍‌ ଚର୍ଚ୍ଚା ଆରମ୍ଭ ହୋଇଛି। କେରଳର ଥିରୁଭାନନ୍ତପୁରମ୍‌ଠାରେ ବାସ କରୁଥିବା ଜଣେ ୪୫...

ଏହି ଅଭିନେତାଙ୍କ ପାଇଁ ଜେଲ୍‌ ଆଗରେ ଗୋଲାପ ଫୁଲ ବିଛାଇଥିଲେ ପ୍ରଶଂସକ

ବଲିଉଡର୍‌ ଭାଇଜାନ ସଲମନ୍‌ ଖାନ୍‌ ଆଜି ୫୪ ବର୍ଷରେ ପଦାର୍ପଣ କରିଛନ୍ତି। ସୋସିଆଲ ମିଡିଆରେ ସଲମାନଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ବଲିଉଡ୍‌ରେ ବହୁ ହିଟ୍‌ ଫିଲ୍ମ...

Advertisement
Archives

Model This Week