ଲକ୍ଷାଧିକ ଲୋକଙ୍କ ପାସଓ୍ବାର୍ଡ ‘୧୨୩୪୫୬

ଲଣ୍ଡନ,୨୨ା୪(ପି.ଟି): ବିଶ୍ୱର ଲକ୍ଷଲକ୍ଷ ଲୋକ ଗୁରୁତ୍ୱପୂର୍ଣ୍ଣ ଆକାଉଣ୍ଟ ପାଇଁ ସହଜରେ ମନେରହିବା ଭଳି ପାସଓ୍ବାର୍ଡ ‘୧୨୩୪୫୬’ ଏବଂ ‘କ୍ୟୁଡବ୍ଲ୍ୟୁଇଆରଟିଓ୍ବାଇ’ ବ୍ୟବହାର କରୁଥିବା ଏକ ଅଧ୍ୟୟନରୁ ଜାଣିବାକୁ ମିଳିଛି। ବ୍ରିଟେନ୍‌ର ନ୍ୟାଶନାଲ ସାଇବର ସିକ୍ୟୁରିଟି ସେଣ୍ଟର (ଏନ୍‌ସିଏସ୍‌ସି) ଦ୍ୱାରା ତଥ୍ୟ ବିଶ୍ଳେଷଣରୁ ଏହି ସୂଚନା ମିଳିଛି। ଜନସାଧାରଣ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଆକାଉଣ୍ଟଗୁଡିକ ପାଇଁ ପାଖାପାଖି ଡିଜିଟ୍‌ ସହିତ ସ୍ମରଣଯୋଗ୍ୟ ଶବ୍ଦକୁ ଯୋଡି ଏକ ବଳିଷ୍ଠ ପାସଓ୍ବାର୍ଡ ପ୍ରସ୍ତୁତ କରିବା ଉଚିତ। ଉକ୍ତ ସଂସ୍ଥା ଏହାର ପ୍ରଥମ ସାଇବର-ସର୍ଭେରେ ଜନସାଧାରଣଙ୍କ ଡାଟାବେସ୍‌କୁ ବିଶ୍ଳେଷଣ କରିଥିଲା। କେଉଁ ଶବ୍ଦ, ଫ୍ରେଜ୍‌ ଓ ଡିଜିଟ୍‌ଗୁଡିକୁ ଲୋକେ ପାସଓ୍ବାର୍ଡ ଭାବେ ବ୍ୟବହାର କରିବାକୁ ଅଧିକ ପସନ୍ଦ କରୁଛନ୍ତି ତାହା ପରୀକ୍ଷାନିରୀକ୍ଷା କରାଯାଇଥିଲା। ଉକ୍ତ ତାଲିକାର ଶୀର୍ଷରେ ରହିଥିଲା ‘୧୨୩୪୫୬’। ବିଶ୍ୱରେ ୨୩ ନିୟୁତରୁ ଅଧିକ ଲୋକ ଏଭଳି ପାସଓ୍ବାର୍ଡ ବ୍ୟବହାର କରନ୍ତି। ଦ୍ୱିତୀୟ ସର୍ବାଧିକ ବ୍ୟବହୃତ ପାସଓ୍ବାର୍ଡ ହେଉଛି ‘୧୨୩୪୫୬୭୮୯’। ଏହାକୁ ମନେପକାଇବା ଏତେ କଷ୍ଟକର ନୁହେଁ। ଏହା ପଛକୁ ଅନ୍ୟ ୩ଟି ହେଉଛି ‘କ୍ୟୁଡବ୍ଲ୍ୟୁଇଆରଟିଓ୍ବାଇ’, ‘ପାସଓ୍ବାର୍ଡ’ ଏବଂ ‘୧୧୧୧୧୧୧’।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟଙ୍କ ସହ ବାଇଡେନଙ୍କ ରହିଛି ଏମିତି ସମ୍ପର୍କ, ନିଜେ କରିଛନ୍ତି ଖୁଲାସା

ଓ୍ବାଶିଂଟନ,୧୭।୧ : ଜୋ ବାଇଡେନ  ଜାନୁୟାରୀ ୨୦ ତାରିଖରେ ଆମେରିକାର ରାଷ୍ଟ୍ରପତି ପଦ ପାଇଁ ଶପଥ ନେବେ। ଶପଥ ନେବା ପୂର୍ବରୁ ବାଇଡେନଙ୍କ ସମ୍ପର୍କରେ ନୂଆ...

ଭୟଙ୍କର ବୋମା ବିସ୍ଫୋରଣ: ୨୭ ମୃତ

ଆବୁଜା,୨୬।୧: ନାଇଜେରିଆରେ ବଡ଼ ବୋମା ବିସ୍ଫୋରଣର ଘଟଣା ଘଟିଛି। ଏହି ବିସ୍ଫୋରଣରେ ୨୭ ଜଣଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ରୀୟ ନାଇଜେରିଆରେ ଏହି ଘଟଣା ଘଟିଛି। ବୋମା...

୭ ବର୍ଷରେ ଖୋଜି ବାହାର କଲେ ୭ ଗ୍ରହାଣୁପିଣ୍ଡ …

ରିଓ ଡି ଜେନେରିଓ ,୨୯।୭: ଛୋଟ ପିଲା ସାଧାରଣତଃ ଖେଳକୁଦରେ ଅଧିକ ସମୟ ବିତାଇଥାନ୍ତି। ତେବେ ବ୍ରାଜିଲର ନିକୋଲ ଅଲିଓ୍ବେରା ଡି ଲିମା ମାତ୍ର ୭...

ତାଇଓ୍ବାନ ନିକଟରେ ଚାଇନାର ୧୧ର ଯୁଦ୍ଧ ବିମାନ-୫ ଯୁଦ୍ଧପୋତ…

ତାଇପେ,୯।୮ : ଚାଇନା ଏବଂ ତାଇୱାନ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ନିଜର ବିସ୍ତାରବାଦୀ ନୀତି ଅନୁଯାୟୀ ଚାଇନା କ୍ରମାଗତ ଭାବରେ ତାଇୱାନ ଉପରେ ଚାପ...

ଡ୍ରଗ୍ସ ବିରୋଧରେ କଡା ଆଇନ୍‌ ପ୍ରସ୍ତୁତ କରିଥିବା ପୋଲିସ ଅଧିକାରୀ ନିଜେ କରୁଥିଲେ ଧୂମପାନ, ଜାଣନ୍ତୁ ପୁରା ଘଟଣା

ଲଣ୍ଡନ,୨।୮: ଲଣ୍ଡନରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ଡ୍ରଗ୍ସ ବିରୋଧରେ ଆଇନ୍‌ ପ୍ରସ୍ତୁତ କରିଥିବାବେଳେ ନିଜେ ଜଳଖିଆ...

ଫ୍ରାନ୍ସ୍‌-ବ୍ରିଟେନ୍‌ରେ କରୋନା ତାଣ୍ଡବ, ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ…

ପ୍ୟାରିସ୍‌/ଲଣ୍ଡନ, ୨୯।୧୨: କରୋନା ମହାମାରୀ ସଂକ୍ରମଣ ଯୋଗୁଁ ଫ୍ରାନ୍ସ ଏବଂ ବ୍ରିଟେନର ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଫ୍ରାନ୍ସରେ...

ଭାରତକୁ ପ୍ରଶଂସା କଲା ଚାଇନା

ବେଜିଂ୫।୭: ନିକଟରେ ଭାରତରେ ଆୟୋଜିତ ହୋଇଥିବା ଏସସିଓ ବୈଠକରେ ଚାଇନା ଯୋଗ ଦେଇଥିଲା। ଏହି ସମୟରେ ଚାଇନା ଭାରତକୁ ପ୍ରଶଂସା କରିଛି, ଯାହା ଆଶ୍ଚର୍ଯ୍ୟଜନକ ଅଟେ।...

୨୯ ଦେଶକୁ ମାଡ଼ିଲାଣି ଓମିକ୍ରନ: ୩୭୩ ଆକ୍ରାନ୍ତ ଚିହ୍ନଟ

ଓ୍ବାଶିଂଟନ,୨ା୧୨: ଆଜି ଭାରତରେ ପଶିଛି ଓମିକ୍ରନ। ଏହାକୁ ମିଶାଇ ୨୯ ଦେଶକୁ ମାଡ଼ି ସାରିଲାଣି ଏହି ଭାରିଆଣ୍ଟ। ବର୍ତ୍ତମାନ ସୁଦ୍ଧା ୩୭୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ...

Advertisement
Archives

Model This Week