ରୋଜାରେ ଖାଦ୍ୟ ଆଣିଯାଇଥିବା ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର କରି ନିଲମ୍ବିତ ହେଲେ ମହିଳା ମ୍ୟାନେଜର

ମିସୁରୀ,୨୦।୫: ଆମେରିକାର ମିସୁରୀରେ ଜଣେ ଯୁବକ ରୋଜା ଖୋଲିବା ପାଇଁ ଟେକୋ ବେଲ ରେଷ୍ଟୁରାଣ୍ଟକୁ ଜଳଖିଆ ଆଣିବାକୁ ଯାଇଥିଲେ। ରେଷ୍ଟୁରାଣ୍ଟରେ ଥିବା ମହିଳା ମ୍ୟାନେଜର ଇନ୍‌ ଟ୍ରେନିଂ ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ୫୦ ଡଲାରର ଖାଇବା କାହିଁକି ଅର୍ଡର କରୁଛ ବୋଲି ମହିଳା ମ୍ୟାନେଜର ତାରେକ ହମଦାନଙ୍କୁ ପଚାରିଥିଲେ। ଏହାର ଜବାବରେ ତାରେକ କହିଥିଲେ ସେ ରୋଜା ରଖିଥିବାରୁ ଦିନସାରା କିଛି ଖାଇନାହାନ୍ତି। ଏହାପରେ ସେ ତାରେକଙ୍କୁ କିଛି ଅଭଦ୍ର ଟିପ୍ପଣୀ ଦେବା ସହ ୨୫ ମିନିଟ ପର୍ଯ୍ୟନ୍ତ ଯୁକ୍ତିତର୍କ କରିଥିଲେ। ଏହି ଘଟଣାକୁ ତାରେକ ନିଜ ମୋବାଇଲେ ରେକର୍ଡ କରିଥିଲେ। ଏହି ଭିଡିଓକୁ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣା ପରେ ମହିଳା ମ୍ୟାନେଜରଙ୍କୁ ରେଷ୍ଟୁରାଣ୍ଟରୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୋର୍‌ ସାଢ଼େ ୨ଟାରେ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବ ରୁଷିଆ, ଆମେରିକାର ଦାବି…

ଓ୍ପାଶିଂଟନ, ୧୫।୨ : ୟୁକ୍ରେନ୍‌ ଉପରେ ବୁଧବାର ସ୍ଥାନୀୟ ସମୟ ଭୋର୍‌ ସାଢ଼େ ୫ଟାରେ ରୁଷିଆ ଆକ୍ରମଣ କରିବାର ଯୋଜନା କରିଛି ବୋଲି ଆମେରିକା ପ୍ରତିରକ୍ଷା...

ବାଳିକା ଶିକ୍ଷାକ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟକୁ ପୂରଣ କରିଛି ଭାରତ: ୟୁନେସ୍କୋ

ଜାତିସଂଘ,୬।୨: ଭାରତ ବାଳିକା ଶିକ୍ଷାକ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟକୁ ପୂରଣ କରିବାରେ ସଫଳତା ହାସଲ କରିପାରିଛି। ଏହି କ୍ଷେତ୍ରରେ ଭାରତ ଯଥେଷ୍ଟ ଆଗୁଆ ରହିଛି ବୋଲି ୟୁନେସ୍କୋ...

ଚିନ୍ତାରେ ମଲାଲା

ଲଣ୍ଡନ,୧୬।୮: ଆଫଗାନିସ୍ତାନର ପରିସ୍ଥିତିକୁ ନେଇ ପାକିସ୍ତାନର ନୋବେଲ ବିଜେତା ମଲାଲା ୟୁସୁଫଜାଇ ଚିନ୍ତା ପ୍ରକଟ କରିଛନ୍ତି। ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ଏକ ଝଟକା। ମହିଳା,...

ଟ୍ରମ୍ପଙ୍କ ବିରୋଧରେ ଠକେଇ ଅଭିଯୋଗ

ଓ୍ବାଶିଂଟନ,୨୨ା୯: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ,ତାଙ୍କର ତିନିପୁଅ ଏବଂ ଟ୍ରମ୍ପ ସଂଗଠନ ନାମରେ ଏକ ଠକେଇ ମାମଲା ଦାୟର ହୋଇଛି। ଏକ ରିପୋର୍ଟ ଅନୁଯାୟୀ...

ଖବରଦାତାଙ୍କ ପଇଁ ପାକିସ୍ତାନ ଏବେବି ବିପଦପୂର୍ଣ୍ଣ ଦେଶ, ୨୦୦୩ରୁ ଏବେ ପର୍ଯ୍ୟନ୍ତ ୯୩ ହତ୍ୟା

ଇସଲାମାବାଦ,୬ ।୧: ଖବରଦାତାଙ୍କ ପାଇଁ ପାକିସ୍ତାନ ଏବେବି ବିପଦପୂର୍ଣ୍ଣ ଦେଶ ମଧ୍ୟରୁ ଗୋଟିଏ ଭାବେ ଗଣା ଯାଉଛି । ରିପୋଟର୍ସ ୱିଦାଉଟ ବର୍ଡର୍ସର ରିପୋର୍ଟ ଅନୁଯାୟୀ,...

ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ନଓ୍ବାଜ

ଇସ୍‌ଲାମାବାଦ୍‌,୨୨।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ଜେଲ୍‌ରେ ବନ୍ଦୀ ଥିବା ନଓ୍ବାଜଙ୍କ ସୋମବାର ବିଳମ୍ବିତ ରାତିରେ ବ୍ଲଡ ପ୍ଲେଟଲେଟ କାଉଣ୍ଟ...

ଟାଇଟଲ ଛାଡ଼ିଲେ କାରୋଲିନ୍‌

ଶ୍ରୀଲଙ୍କାର ଏକ ବିୟୁଟି ପ୍ରତିଯୋଗିତା ମଞ୍ଚ ଉପରେ ଅଶୋଭନୀୟ ଆଚରଣ ସହ ଆପରାଧିକ ମାମଲାରେ ଜଡ଼ିତ ମିସେସ୍‌ ଓ୍ବାଲର୍‌ଡ ବିଜେତା କାରୋଲିନ୍‌ ଜୁରି ତାଙ୍କ ଟାଇଟଲ...

ୟୁକ୍ରେନ୍‌କୁ ୪୫ ବିଲିୟନ ଡଲାର ସହାୟତା ଦେବ ଆମେରିକା, ସଦନରେ ପ୍ରସ୍ତାବ ପାରିତ…

ଓ୍ବାଶିଂଟନ,୨୪।୧୨ : ୟୁକ୍ରେନ ପାଇଁ ଆମେରିକା୪୫ ବିଲିୟନ ଡଲାର ସହାୟତା ପ୍ୟାକେଜକୁ ଅନୁମୋଦନ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ରରେ ସାହାଯ୍ୟ କରୁଥିବା ଆମେରିକା ପ୍ରଥମେ ୟୁକ୍ରେନକୁ...

Advertisement
Archives

Model This Week