ରିଲିଜ୍‌ ହେଲା ‘ଛପାକ’ର ନୂଆ ପୋଷ୍ଟର

ମୁମ୍ବାଇ: ନିର୍ଦ୍ଦେଶକ ମେଘନା ଗୁଲଜାର ତାଙ୍କ ଅଗାମୀ ଫିଲ୍ମ ‘ଛପାକ’ ମାଧ୍ୟମରେ ଦର୍ଶକଙ୍କୁ ଜଣେ ଏସିଡ୍‌ ଆଟାକ୍‌ ସର୍ଭାଇଭରଙ୍କ ପ୍ରେରଣାଦାୟୀ କାହାଣୀ ସହ ପରିଚିତ କରାଇବାକୁ ପ୍ରସ୍ତୁତ ହୋଇସାରିଲେଣି। ଫିଲ୍ମରେ ‘ମାଳତି’ ଭୂମିକାରେ ଅଭିନୟ କରୁଥିବା ନାୟିକା ଦୀପିକା ପାଦୁକୋନ ତାଙ୍କର ଏହି ବହୁ ପ୍ରତିକ୍ଷିତ ଫିଲ୍ମର ଏକ ପୋଷ୍ଟର ରିଲିଜ୍‌ କରିଛନ୍ତି। ଏହି ପୋଷ୍ଟରଟି ମନଲୋଭା ହୋଇଥିବା ବେଳେ ଏଥିରେ ପରଫେକ୍ଟ ବ୍ୟାକ୍‌ଗ୍ରାଉଣ୍ଡ ଓ କ୍ଲାସିକ୍‌ ପୋଜ୍‌ ଦର୍ଶକଙ୍କ ହୃଦୟକୁ ଛୁଇଁ ପାରିଛି। ଉକ୍ତ ପୋଷ୍ଟରରେ ଦୀପିକା ଓ ବିକ୍ରାନ୍ତ ପାଖାପାଖି ରହିଥିବା ବେଳେ ଏମାନଙ୍କ ନଖରାମି ପ୍ରେମରେ ପରିବର୍ତ୍ତନ ହେଉଥିବା ଲକ୍ଷ୍ୟ କରାଯାଉଛି। ଏହି ପୋଷ୍ଟର ଶେୟାର କରିବା ସହ ଦୀପିକା ଲେଖିଛନ୍ତି, ‘ଯେତେ ଅଧିକ ଝଗଡ଼ା, ସେତେ ଅଧିକ ଭଲପାଇବା’। Nok Jhok se hui ek khoobsoorat love story ki shuruaat…
Dekhiye #Chhapaak iss Friday!” ଜଣେ ଏସିଡ୍‌ ଆଟାକ୍‌ ସର୍ଭାଇଭରଙ୍କ କାହାଣୀକୁ ନେଇ ଦୀପିକା ନିଶ୍ଚିତ ଭାବେ ଦମ୍‌ଦାର ଅଭିନୟ କରିଥିବେ ବୋଲି ଦର୍ଶକେ ଆଶା ରଖିଛନ୍ତି। ଭିନ୍ନ କାହାଣୀ ଉପରେ ଆଧାରିତ ଏହି ଫିଲ୍ମ ଦର୍ଶକଙ୍କୁ ଛୁଇଁବ ବୋଲି ନିର୍ମାତା ନିର୍ଦ୍ଦେଶକ ଅପେକ୍ଷା ରଖିଛନ୍ତି। ଏଥର ଫ୍ରାଇଡେ ରିଲିଜ୍‌ରେ ପରଦାକୁ ଆସିବ ‘ଛପାକ’।


Enter your email to get our daily news in your inbox.

All Right Reserved By Dharitri.Com

ଛାଡ଼ପତ୍ର ପରେ ପ୍ରେମରେ …

ଓ୍ବାଲର୍‌ଡର ହାଣ୍ଡସମ୍‌ ହଙ୍କ ହ୍ରିତିକ୍‌ ରୋଶନ୍‌ ପ୍ରେମିକା ସବାଙ୍କ ସହ ନୂଆ ଘରକୁ ସିଫ୍ଟ ହେବାକୁ ଯାଉଛନ୍ତି। ଦୁହେଁ ନିଜ ସମ୍ପର୍କକୁ ଆଗକୁ ନେବା ଲାଗି...

ରିଲିଜ୍‌ ପରେ ଧୁମ୍‌ ମଚାଉଛି ଇମରାନ୍‌ ହାସମୀଙ୍କ ‘ଲୁଟ୍‌ ଗୟେ’: ଦେଖନ୍ତୁ ଭିଡିଓ

ବମ୍ବେ: ଦୀର୍ଘଦିନର ବ୍ୟବଧାନ ପରେ ପରଦାକୁ ଫେରିଛନ୍ତି ଅଭିନେତା ଇମରାନ୍‌ ହାସମୀ। ୟୁଟ୍ୟୁବ୍‌ରେ ତାଙ୍କର ଏକ ନୂଆ ଗୀତ ‘ଲୁଟ୍‌ ଗୟେ’ ବୁଧବାର ରିଲିଜ ହୋଇଛି।...

ଝିଅ ସାମ୍ନାରେ ଅଭିନେତ୍ରୀଙ୍କୁ ପିଟୁଥିଲେ ସ୍ବାମୀ

ବମ୍ବେ: ଅଭିନୟ ସହ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଛୋଟ ପରଦାର ହିଟ୍‌ ଅଭିନେତ୍ରୀ ଶ୍ୱେତା ତିଓ୍ବାରୀ। ଭୋଜପୁରୀ ସମେତ ବଲିଉଡ୍‌ ଫିଲ୍ମରେ କାମ...

ବରୁଣଙ୍କ ଚର୍ଚ୍ଚିତ ପ୍ରେମ କାହାଣୀ

ବଲିଉଡ୍‌ ଅଭିନେତା ବରୁଣ ଧାୱନ ଆଜି ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କ ସାଥୀ କଳାକାରଙ୍କଠାରୁ ଆରମ୍ଭ କରି ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା...

ବିବାହ କରିବାକୁ ଯାଉଛନ୍ତି କି ଶ୍ରଦ୍ଧା: ଇସାରାରେ ବନ୍ଧୁ କହିଲେ ଏମିତି…

ବଲିଉଡ୍‌ରେ ଏବେ ବିବାହ ଋତୁ ଆରମ୍ଭ ହୋଇଯାଇଛି। ଅଭିନେତା ବରୁଣ ଧଓ୍ବନ ଏବଂ ନତାଶା ଦଲାଲଙ୍କ ବିବାହ ପରେ ଏବେ ଶକ୍ତି କପୁରଙ୍କ ଝିଅ ଶ୍ରଦ୍ଧା...

‘ଆଦିପୁରୁଷ’ର ଶୁଟିଂ ଶେଷ

  ମୁମ୍ବାଇ: ଖୁବଶୀଘ୍ର ରିଲିଜ୍‌ ହେବାକୁ ଯାଉଛି ନିର୍ଦ୍ଦେଶକ ଓମ ରାଉତଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆଦିପୁରୁଷ’ । ଫିଲ୍ମ ନିର୍ଦ୍ଦେଶକ ଫିଲ୍ମର ଶୁଟିଂ ଶେଷ ହୋଇଥିବା...

ଐଶ୍ୱର୍ଯ୍ୟା ରାୟଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଆଜି ୪୯ ବର୍ଷରେ ପାଦ ଥାପିଛନ୍ତି। ବଚ୍ଚନ ପରିବାରର ବୋହୂ ତଥା ନୀଳନୟନା ଐଶ୍ୱର୍ଯ୍ୟା ତାଙ୍କ ଅଭିନୟ ସହିତ...

ପୁଣିଥରେ ଏକ୍ସ ଗର୍ଲ ଫ୍ରେଣ୍ଡଙ୍କ ସହ ନଜର ଆସିବେ ରଣବୀର !

ମୁମ୍ବାଇ: ବଲିଉଡ୍‌ ନାୟକ ରଣବୀର କପୁର ପୁଣିଥରେ ତାଙ୍କ ଏକ୍ସ ଗର୍ଲ ଫ୍ରେଣ୍ଡଙ୍କ ସଙ୍ଗେ ସ୍କ୍ରିନ୍‌ ଶେୟାର କରିବେ ବୋଲି ଶୁଣିବାକୁ ମିଳିଛି। ହେଲେ କ୍ୟାଟ୍ରିନା...

Advertisement
Archives

Model This Week