Posted inଜାତୀୟ

ରାହୁଲଙ୍କ ଇସ୍ତଫାକୁ ନେଇ ବର୍ଷିଲେ ଖୁର୍ସିଦ: ଆମ ନେତା ଛାଡ଼ି ଚାଲିଗଲେ

ନୂଆଦିଲ୍ଲୀ,୧୦ା୧୦: ଆମକୁ ଆମ ନେତା ଛାଡ଼ି ଚାଲିଗଲେ। କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବା ଫଳରେ ସାଧାରଣ ନିର୍ବାଚନରେ ପରାଜୟର ସମୀକ୍ଷା ହୋଇପାରିଲା ନାହିଁ। ଏଥିଯୋଗୁ ଏବେ ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ଆଶା ମଉଳିଯାଇଛି। ତେବେ ଯାହା ହୋଇଗଲେ ବି ଦଳ ଛାଡ଼ିବି ନାହିଁ ବୋଲି ବରିଷ୍ଠ କଗ୍ରେସ ନେତା ସଲମାନ୍‌ ଖୁର୍ସିଦ କହିଛନ୍ତି। ଖୁର୍ସିଦଙ୍କ ଏଭଳି ମନ୍ତବ୍ୟକୁ କଂଗ୍ରେସରେ ସମାଲୋଚନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁପିରେ ଅନର କିଲିଂ: ଦଳିତ ଯୁବକଙ୍କୁ ଜିଅନ୍ତା ଜାଳିଦେଲେ

ହର୍ଦୋଇ, ୧୭ା୯ (ପି.ଟି.): ଅନ୍ୟ ଜାତିର ଯୁବତୀଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଜଣେ ଦଳିତ ଯୁବକଙ୍କୁ ଜିଅନ୍ତା ଜାଳି ଦିଆଯାଇଛି। ଉତ୍ତରପ୍ରଦେଶର ହର୍ଦୋଇ ଜିଲା...

ମୋଦି ସରକାରଙ୍କୁ ବଦନାମ କରିବା ଲାଗି କୃଷକ ସଂଗଠନ ପକ୍ଷରୁ ହୋଇଥିଲା ଷଡ଼ଯନ୍ତ୍ର: ୩,୨୨୪ ପୃଷ୍ଠାର ଚାର୍ଜଶିଟ୍‌…

ନୂଆଦିଲ୍ଲୀ,୨୭।୫: ଜାନୁୟାରୀ ୨୬ରେ କୃଷକ ସଂଗଠନ ପକ୍ଷରୁ ଲାଲ୍‌କିଲ୍ଲାକୁ ନିଜ କବ୍‌ଜାକୁ ନେବା ଲାଗି ଯୋଜନା କରାଯାଇଥିଲା। ଯାହାଦ୍ୱାରା ସେଠାରେ କୃଷକମାନେ ସହଜରେ ଧାରଣା ଦେଇପାରିବେ।...

ବିଗ୍‌ ବି’ଙ୍କ ଘରେ କରୋନା…

ନୂଆଦିଲ୍ଲୀ, ୫।୧ : କରୋନା ଭାଇରସ ଦେଶରେ ପୁଣି ଥରେ ଆତଙ୍କ ସୃଷ୍ଟି କରିଛି। ଏବେ ବିଗ୍‌ ବି ଅଭିତାଭ ବଚ୍ଚନଙ୍କ ଘର ଜଲ୍‌ସାରେ କରୋନା...

ମୁଖ୍ୟ ସଚିବ, ଡିଜିପିଙ୍କୁ ଏନ୍‌ଏଚ୍‌ଆର୍‌ସି ନୋଟିସ

ନୂଆଦିଲ୍ଲୀ/ ପୁରୀ ଅଫିସ, ୨୧। ୧୧: ପୁରୀ ପୋଲିସ ହେପାଜତରେ ମୃତ୍ୟୁ ମାମଲାକୁ ନେଇ ଜାତୀୟ ମାନବ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ଅସନ୍ତୋଷ ପ୍ରକାଶ କରିଛନ୍ତି।...

ମିଳିତ କୃଷକ ମୋର୍ଚ୍ଚାର ନୂଆ ରଣନୀତି

ନୂଆଦିଲ୍ଳୀ,୧୬।୨: ମିଳିତ କୃଷକ ମୋର୍ଚ୍ଚା ପକ୍ଷରୁ କୃଷି ଆଇନକୁ ବିରୋଧ କରାଯାଇ ଦିଲ୍ଲୀ ସୀମାରେ ଧାରଣା ଜାରି ରହିଛି। ତେବେ ଏବେ ମୋର୍ଚ୍ଚା ପକ୍ଷରୁ ଏହାର...

ଆଇନ ପ୍ରତ୍ୟାହାର ପାଇଁ ସୁପ୍ରିମକୋର୍ଟ ଯାଅ

ନୂଆଦିଲ୍ଲୀ, ୫।୧(ପି.ଟି.): କେନ୍ଦ୍ର ସରକାର ଆଣିଥିବା ୩ କୃଷି ଆଇନ ପ୍ରତ୍ୟାହାର ହେବନି। ସେଗୁଡ଼ିକର ପ୍ରତ୍ୟାହାର ଚାହୁଁଥିଲେ ଚାଷୀ ସୁପ୍ରିମକୋର୍ଟ ଯାଆନ୍ତୁ। ସୋମବାର ଆଲୋଚନା ବେଳେ...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ କରୋନାରେ ପୀଡ଼ିତ

ପାଟନା,୧୭।୬: ଚାଇନାର ଉହାନରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍‌ ସଂକ୍ରମଣର ପ୍ରକୋପ ଏବେ ଭାରତରେ ଦିନକୁ ଦିନ ଜଟିଳ ହେବାରେ ଲାଗିିଛି। ଏହାର ମୁକାବିଲା ପାଇଁ...

ବାର୍‌ କାଉନ୍‌ସିଲ ଗଲା ହିନ୍ଦୁ ମହାସଭା

ନୂଆଦିଲ୍ଲୀ,୧୮-୧୦(ପି.ଟି.):ଅଯୋଧ୍ୟା ମାମଲା ଶୁଣାଣିର ଶେଷଦିନରେ ରାମଙ୍କ ଜନ୍ମସ୍ଥାନ ରହିଥିବା ମ୍ୟାପ୍‌କୁ ଚିରିଦେଇଥିବା ମୁସ୍‌ଲିମ ପକ୍ଷ ଓକିଲ ରାଜୀବ ଧଓ୍ବନଙ୍କ ବିରୋଧରେ ହିନ୍ଦୁ ମହାସଭା ବାର୍‌ କାଉନ୍‌ସିଲ୍‌...

Advertisement
Archives

Model This Week