ରାତିରେ ଶୁଣନ୍ତୁ ସଙ୍ଗୀତ; ଶରୀର ହେବ ସୁନ୍ଦର…

ଶରୀରକୁ ସୁନ୍ଦର ରଖିବା ପାଇଁ କେତେକ ଲୋକ ବିଭିନ୍ନ ଉପାୟ ଗ୍ରହଣ କରିଥାନ୍ତି। ତେବେ ନିୟମିତ ଅଭ୍ୟାସ କରି ରାତିରେ କିଛି ସମୟ ପାଇଁ ସଙ୍ଗୀତ ଶୁଣିଲେ ଶରୀର ସୁଢ଼ୋଳ ହୋଇଥାଏ। ଏନେଇ ଭିଏନା ବିଶ୍ୱ ବିଦ୍ୟାଳୟର ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବୋଲି ଗବେଷକ କହିଛନ୍ତି। ସଙ୍ଗୀତର ପ୍ରଭାବ ମସ୍ତିଷ୍କ ଉପରେ ପଡିଥାଏ। ଫଳରେ କେତେକ ଉପଯୋଗୀ ରାସାୟନିକ ପଦାର୍ଥ ସହିତ ଭିଟାମିନ୍‌-ଇ ଥିବା ହରମୋନ୍‌ କ୍ଷରଣ ହୁଏ। ଏସବୁ ଏଜିଂ ସମସ୍ୟାକୁ ଦୂର କରଥାଏ। ସାଧାରଣତଃ ବୟସ ବଢ଼ିବା ସହିତ ତ୍ୱଚାରେ ଭାଙ୍ଗ ସୃଷ୍ଟି ହୁଏ। ମାତ୍ର ଭିଟାମିନ୍‌-ଇ ତ୍ୱଚାରେ ଭାଙ୍ଗ ସୃଷ୍ଟି ହେବାକୁ ଦେଇ ନ ଥାଏ ଓ ମନକୁ ସବୁବେଳେ ପ୍ରଫୁଲ୍ଲ ରଖିଥାଏ। ସଙ୍ଗୀତରୁ ସୃଷ୍ଟି ହେଉଥିବା କମ୍ପନ ଶରୀରର ବିଭିନ୍ନ ଆଡ୍ରାନାଲିନ୍‌ ହରମୋନ୍‌ କ୍ଷରଣ ଉପରେ ପ୍ରଭାବ ପକାଇଥାଏ। ଫଳରେ ଶରୀର ସୁନ୍ଦର ଏଂ ସୁଢ଼ୋଳ ହୋଇଥାଏ ବୋଲି ଏହି ରିପୋର୍ଟ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖାଇବା ସଙ୍ଗେ ସଙ୍ଗେ ପାଣି ପିଉଛନ୍ତି କି? ହୋଇପାରେ ଏହି ରୋଗ

ଖାଦ୍ୟ ଖାଇବା ସଙ୍ଗେ ସଙ୍ଗେ ଅଧିକାଂଶ ଲୋକଙ୍କ ପାଣି ପିଇବାର ଅଭ୍ୟାସ ରହିଥାଏ। ଆୟୁର୍ବେଦ ଡାକ୍ତରଙ୍କ ଅନୁସାରେ, ଖାଦ୍ୟ ଖାଇବା ପରେ ପାଣି ପିଇବା ଉଚିତ୍‌...

ବ୍ରିଟେନରେ ହେବ ଭୟଙ୍କର ପରୀକ୍ଷଣ: ମାନବ ଶରୀରରେ ଛାଡି ଦିଆଯିବ କରୋନା ଭାଇରସ!

ଲଣ୍ଡନ,୨୬ ।୯: ବ୍ରିଟେନରେ ହେବାକୁ ଯାଉଛି ଏକ ଭୟଙ୍କର ପରୀକ୍ଷଣ । ଜାଣିଶୁଣି ମାନବ ଶରୀରରେ କରୋନା ଭାଇରସକୁ ଛାଡି ଦିଆଯାଇ ଏହି ପରୀକ୍ଷା କରାଯିବ...

ଦୁଇ ପ୍ରକାର ଭାକ୍ସିନ୍‌ ଡୋଜ୍‌ ନେଲେ ସ୍ବାସ୍ଥ୍ୟ ଉପରେ କିପରି ପଡ଼ିବ ପ୍ରଭାବ, ଏଭଳି ମତ ଦେଲେ ବୈଜ୍ଞାନିକ…

ଲଣ୍ଡନ/ନୂଆଦିଲ୍ଲୀ,୧୫।୫: ପୃଥିବୀରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ କରୋନା ଟିକା କରଣ ଅଭିଯାନ ଜାରି ରହିଛି। ତେବେ ବି କରୋନା...

ତେଲ ଭରିବା ପାଇଁ ଧାଡ଼ିରେ ଠିଆ ହୋଇଥିବା ଅଟୋ ଚାଳକଙ୍କ ମୃତ୍ୟୁ

କଲମ୍ବୋ,୧୬ା୬: ଶ୍ରୀଲଙ୍କା ଅତ୍ୟନ୍ତ ଖରାପ ପରସ୍ଥିତି ଦେଇ ଗତି କରୁଛି। ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ପେଟ୍ରୋଲିୟମ ଉତ୍ପାଦ ଦର ଆକାଶଛୁଆଁ ହୋଇଛି। ପରିସ୍ଥିତି ଏପରି...

ତିବ୍ବତ୍‌ରୁ ମିଳିଲା ୧୬୦ ହଜାର ବର୍ଷ ତଳର ମାନବ କଙ୍କାଳ

ଲାସା,୨।୫: ତିବ୍ବତ୍‌ ମାଳଭୂମିର ଏକ ଗୁମ୍ଫାରୁ ୧୬୦ ହଜାର ବର୍ଷ ତଳର ମାନବ କଙ୍କାଳ ମିଳିଛି। ଏଠାକାର ଜିହାୟେଠାରେ ଥିବା ବୈଶିଆ କାରଷ୍ଟ ଗୁମ୍ଫାରୁ ସର୍ବିଆର...

ପାକିସ୍ତାନ ମିଡିଆରେ ଭାରତୀୟ କଣ୍ଟେଣ୍ଟ୍‌ ପ୍ରସାରଣ ଉପରେ ଲାଗିଲା କଟକଣା

ଇସଲାମାବାଦ୍‌,୨୯।୯:ପାକିସ୍ତାନ ମିଡିଆରେ ସବୁ ପ୍ରକାର ଭାରତୀୟ କଣ୍ଟେଣ୍ଟ୍‌ ପ୍ରସାରଣ ଉପରେ ରୋକ ଲଗାଯାଇଛି। ପାକିସ୍ତାନ ଇଲେକ୍‌ଟ୍ରୋନିକ୍ସ ମିଡିଆ ନିୟାମକ ଅଧିକରଣ(ପିଇଏମ୍‌ଆର୍‌ଏ) ନୋଟିସ ଜାରି କରି ଏହି...

୧୪ ଦିନ କ୍ୱାରାଣ୍ଟାଇନରେ ରହିବାର କାରଣ କହିଲା ଡବ୍ଲ୍ୟୁଏଚ୍‌ଓ

ଓ୍ବାଶିଂଟନ,୫ା୧: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) କରୋନା ରୋଗୀଙ୍କୁ ୧୪ ଦିନ ପାଇଁ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦେଇଛି। ଅବଶ୍ୟ ଅଧିକାଂଶ କରୋନା ରୋଗୀ ଲକ୍ଷଣ...

ଜୈଶ୍‌ ଓ ଲଶ୍କର ଶିବିର ଉପରେ ଆମେରିକା ଡ୍ରୋନ୍‌ର ନଜର

ଓ୍ବାଶିଂଟନ,୧୪।୭: ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନରେ ଥିବା ଜୈଶ୍‌-ଇ-ମହମ୍ମଦ୍‌ ତଥା ଲଶ୍କର-ଇ-ତୋଏବା ଆଦି ଆତଙ୍କବାଦୀ ସଂଗଠନ ସେମାନଙ୍କର ଶିବିରକୁ ସ୍ଥାନାନ୍ତର କରିଥିଲେ। ଏସବୁ ଶିବିର...

Advertisement
Archives

Model This Week