ରାତିରେ ଶୁଣନ୍ତୁ ସଙ୍ଗୀତ; ଶରୀର ହେବ ସୁନ୍ଦର…

ଶରୀରକୁ ସୁନ୍ଦର ରଖିବା ପାଇଁ କେତେକ ଲୋକ ବିଭିନ୍ନ ଉପାୟ ଗ୍ରହଣ କରିଥାନ୍ତି। ତେବେ ନିୟମିତ ଅଭ୍ୟାସ କରି ରାତିରେ କିଛି ସମୟ ପାଇଁ ସଙ୍ଗୀତ ଶୁଣିଲେ ଶରୀର ସୁଢ଼ୋଳ ହୋଇଥାଏ। ଏନେଇ ଭିଏନା ବିଶ୍ୱ ବିଦ୍ୟାଳୟର ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବୋଲି ଗବେଷକ କହିଛନ୍ତି। ସଙ୍ଗୀତର ପ୍ରଭାବ ମସ୍ତିଷ୍କ ଉପରେ ପଡିଥାଏ। ଫଳରେ କେତେକ ଉପଯୋଗୀ ରାସାୟନିକ ପଦାର୍ଥ ସହିତ ଭିଟାମିନ୍‌-ଇ ଥିବା ହରମୋନ୍‌ କ୍ଷରଣ ହୁଏ। ଏସବୁ ଏଜିଂ ସମସ୍ୟାକୁ ଦୂର କରଥାଏ। ସାଧାରଣତଃ ବୟସ ବଢ଼ିବା ସହିତ ତ୍ୱଚାରେ ଭାଙ୍ଗ ସୃଷ୍ଟି ହୁଏ। ମାତ୍ର ଭିଟାମିନ୍‌-ଇ ତ୍ୱଚାରେ ଭାଙ୍ଗ ସୃଷ୍ଟି ହେବାକୁ ଦେଇ ନ ଥାଏ ଓ ମନକୁ ସବୁବେଳେ ପ୍ରଫୁଲ୍ଲ ରଖିଥାଏ। ସଙ୍ଗୀତରୁ ସୃଷ୍ଟି ହେଉଥିବା କମ୍ପନ ଶରୀରର ବିଭିନ୍ନ ଆଡ୍ରାନାଲିନ୍‌ ହରମୋନ୍‌ କ୍ଷରଣ ଉପରେ ପ୍ରଭାବ ପକାଇଥାଏ। ଫଳରେ ଶରୀର ସୁନ୍ଦର ଏଂ ସୁଢ଼ୋଳ ହୋଇଥାଏ ବୋଲି ଏହି ରିପୋର୍ଟ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିକିରଣ ନିରୋଧୀ ଔଷଧ ମହଜୁଦ ରଖ

କିଭ୍‌, ୧୮ା୪: ୟୁକ୍ରେନ୍‌ ଯୁଦ୍ଧର ବିନାଶକାରୀ ଅନ୍ତ ଘଟାଇବାକୁ ରୁଷିଆ ନ୍ୟୁକ୍ଲିୟର ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି। ସାରା ବିଶ୍ୱକୁ ଏଥିପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ।...

ଦାନ୍ତ ବିନ୍ଧା କମ୍‌ କରେ ଏହି ପତ୍ର

ଓସ୍ତ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି। ଓସ୍ତ ପତ୍ରରେ ଭିଟାମିନ୍‌ ଏବଂ ଅନେକ ଆଣ୍ଟିଅକ୍ସିଡେଣ୍ଟ ତତ୍ତ୍ୱ ରହିଛି। ଯାହା ଶରୀର ବିଭିନ୍ନ ଗମ୍ଭୀର ରୋଗ...

ଭାରତୀୟ ବୈଜ୍ଞାନିକଙ୍କ ନାମରେ ନକ୍ଷତ୍ର

”ଅନ୍ତର୍ଜାତୀୟ ଜ୍ୟୋତିର୍ବିଦୀୟ ସଂଘ ୧୯୧୯ ଜୁଲାଇ ୨୮ରେ ଗଠିତ ହୋଇଥିଲା। ଏହା ଗତବର୍ଷ ତାହାର ଶତବାର୍ଷିକୀ ଉତ୍ସବ ପାଳନ କରିଥିଲା। ଏହି ଉପଲକ୍ଷେ ଏହା କେତୋଟି...

ମଝି ନଈରେ ଓଲଟିଲା ଡଙ୍ଗା, ୫୦ରୁ ଅଧିକ ମୃତ…

ଙ୍କିଶାସା,୧୦।୧୦: କଙ୍ଗୋରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମଝି ନଈରେ ଡଙ୍ଗା ବୁଡ଼ିଯିବାରୁ ୧୦୦ରୁ ଅଧିକ ଲୋକ ବୁଡି ଯାଇଛନ୍ତି। ଏପର୍ଯ୍ୟନ୍ତ ୫୧ଟି ମୃତଦେହକୁ ଉଦ୍ଧାର କରାଯାଇଛି।...

୨୭ ଦିନରେ ଏଭରେଷ୍ଟ ଗିରିଶୃଙ୍ଗର ଉଚ୍ଚତା ମାପିଲା ଚାଇନା

ବେଜିଂ,୨୮।୫: କରୋନା ମହାମାରୀ ନେଇ ପୃଥିବୀରେ ସଙ୍କଟ ଦେଖାଦେଇଛି। ଏପରିସ୍ଥଳେ କରୋନାର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନା ପକ୍ଷରୁ ଏଭରେଷ୍ଟ ଗିରିଶୃଙ୍ଗର ଉଚ୍ଚତା ୨୭ ଦିନରେ ମାପ...

ଓ୍ବାକିଂ ଶୁଜ୍‌ କିଣୁଥିଲେ

ବେଷ୍ଟ ରେଜଲ୍ଟ ପାଇବାକୁ ହେଲେ ଜୋତା ସବୁବେଳେ ପାଦକୁ ଫିଟ୍‌ ହେବା ଦରକାର। କାରଣ ପାଦକୁ ଫିଟ୍‌ ନ ହେଉଥିବା ଜୋତା ଶରୀର ଉପରେ ନକାରାତ୍ମକ...

ଦାମାସ୍‌କସ୍‌କୁ ଟାର୍ଗେଟ୍‌ କରିବା ଯୋଜନା ପଣ୍ଡ,ଇସ୍ରାଏଲ୍‌ କ୍ଷେପଣାସ୍ତ୍ରକୁ ଧ୍ୱଂସ କଲା ସିରିଆ …

ଦାମାସ୍‌କସ୍‌, ୯।୨ : ସିରିଆ ରାଜଧାନୀ ଦାମାସ୍‌କସ୍‌କୁ ଟାର୍ଗେଟ୍‌ କରି ଉତ୍‌କ୍ଷେପଣ କରାଯାଇଥିବା ଇସ୍ରାଏଲର କ୍ଷେପଣାସ୍ତ୍ରକୁ ଧ୍ୱଂସ କରାଯାଇଛି। ସିରିଆ ବୁଧବାର ରାଜଧାନୀ ଦାମାସ୍‌କସ୍‌କୁ ଟାର୍ଗେଟ୍‌...

ଫ୍ଲୋରାଲ୍‌ ଫ୍ୟାଶନ

ଖରାଦିନେ ଫ୍ୟାଶନେବଲ୍‌ ଦେଖାଯିବା ପାଇଁ ସବୁଠାରୁ ଷ୍ଟାଇଲିଶ୍‌ ପ୍ରିଣ୍ଟ ହେଉଛି ଫ୍ଲୋରାଲ୍‌। ତା’ଛଡ଼ା ଏହି ପ୍ରିଣ୍ଟ୍‌ର ଆଉଟ୍‌ଫିଟ୍‌ ରିଫ୍ରେଶିଙ୍ଗ୍‌ ଲୁକ୍‌ ଦେବା ସହ ସବୁ ପ୍ରକାରର...

Advertisement
Archives

Model This Week