ରାଗିଗଲେ ରାକ୍ଷୀ

ବମ୍ବେ: ରାଗିଗଲେ ବଲିଉଡ୍‌ର ଆଇଟମ୍‌ ଗର୍ଲ ରାକ୍ଷୀ ସାଓ୍ବନ୍ତ। ଭାବୁଥିବେ କାରଣ କ’ଣ। ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ର ଶେହନାଜ୍‌ ଗିଲଙ୍କୁ ‘ପଞ୍ଜାବର ରାକ୍ଷା ସାଓ୍ବନ୍ତ’ ବୋଲି ଇଙ୍ଗିତ କରି ଶୈଫାଲୀ ଜରିଓ୍ବାଲା କହିଥିଲେ। ଏହା ଶୁଣିବା ପରେ ରାକ୍ଷୀ ରାଗିଯାଇଛନ୍ତି। ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସେ କିଛି ଭିଡିଓ ଶେୟାର କରି ଶୋ’ରେ ତାଙ୍କୁ କ’ଣ ପାଇଁ ଟାର୍ଗେଟ କରାଯାଉଛି ପଚାରିଛନ୍ତି। ଏପରି କରିବା ବେଳେ ତୁମକୁ ଲାଜ ଲାଗୁନାହିଁ ବୋଲି ସେ ଶୈଫାଲୀକୁ କହିଛନ୍ତି। ସଲମାନ ମୋତେ ବହୁତ ଭଲପାଆନ୍ତି। ବଲିଉଡ୍‌ର ଜଣେ ଭଲ ଏଣ୍ଟରଟେନର ବୋଲି ସେ କୁହନ୍ତି। ହେଲେ ଶୋ’ରେ ତାଙ୍କ ନାମକୁ ଖରାପ କରାଯାଉଥିବାରୁ ସେ ନ୍ୟାୟ ଭିକ୍ଷା କରିଛନ୍ତି।

ତେବେ ଶୋ’ରେ ଏକ ଟାସ୍କ ସମୟରେ ଶେହନାଜ ସିଦ୍ଧାର୍ଥ ଶୁକ୍ଳା ଏବଂ ଅସିମଙ୍କ ସହ ଝଗଡ଼ା କରୁଥିଲେ। ଏହି ସମୟରେ ଶୈଫାଲୀ ଶେହନାଜଙ୍କୁ ପଞ୍ଜାବର କଟ୍ରିନା କୈଫ୍‌ ନୁହନ୍ତି ବରଂ ପଞ୍ଜାବର ରାକ୍ଷୀ ସାଓ୍ବନନ୍ତ ବୋଲି ତାଙ୍କୁ କହିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ହନିମୁନ୍‌ ଯିବା ପୂର୍ବରୁ ସ୍ତ୍ରୀଙ୍କୁ ମିଛ କହିଥିଲେ ଶାହରୁଖ ଖାନ୍‌

ବଲିଉଡ୍‌ର ବାଦଶାହ ଶାହାରୁଖ ଖାନ ଏବଂ ତାଙ୍କ ସ୍ତ୍ରୀ ଗୌରୀ ଖାନଙ୍କ ଇଣ୍ଡଷ୍ଟ୍ରିର ସବୁଠାରୁ ସୁନ୍ଦର ଦମ୍ପତି ବୋଲି ବିବେଚନା କରାଯାଏ। ଶାହାରୁଖ ଏବଂ ଗୌରୀଙ୍କ...

ନବାଗତା ଅମ୍ରିତା

ଆଉ ଜଣେ ବଙ୍ଗୀୟ ସୁନ୍ଦରୀ ଓଡ଼ିଆ ସିନେମାରେ ନିଜ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ସେ ହେଲେ ଅମ୍ରିତା। ତାଙ୍କୁ ଏଭଳି ବ୍ରେକ୍‌ ଦେଇଛନ୍ତି ପ୍ରଯୋଜକ...

ଶ୍ୱେତାଙ୍କ ନାଁରେ ମାମଲା ରୁଜୁ

ଟେଲିଭିଜନ ଜଗତର ପ୍ରସିଦ୍ଧ ଅଭିନେତ୍ରୀ ଶ୍ୱେତା ତିୱାରୀ ବିବାଦୀୟ ମନ୍ତବ୍ୟ ଦେଇ ଫଶିଯାଇଛନ୍ତି। ତାଙ୍କ ଅନ୍ତଃବସ୍ତ୍ର ସାଇଜ୍‌ ଭଗବାନ ନେଉଛନ୍ତି ବୋଲି ନିକଟରେ ସେ କହିଛନ୍ତି।...

ସାମ୍ନାକୁ ଆସିଲା ଆଥିଆ-ରାହୁଲଙ୍କ ବିବାହ ତାରିଖ

ମୁମ୍ବାଇ: ଆଜିକାଲି ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିଆ ଶେଟ୍ଟୀ ଏବଂ କ୍ରିକେଟର କେ.ଏଲ ରାହୁଲଙ୍କ ବିବାହକୁ ନେଇ ପ୍ରଶଂସକ ବେଶ୍‌ ଉତ୍ସାହିତ ଅଛନ୍ତି। ଉଭୟଙ୍କ...

ସୁଶାନ୍ତଙ୍କ ପାଇଁ ଏହି କାମ କରିବାକୁ ଯାଉଛନ୍ତି ଭୂମି

ମୁମ୍ବାଇ: ଅସମୟରେ ଆତ୍ମହତ୍ୟା କରି ସମସ୍ତଙ୍କ ନିକଟରୁ ଚୀର ବିଦାୟ ନେଇଥିବା ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତ ଆଜିବି ତାଙ୍କ ପ୍ରଶଂସକ ଓ ସାଥି...

ଜ୍ୟାକ୍‌ଲିନ୍‌ଙ୍କ ସହ ଆଲବମ୍‌ରେ ନଜର ଆସିବେ ଆସିମ୍‌

ବମ୍ବେ: ଛୋଟ ପରଦାର ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ର ରନର୍ସ ଅପ୍‌ ହୋଇଥିଲେ ଜାମ୍ମୁ-କଶ୍ମୀର ମଡେଲ ଆସିମ ରିଆଜ। ପ୍ରତିଯୋଗୀ ଭାବେ ଦର୍ଶକଙ୍କୁ ଖୁବ୍‌ ମନୋରଞ୍ଜନ...

୩୦୦ ସ୍ପିଡ୍‌ରେ ବାଇକ୍‌ ଚଳାଇ କରୁଥିଲେ ଭିଡିଓ, ଦୁର୍ଘଟଣାରେ ୟୁଟ୍ୟୁବରଙ୍କ ଜୀବନ ଗଲା

ଅଲୀଗଡ଼,୩ା୫: ୟୁଟ୍ୟୁବର ଅଗସ୍ତ୍ୟ ଚୌହାନଙ୍କ ବୁଧବାର ଏକ ଦୁର୍ଘଟଣାରେ ପ୍ରାଣହାନି ଘଟିଛି। ଅଗସ୍ତ୍ୟ ଭିଡିଓ କରିବା ପାଇଁ ତାଙ୍କ ରେସିଂ ବାଇକ୍‌ରେ ଆଗ୍ରା ଠାରୁ ଦିଲ୍ଲୀ...

ତାମିଲ ଫିଲ୍ମ ଅଭିନେତା ବାଲା ସିଂଙ୍କ ପରଲୋକ

ଚେନ୍ନାଇ,୨୭।୧୧: ତାମିଲ ଫିଲ୍ମ ଅଭିନେତା ବାଲା ସିଂ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କ ୬୭ ବର୍ଷ ବୟସ ହୋଇଥିଲା। ଗତ କିଛିଦିନ ହେବ ଜ୍ୱରରେ...

Advertisement
Archives

Model This Week