ରାଇସୁଆଁରେ ହାତୀ ଉପଦ୍ରବ

କେନ୍ଦୁଝର/ରାଇସୁଆଁ,୨୨ା୪(ସ୍ବ.ପ୍ର./ଡି.ଏନ୍‌.ଏ.): ସଦର ବ୍ଲକ ଅନ୍ତର୍ଗତ ରାଇସୁଆଁ କାଲା ମହାଦେବ ମନ୍ଦିର ପରିସରରେ ରବିବାର ବିଳମ୍ବିତ ରାତିରେ ୨ଟି ହାତୀ ପଶି ଅନେକ ଗଛ ନଷ୍ଟ କରିବା ସହ ବାଡ଼ ଓ ମଞ୍ଚାକୁ ଭାଙ୍ଗି ଦେଇଛନ୍ତିା ମିଳିଥିବା ସୂଚନା ଅନୁସାରେ, ନୂଆଗାଁ ପଞ୍ଚାୟତ କାଦଗଡ଼ ଜଙ୍ଗଲ ପଟୁ ଆସି ଦୁଇଟି ହାତୀ ମନ୍ଦିର ବାଡ଼ିରେ ପଶି କଦଳୀଗଛ ସହ ଅନ୍ୟାନ୍ୟ ଗଛ ଦଳିଚକଟି ନଷ୍ଟ କରି ଦେଇଛନ୍ତି। ଏହି ହାତୀ ଦୁଇଟି ରାଜବନ୍ଧ ଦେଇ ଭାଲିଆଡିହି ଜଙ୍ଗଲକୁ ଚାଲିଯାଇଥିବା ଜନସାଧାରଣ କହିଛନ୍ତି। ତେବେ କିଛିଦିନ ହେବ ଜଙ୍ଗଲୀ ହାତୀ ଉପଦ୍ରବ କମିଥିବାବେଳେ ପୁଣିଥରେ ଗୋଠଛଡ଼ା ହୋଇ ଦୁଇଟି ହାତୀ ବୁଲୁଛନ୍ତିା ଫଳରେ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ବନବିଭାଗ ସଜାଗ ରହି ହାତୀମାନଙ୍କୁ ଘଉଡ଼ାଇବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ଇନଷ୍ଟାଗ୍ରାମରେ ପ୍ରେମ, ବନ୍ଧାହେଲେ ଯୁବକ

ସୋର, ୧୧ା୧୨(ଡି.ଏନ.ଏ.): ବାଲେଶ୍ୱର ଜିଲା ସୋର ଥାନା ଅଞ୍ଚଳର ନାବାଳିକାଙ୍କୁ ଇନଷ୍ଟାଗ୍ରାମରେ ପ୍ରେମ କରି ଅପହରଣ ଅଭିଯୋଗରେ ଖୋର୍ଦ୍ଧା ଜିଲା ଆୟତପୁର ଗ୍ରାମର ଜଣେ ଯୁବକଙ୍କୁ...

ରକ୍ତଦାନ କଲେ ପଞ୍ଚାୟତବାସୀ

ଖଇରା,୧୯।୪(ଡି.ଏନ.ଏ.)-ଏବେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରକ୍ତ ଆବଶ୍ୟକତା ରହିଛି। ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦୂର ପାଇଁ ଆଗେଇ ଆସିଛନ୍ତି ବାଲେଶ୍ୱର ଜିଲା ଖଇରା...

ବୋହୂଙ୍କୁ ଆକ୍ରମଣ: ଶ୍ୱଶୁର, ଶାଶୁଙ୍କ ନାମରେ ମାମଲା

ଖଇରା,୨୩।୪(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ଖଇରା ଥାନା ବର୍ତ୍ତନା ପଞ୍ଚାୟତ ଅଧୀନ ଧଳିଗଡିଆ ଗ୍ରାମର ତିଳୋତ୍ତମା ରାଉତ ନାମ୍ନୀ ମହିଳାଙ୍କୁ ଆକ୍ରମଣ ଅଭିଯୋଗରେ ଖଇରା ପୋଲିସ ତାଙ୍କ ଶ୍ୱଶୁର,...

ବଢୁଛି ଜଳକା ନଦୀର ପାଣି

ବାଲେଶ୍ୱର ଅଫିସ,୮ା୯: ବାଲେଶ୍ୱର ଜିଲାର ପ୍ରଭାବିତ ଜଳକା ନଦୀର ଜଳସ୍ତର ବଢ଼ିବାର ଲାଗିଛି। ଗତ କିଛି ଦିନ ହେବ ଉପର ମୁଣ୍ଡରେ ପ୍ରବଳ ବର୍ଷା ଲାଗି...

ଅଙ୍ଗନୱାଡି କେନ୍ଦ୍ରରୁ କର୍ମୀଙ୍କ ମୃତଦେହ ଜବତ

ବାହାନଗା, ୯ା୯(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ମହାରାଜପୁର ଗ୍ରାମର ଅଙ୍ଗନଓ୍ବାଡି କେନ୍ଦ୍ର ଭିତରୁ ଶୁକ୍ରବାର କର୍ମୀଙ୍କ ମୃତଦେହ ଜବତ କରାଯାଇଛି। ସ୍ବାମୀଙ୍କ...

୫ ହଜାର ଟଙ୍କା ପାଇଁ ହତ୍ୟା; ଅଭିଯୁକ୍ତ ଗିରଫ

ସଜନାଗଡ଼, ୯।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଥାନା ଜାମୁଡ଼ିହା ପଞ୍ଚାୟତ ବାଘମରା ଗ୍ରାମରେ ୫ ହଜାର ଟଙ୍କା ପାଇଁ ଏକ ହତ୍ୟାକାଣ୍ଡ ଘଟିଛି। ପୋଲିସ ମୃତଦେହକୁ ଜବତ...

ବିପଦ ସଙ୍କେତ ଊର୍ଦ୍ଧ୍ୱରେ ଜଳକା: ତଳିଆ ଅଞ୍ଚଳ ସ୍ଥିତି ଉପରେ ନଜର

ବାଲେଶ୍ୱର ଅଫିସ/ବସ୍ତା,୨୭।୮(ସ୍ବ.ପ୍ର.)- ବାଲେଶ୍ୱର ଜିଲାର ବସ୍ତା ଅଞ୍ଚଳ ଦେଇ ପ୍ରବାହିତ ଜଳକା ନଦୀରେ ଜଳସ୍ତର ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି। ନଦୀ ତଳମୁଣ୍ଡର ବିଭିନ୍ନ ସ୍ଥାନରେ...

ଅଟୋ-ବାଇକ ମୁହାଁମୁହିଁ ଧକ୍କା : ବାଇକ୍‌ଚାଳକ ଗୁରୁତର

ପାଟଣା,୧୭ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥ ପାଟଣା – କରଞ୍ଜିଆ ରାସ୍ତାର ସରସ୍ବତୀପଡ଼ା ଛକ ନିକଟରେ ଏକ ଅଟୋ...

Advertisement
Archives

Model This Week