ରସାବଳି

ଆବଶ୍ୟକ ସାମଗ୍ରୀ- ଏକ କପ୍‌ ପନିର, ଚିନି ପାଉଡର- ୧ କପ୍‌, ସୁଜି- ୨ ଚାମଚ, ବେକିଂ ସୋଡା- ଅଳ୍ପ ପରିମାଣରେ, ଅଳେଇଚ ପାଉଡର- ୧ ଚାମଚ, କ୍ଷୀର- ୨ କପ୍‌, ଆଲ୍‌ମଣ୍ଡ୍‌ ବାଦାମ ଛୋଟ ଛୋଟ ଖଣ୍ଡ- ୧/୨ ଚାମଚ, କାଜୁ ଛୋଟ ଛୋଟ ଖଣ୍ଡ- ୧ ଚାମଚ, ଚିନି – ୩ ଚାମଚ, କେଶର- ଅଳ୍ପ ପରିମାଣରେ ଓ ଆବଶ୍ୟକ ଅନୁସାରେ ତେଲ।
ପ୍ରସ୍ତୁତି- ଏକ ବାଉଲ୍‌ରେ ଗୁଣ୍ଡ କରାଯାଇଥିବା ପନିର୍‌, ବେକିଂ ସୋଡା, ଚିନି ଗୁଣ୍ଡ, ସୁଜି, ୧/୨ ଚାମଚ ଅଳେଇଚ ପାଉଡରକୁ ଭଲଭାବେ ଗୋଳାନ୍ତୁ। ଏହି ମିଶ୍ରଣରେ ଛୋଟ ଛୋଟ ଗୁଳା ପ୍ରସ୍ତୁତ କରନ୍ତୁ। ଏକ ପାତ୍ରରେ କ୍ଷୀର ରଖନ୍ତୁ। ଏଥିରେ କେଶର ଓ ଅଳେଇଚ ମିଶାଇ କ୍ଷୀର ଅଧା ହେବା ପର୍ଯ୍ୟନ୍ତ ଗ୍ୟାସ୍‌ରେ ଫୁଟାନ୍ତୁ। ଏବେ ଏଥିରେ ଚିନି ମିଶାଇ ୮ରୁ ୧୦ ମିନିଟ୍‌ ପର୍ଯ୍ୟନ୍ତ କମ୍‌ ଆଞ୍ଚରେ ରଖନ୍ତୁ। ଏକ କଡ଼େଇରେ ତେଲ ଗରମ କରନ୍ତୁ। ଏଥିରେ ପନିର ଗୁଳାକୁ ପକାଇ ବ୍ରାଉନ୍‌ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ଏହାକୁ କ୍ଷୀର ମିଶ୍ରଣରେ ପକାଇ ଗ୍ୟାସ୍‌ ବନ୍ଦ କରିଦିଅନ୍ତୁ। ଏବେ ଏଥିରେ କେଶର, କାଜୁ ଏବଂ ଆଲ୍‌ମଣ୍ଡ୍‌ ପକାଇ ସଜାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ରସାବଳି।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ପ୍ରସ୍ତୁତି : ପିଲାଙ୍କୁ ରଖନ୍ତୁ ଷ୍ଟ୍ରେସ୍‌ ଫ୍ରି

ଏବେ ଆରମ୍ଭ ହୋଇଯାଇଛି ପରୀକ୍ଷା ଋତୁ। ଏହି ସମୟରେ କେବଳ ପିଲା ନୁହନ୍ତି, ପରୀକ୍ଷାକୁ ନେଇ ଶଙ୍କା ଆଶଙ୍କା ମଧ୍ୟରେ ମା’ ବାପା ବି ରହିଥାଆନ୍ତି।...

କାମ ଆରମ୍ଭ କରିବା ପୂର୍ବରୁ ନିଜକୁ ପଚାରନ୍ତୁ ଏ ୩ ପ୍ରଶ୍ନ: ଚାଣକ୍ୟ କହିଛନ୍ତି ମିଳିବ ସଫଳତା

ଜୀବନରେ ସଫଳତା, ମୂଲ୍ୟବୋଧ, ସଂସ୍କୃତି, ବ୍ୟବସାୟ, ଚାକିରି ସମେତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ପୁସ୍ତକ ‘ଚାଣକ୍ୟ ନୀତି’ରେ ଉଲ୍ଲେଖ କରିଛନ୍ତି। ଚାକିରି,...

ଜାଣନ୍ତୁ ଏପରି କିଛି ଟିପ୍ସ ଯାହା ଅସଲି, ନକଲି କେଶର ଚିହ୍ନିବାରେ କରିବ ସାହାଯ୍ୟ

କିଛି ଖାଦ୍ୟ ତଥା ପାନୀୟ ପ୍ରସ୍ତୁତି ସମୟରେ କେଶର ବ୍ୟବହାର କରାଯାଇଥାଏ। ଏହା ବ୍ୟକ୍ତିଙ୍କୁ ସୁସ୍ଥ ରଖିବା ସହିତ ସୁନ୍ଦର କରିଥାଏ। ଜମ୍ମୁକଶ୍ମୀରର ପୁଲ୍‌ଓ୍ବାମାଠାରେ ବହୁଳ...

ଏସିଡିଟିରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ଅଧୁଆ ମୁହଁରେ କରନ୍ତୁ ଏପରି…

ପ୍ରତିଦିନ ସକାଳେ ମୁହଁ ନ ଧୋଇ ଦେଢ଼ ଗ୍ଲାସ୍‌ ବାସି ପାଣି ପିଇଲେ ଅନେକ ଉପକାର ମିଳିଥାଏ। ଏନେଇ ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏପରି କଲେ...

ଆୟୁର୍ବେଦିକ୍‌ ହର୍ବାଲ୍‌ ଟି

ଆବଶ୍ୟକ ସାମଗ୍ରୀ- ପାଣି, ଅଁଳା ଗୁଣ୍ଡ, ଅଦା, ପୁଦିନା ପତ୍ର, ଆବଶ୍ୟକ ଅନୁସାରେ ଲୁଣ। ପ୍ରସ୍ତୁତି ପ୍ରଣାଳୀ- ଅଁଳା ଚା ତିଆରି କରିବା ପାଇଁ ଏକ...

ନୂଆବର୍ଷରୁ…

ଆରମ୍ଭ ହୋଇଛି ପୁଣି ଏକ ନୂଆବର୍ଷ। ମନରେ କେତେ ଆଶା, ଆକାଂକ୍ଷା ଓ କିଛି ନୂଆ କରିବାର ସଂକଳ୍ପ ନେଇ ଏହାକୁ ସ୍ବାଗତ ଜଣାଇଛନ୍ତି ସଭିଏଁ।...

କରୋନା ସହିତ ଲଢ଼େଇ: ଗବେଷଣା ପାଇଁ ୪୦୦୦ ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ ବିସିଜି ଟୀକା

ମେଲବୋର୍ନ,୩୧।୩: କରୋନା ସଂକ୍ରମଣ ସାରା ପୃଥିବୀରେ ଆତଙ୍କ ସୃଷ୍ଟି କରିଛି। ଏହାକୁ ରୋକିବା ଲାଗି ଇତିମଧ୍ୟରେ କୌଣସି ଔଷଧ ପ୍ରସ୍ତୁତ ହୋଇପାରି ନାହିଁ। ପ୍ରତି ଦେଶର...

ଲବଙ୍ଗରେ ରହିଛି ବହୁ ଔଷଧୀୟ ଗୁଣ

ସାଧାରଣତଃ ଲୋକେ ଲବଙ୍ଗକୁ ମସଲା ରୂପେ ବ୍ୟବହାର କରିଥନ୍ତି। ଲବଙ୍ଗ ଖାଲି ଖାଦ୍ୟର ସ୍ବାଦ ବଢ଼ାଇ  ଥାଏ। ଲବଙ୍ଗର ବହୁ ଉପକାରୀ ତଥା ଔଷଧୀୟ ଗୁଣ ...

Coronavirus Update

Archives

Model This Week

Why Dharitri