ରମେଶଙ୍କ ନୂଆ ଯୋଜନା

ପ୍ରଯୋଜକ ରମେଶ ବାରିକ ଏକାଥରେ ହ୍ୟାଟ୍ରିକ୍‌ ମାରିବାକୁ ଯାଉଛନ୍ତି। ‘ଦେଖା ହେଲା ପ୍ରେମ ହେଲା’ ରିଲିଜ ଅପେକ୍ଷାରେ ଥିବା ବେଳେ ଆଉ ଦୁଇଟି ସିନେମା-‘ବ୍ରେକ୍‌ଅପ୍‌ ଲଭ୍‌’ ଏବଂ ‘ଚକ୍ରବୂ୍ୟହ’ର ପ୍ରାରମ୍ଭିକ କାମ ଚାଲୁ ରହିଛି। ଏ ସମ୍ପର୍କରେ ରମେଶ କହନ୍ତି, ‘ଭଲ ଚଳଚ୍ଚିତ୍ରଟିଏ ପ୍ରସ୍ତୁତ କରିପାରିଲେ ତାହା ନିଶ୍ଚୟ ଦର୍ଶକଙ୍କ ମନକୁ ଛୁଇଁବ ଏବଂ ତା’ଉପରେ ମୁଁ ସବୁବେଳେ ଅଧିକ ଗୁରୁତ୍ୱ ଦେଇଥାଏ। କାହାଣୀ, କଳାକାର ଚୟନ, ପିକ୍ଚରାଇଜେଶନ ଏବଂ ସଙ୍ଗୀତ ଏହି ତିନୋଟି ଜିନିଷକୁ ପ୍ରାଥମିକତା ଦିଏ। ଏଣିକି ମୋ ସିନେମାରେ ମୁଁ ନୂଆ ମୁହଁକୁ ଅଧିକ ସୁଯୋଗ ଦେବି ବୋଲି ଯୋଜନା କରିଛି।’ ସେ ଏହାପୂର୍ବରୁ ଆର. ଆର. ଇଭେଣ୍ଟସ ପ୍ରଡକ୍ସନ ବ୍ୟାନରରେ ରମେଶ ‘ଟାଇଗର’, ‘ରୋମିଓ ଜୁଲିଏଟ୍‌’ ଏବଂ ‘ଜଷ୍ଟ ମୋହବତ୍‌’ ପ୍ରଯୋଜନା କରିସାରିଛନ୍ତି। ଅନ୍ୟତମ ଆଗଧାଡିର ଇଭେଣ୍ଟ ମ୍ୟାନେଜର ଭାବରେ ପରିଚିତ ରମେଶ ଏବେ ଟି ସିରିଜ ବ୍ୟାନରର ଦୁଇଟି ହିନ୍ଦୀ ଭିଡିଓ ଆଲବମ୍‌ ପ୍ରସ୍ତୁତ କରିବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ପ୍ରୁଫ୍‌ ଗାଡ଼ି ଚଢ଼ନ୍ତି ବଲିଉଡ୍‌ର ଏସବୁ ଷ୍ଟାର୍‌

ମୁମ୍ବାଇ: ବଲିଉଡ୍‌ର କିଛି ଅଭିନେତା ବୁଲେଟ୍‌ ପ୍ରୁଫ୍‌ ଗାଡ଼ି ଚଢ଼ିଥାନ୍ତି। ଅଭିନେତା ସନି ଦେଓଲଙ୍କ ନିକଟରେ ଅଡି ଏ -୮ ଗାଡ଼ି ଅଛି। ଯାହାକି ସମ୍ପୂର୍ଣ୍ଣ...

ବିନା ଅନୁମତିରେ ରାଜ୍‌ କପୁରଙ୍କ ବେଡ୍‌ରୁମ୍‌କୁ ପଶିଯାଇଥିଲେ ନର୍ଗିସ: ପରେ ଯାହା ଘଟିଲା…

ଅଭିନେତା ରାଜ କପୁର ଏବଂ ନର୍ଗିସ ଅନେକ ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ। ସେମାନଙ୍କର ଯୋଡିକୁ ମଧ୍ୟ ଦର୍ଶକମାନେ ଭଲ ପାଉଥିଲେ। ଉଭୟଙ୍କ ସମ୍ପର୍କକୁ ନେଇ...

ନିଜଠୁ ୧୨ ବର୍ଷ ସାନଙ୍କୁ ଜୀବନସାଥୀ ରୂପେ ବାଛିଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ: ଏବେ ଉଭୟ ଅଲଗା

କୁହାଯାଏ ଯେ, ପ୍ରେମ ବୟସ କିମ୍ବା ରୂପ ଦେଖେ ନାହିଁ । ଧର୍ମର ହେଉ କିମ୍ବା ବୟସର ବ୍ୟବଧାନ, ପ୍ରେମ ଏସବୁର ଶୀର୍ଷରେ। ବଲିଉଡର ସେଲିବ୍ରିଟିଙ୍କ...

ଏହି ଅଭିନେତ୍ରୀଙ୍କ ସହ କାମ କରିବାକୁ ଚାହାନ୍ତି ରଣବୀର, ନାଁ ଶୁଣିଲେ ଆଲିଆଙ୍କୁ ଲାଗିବ ଝଟ୍‌କା

ମୁମ୍ବାଇ: ଫିଲ୍ମ ‘ବ୍ରହ୍ମାସ୍ତ୍ର’ ପରେ ରଣବୀର କପୁର ପୁଣି ଥରେ ବକ୍ସ ଅଫିସରେ ସଫଳତାର ସ୍ବାଦ ଚାଖିଛନ୍ତି। ତାଙ୍କ ଫିଲ୍ମ ‘ତୁ ଝୁଠି, ମୈ ମକ୍କର’...

ବିଗ୍‌ ବିଙ୍କ ସହ କେବେ ବି କାମ କରିନାହାନ୍ତି ଧକ୍‌ ଧକ୍‌ ଗର୍ଲ, କାରଣ ଜାଣିଲେ..

ବମ୍ବେ: ମହାନାୟକ ଅମିତାଭ ବଚ୍ଚନଙ୍କ ଫିଲ୍ମରେ କାମ କରିବାକୁ ଚାହିଁ ବସିଥାନ୍ତି ଅଭିନେତ୍ରୀମାନେ। ହେଲେ ବଲିଉଡ୍‌ର ଏଭଳି ଜଣେ ନାୟିକା ଅଛନ୍ତି ଯିଏ ବିଗ୍‌ ବିଙ୍କ...

ଲଣ୍ଡନରେ ଘର ପୋଛୁଛନ୍ତି ସୋନମ!

ମୁମ୍ବାଇ: ବଲିଉଡ୍ ନାୟିକା ସୋନମ କପୁର ଆଜିକାଲି ଲଣ୍ଡନରେ ରହୁଛନ୍ତି । ୨୦୧୮ରେ ସେ ଆନନ୍ଦ ଆହୁଜାଙ୍କୁ ବିବାହ କରିବା ପରେ ଲଣ୍ଡନ ସିପ୍ଟ ହୋଇ...

‘ଭିକି ଡୋନର୍‌’ ମୋ ଜୀବନର ଟର୍ନିଂ ପଏଣ୍ଟ

୨୦୧୨ରେ ବହୁଚର୍ଚ୍ଚିତ ଫିଲ୍ମ ‘ଭିକି ଡୋନର୍‌’ରୁ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ ବଲିଉଡ୍‌ର ବବ୍‌ଲି ଅଭିନେତ୍ରୀ ୟାମି ଗୌତମ। ପ୍ରଥମ ଫିଲ୍ମରୁ ହିଁ କ୍ରିଟିକାଲ ଓ...

ହରଭଜନ ସିଂଙ୍କ ପ୍ରଥମ ଚଳଚ୍ଚିତ୍ରର ପୋଷ୍ଟର ରିଲିଜ୍‌, ଫିଲ୍ମ ଷ୍ଟାଇଲ୍‌ରେ ପ୍ରମୋଶନ କଲେ ସଚିନ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଫ୍‌ସ୍ପିନର୍‌ ହରଭଜନ ସିଂ ଦ୍ୱିତୀୟ ପାଳି ଆରମ୍ଭ କରିବାକୁ ଯାଉଛନ୍ତି। କ୍ରିକେଟରେ ସଫଳ ହେବା ପରେ ସେ ଏବେ ଚଳଚ୍ଚିତ୍ର...

Advertisement
Archives

Model This Week