Posted inଖେଳ

ଯୁବିଙ୍କୁ ବ୍ୟାଟିଂ ଶିଖାଇଥିଲେ ସିଦ୍ଧୁ

ବିଶ୍ୱ କ୍ରିକେଟରେ ଯୁବରାଜ ସିଂ (ଯୁବି) ଜଣେ ଲୋକପ୍ରିୟ ଖେଳାଳି। ପୂର୍ବତନ କ୍ରିକେଟର ଯୁଗରାଜ ସିଂଙ୍କ ପୁଅ ଯୁବିଙ୍କୁ ନଭଜୋତ ସିଂ ସିଦ୍ଧୁଙ୍କ ଘରକୁ ବ୍ୟାଟିଂ ଅଭ୍ୟାସ ପାଇଁ ପଠାଉଥିଲେ। ସେତେବେଳେ ସିଦ୍ଧୁ ଭାରତୀୟ ଦଳର ସଦସ୍ୟ ଥିଲେ। ଅଭ୍ୟାସ ଆରମ୍ଭ କରିବାର ୪ ଦିନ ପରେ ଯୁବିଙ୍କ ନିକଟରେ ପ୍ରତିଭା ନ ଥିବା ଯୋଗରାଜଙ୍କୁ ସିଦ୍ଧୁ କହିଥିଲେ। ଏହାପରେ ଯୁବିଙ୍କୁ ବ୍ୟାଗ୍‌ ପ୍ୟାକ୍‌ କରିବାକୁ କହିଥିଲେ, ମୋ ପୁଅକୁ କ୍ରିକେଟର ହେବାରୁ କିଏ ରୋକିପାରିବ ମୁଁ ଦେଖିବି। ଯୁବି ୧୯ ବର୍ଷରୁ କମ୍‌ ପଞ୍ଜାବ ଦଳରେ ସାମିଲ ହେବା ପରେ ସିଦ୍ଧୁ ଏଥିନେଇ କ୍ଷମା ପ୍ରାର୍ଥନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କାହିଁକି ଅଧିନାୟକ ପଦ ଛାଡିଲେ ବିରାଟ କୋହଲି

ନୂଆଦିଲ୍ଲୀ,୧୭।୯: ଭେଟେରାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଗୁରୁବାର କ୍ରିକେଟ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ସେ ସୋସିଆଲ ମିଡିଆରେ ଏକ ନୋଟ ପୋଷ୍ଟ କରିଥିଲେ। ଏହି ପୋଷ୍ଟ...

ବକ୍ସିଂ ଡେ ଟେଷ୍ଟ: ନ୍ୟୁଜିଲାଣ୍ଡ ୨୪୭ ରନରେ ପରାସ୍ତ, ସିରିଜ କବ୍‌ଜା କଲା ଅଷ୍ଟ୍ରେଲିଆ

ମେଲବୋର୍ନ, ୨୯।୧୨ (ଏଏଫ୍‌ପି)- ନାଥନ ଲିୟନ ଓ ଜେମ୍ସ ପାଟିନସନଙ୍କ ମିଳିତ ବୋଲିଂ ସଫଳତା ବଳରେ ଅଷ୍ଟ୍ରେଲିଆ ଏଠାରେ ଅନୁଷ୍ଠିତ ୨ୟ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ...

ରାଜେଶ ମହାନ୍ତିଙ୍କୁ ୧୦ ଉଇକେଟ ସଫଳତା

ଭୁବନେଶ୍ୱର,୧୧।୧୨(ସ୍ପୋଟର୍‌ସ ବ୍ୟୁରୋ)- ଏଠାରେ ଛତିଶଗଡ଼ ବିପକ୍ଷରେ ଖେଳାଯାଇଥିବା ରଣ୍‌ଜୀ ମ୍ୟାଚ୍‌କୁ ଓଡ଼ିଶା ଦଳ ଏକ ଇନିଂସ ଓ ୩ ରନ୍‌ରେ ଜିତି ନେଇଛି। ବିଜୟୀ ଦଳ...

୩ ମହିଳା ଫୁଟ୍‌ବଲ ଖେଳାଳିଙ୍କୁ କରୋନା

ପ୍ୟାରିସ୍‌, ୨୮ା୬ (ଏପି)- ପ୍ୟାରିସ୍‌ ସେଣ୍ଟ-ଜର୍ମେନ (ପିଏସ୍‌ଜି)ମହିଳା ଫୁଟ୍‌ବଲ ଟିମ୍‌ର ୩ଜଣ ଖେଳାଳି କରୋନା ସଂକ୍ରମିତ ହୋଇଛନ୍ତି। କୋଭିଡ୍‌-୧୯ ଟେଷ୍ଟରେ ସିନିୟର ମହିଳା ଦଳର ଜଣେ...

ଅଲିମ୍ପିକ୍ସ ୨୦୨୧: କୋଚ୍‌ମାନଙ୍କ କାର୍ଯ୍ୟକାଳ ବଢାଇବ ଭାରତ

ନୂଆଦିଲ୍ଲୀ,୨୬।୩(ପି.ଟି.)- ୨୦୨୦ ଟୋକିଓ ଅଲିମ୍ପିକ୍ସ ପରେ ଯେଉଁ କୋଚ୍‌ମାନଙ୍କ କାର୍ଯ୍ୟକାଳ ଶେଷ ହେବାର ଥିଲା ସେମାନଙ୍କ ଚୁକ୍ତି ମିଆଦ ବୃଦ୍ଧି କରାଯିବ। ଅଲିମ୍ପିକ୍ସକୁ ଗୋଟିଏ ବର୍ଷ...

ଦୂତି ପାଇବେ ଅର୍ଜୁନ ପୁରସ୍କାର

ଭୁବନେଶ୍ୱର,୨୧।୮(ବ୍ୟୁରୋ)-ଆଥଲେଟ ଦୂତି ଚାନ୍ଦ ଅର୍ଜୁନ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ଦୂତି ଚାନ୍ଦଙ୍କ ସହ ୨୭ ଜଣ ଖେଳାଳି ଅର୍ଜୁନ ପୁରସ୍କାର ପାଇବେ। ଏ...

ବିବାହ କରିବେ ରେସଲର ବବିତା

ନୂଆଦିଲ୍ଲୀ, ୫ା୬ (ପି.ଟି.)-ପରିବାରର ସମ୍ମତି ମିଳିବା ପରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ରେସ୍‌ଲର ବବିତା କୁମାରୀ ଫୋଗତ ବିବେକ ସୁହାଗଙ୍କୁ ବିବାହ କରିବା ପକ୍କା ହୋଇଛି।...

ଆଇପିଏଲ୍‌ ଇତିହାସରେ ପ୍ରଥମଥର ପାଇଁ ଏପରି ଘଟିଲା

ଆଇପିଏଲ ୨୦୨୦ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଉପରେ ରାଜସ୍ଥାନ ରୟାଲ୍ସ ବିଜୟ ସହିତ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ‘ପ୍ଲେ ଅଫ’କୁ ଯିବାର ସମ୍ଭାବନା ସମ୍ପୂର୍ଣ୍ଣ ଶେଷ...

Advertisement
Ten Cric Info


Archives

Model This Week