Posted inଜାତୀୟ

ଯବାନଙ୍କ ବଦାନ୍ୟତା

ବିଜାପୁର,୩୧।୫: ଛତିଶଗଡ଼ ବିଜାପୁରରେ ସିଆର୍‌ପିଏଫ୍‌ କୋବ୍ରା ବାଟାଲିୟନର ଯବାନଙ୍କ ବଦାନ୍ୟତା ଦେଖିବାକୁ ମିଳିଛି। ରାସ୍ତା ସୁବିଧା ନ ଥିବାରୁ ଟ୍ରାକ୍ଟରରୁ ପଡି ଆହତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଏହି ଯବାନମାନେ ୫ କିଲୋମିଟର ବାଟ ଏକ ଖଟରେ ବୋହି ନେଇ ଡାକ୍ତରଖାନା ପହଞ୍ଚାଇଛନ୍ତି। ବର୍ତ୍ତମାନ ଆହତ ଜଣଙ୍କ ସୁସ୍ଥ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସମଝୌତା ପରେ ଏବେ ଥର୍‌ ଏକ୍ସପ୍ରେସ୍‌କୁ ବନ୍ଦ କଲା ପାକିସ୍ତାନ

ନୂଆଦିଲ୍ଲୀ/ଇସଲାମାବାଦ,୯।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ ପାକିସ୍ତାନ ଭାରତରୁ ଗୋଟିଏ ପରେ ଗୋଟିଏ ସମ୍ପର୍କ ଛିନ୍ନ କରିବାରେ ଲାଗିଛି। ଗୁରୁବାର ପାକିସ୍ତାନ ସମଝୌତା ଏକ୍ସପ୍ରେସ୍‌...

ପାକ୍‌ର ଅସ୍ତ୍ରଭର୍ତ୍ତି ଡ୍ରୋନ୍‌କୁ ଖସାଇଲା ବିଏସ୍‌ଏଫ୍‌

ଜମ୍ମୁ,୨୧ା୬(ପି.ଟି.): ଅନ୍ତର୍ଜାତୀୟ ସୀମା ନିକଟବର୍ତ୍ତୀ ଜମ୍ମୁ-କଶ୍ମୀରର କଠୁଆ ଜିଲା ଉପରେ ଉଡ଼ୁଥିବା ପାକିସ୍ତାନର ଏକ ଡ୍ରୋନ୍‌କୁ ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଶନିବାର ଖସାଇଦେଇଛି।...

ଷ୍ଟାଲିନଙ୍କ ପୁଅ ଅଟକ

ନାଗପଟ୍ଟିନମ୍‌,୨୧ା୧୧(ପି.ଟି.): ତାମିଲନାଡୁରେ ଏଆଇଏଡିଏମ୍‌କେର କୁଶାସନ ବିରୋଧରେ ସଭା କରୁଥିବାବେଳେ ଡିଏମ୍‌କେ ମୁଖ୍ୟ ଏମ୍‌.କେ. ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କୁ ପୋଲିସ ଅଟକ ରଖିବା ପରେ ଛାଡ଼ିଦେଇଛି।...

ପୁଣି ଜଣେ ଧନକୁବେରଙ୍କ ଘରେ ଚଢାଉ

କନୌଜ,୩୧।୧୨: ଉତ୍ତରପ୍ରଦେଶର କନୌଜ ସହରର ସୁଗନ୍ଧ ବ୍ୟବସାୟୀଙ୍କ ସମସ୍ୟା ଥମିବାର ନାମ ନେଉନାହିଁ। ଏଠାରେ ସୁଗନ୍ଧିତ ବ୍ୟବସାୟୀ ପୀୟୁଷ ଜୈନଙ୍କଠାରୁ ମିଳିଥିବା ବିପୁଳ ନଗଦ କଳା...

ସୋନିଆ, ପ୍ରିୟଙ୍କାଙ୍କୁ ଭେଟିଲେ ସିଦ୍ଧୁ

ନୂଆଦିଲ୍ଳୀ,୨୭।୨: କଂଗ୍ରେସ ନେତା ତଥା ପଞ୍ଜାବର ବିଧାୟକ ନଭଜୋତ୍‌ ସିଂହ ସିଦ୍ଧୁ ବୁଧବାର କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ମହାସଚିବ ପ୍ରିୟଙ୍କା ଗାନ୍ଧୀ...

ତିନି ପାଦ ତଳକୁ ଖସିଲା ଭାରତ

ନୂଆଦିଲ୍ଲୀ,୨ା୩: ୨୦୩୦ ମସିହା ବେଳକୁ ଭାରତ ଯେଉଁ ବିକାଶ ଲକ୍ଷ୍ୟ ରଖିଥିଲା ତାହା ପୂରଣ ହେବାପରି ମନେହେଉନାହିଁ। ସେଣ୍ଟର ଫର୍‌ ସାଇନ୍ସ ଆଣ୍ଡ୍‌ ଏନ୍‌ଭାଇରନମେଣ୍ଟସ୍‌ ଷ୍ଟେଟ୍‌...

ଆଇସିୟୁରେ ଏସି ବ୍ୟବହାର ଯୋଗୁ କରୋନାରେ ଅଧିକ ସଂକ୍ରମିତ ହେଉଛନ୍ତି ଡାକ୍ତର!

ନୂଆଦିଲ୍ଲୀ,୨୦ ।୧୦: କରୋନା ମହାମାରୀ ଏବେ ତା’ର କାୟା ବିସ୍ତାର କରି ଚାଲିଛି । ଆଗକୁ ବିଭିନ୍ନ ପର୍ବପର୍ବାଣୀ ସାଙ୍ଗକୁ ଶୀତଋତୁ ଆସୁଥିବାରୁ କରୋନା ଆହୁରି...

ଦୈନିକ ସଂକ୍ରମଣ ନେଇ ଚିନ୍ତାରେ ସରକାର…

ନୂଆଦିଲ୍ଲୀ, ୩୦।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...

Advertisement
Archives

Model This Week