ଯବାନଙ୍କ ପାଇଁ ରାଖୀ ପଠାଇଲେ ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ,୧୫।୮-ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର କ୍ୟାମ୍ପସ ଛାତ୍ର କଂଗ୍ରେସ କମିଟି ପକ୍ଷରୁ ଦେଶର ସୁରକ୍ଷା ଦାୟିତ୍ୱରେ ଥିବା ଯବାନଙ୍କ ପାଇଁ ରାଖୀ ପଠାଇବା ଲାଗି ‘ରାଖୀ ଫର ଯବାନ’ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଗତ ୮ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଜରିଆରେ ବୁଧବାର ସୁଦ୍ଧା ଯବାନମାନଙ୍କ ଲାଗି ୫ଶହରୁ ଅଧିକ ରାଖୀ ସଂଗ୍ରହ କରାଯାଇଛି। ଯବାନଙ୍କ ନିକଟକୁ ରାଖୀ ପଠାଇବା ସକାଶେ ଛାତ୍ରୀମାନଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଥିଲା। କ୍ୟାମ୍ପସ ଛାତ୍ର କଂଗ୍ରେସ କମିଟି ପକ୍ଷରୁ ସଂଗୃହୀତ ରାଖୀକୁ ଡାକ ମାଧ୍ୟମରେ ପ୍ରେରଣ କରାଯିବା ବ୍ୟବସ୍ଥା ହୋଇଥିବା ଜିଲା ଛାତ୍ର କଂଗ୍ରେସ ସଭାପତି ଜ୍ଞାନେନ୍ଦ୍ର ମହାନ୍ତି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଅସମ୍ପୂର୍ଣ୍ଣ ଘର ଆଗରେ ପ୍ରଶାସକଙ୍କ ଧାରଣା

କାମାକ୍ଷାନଗର, ୨୯।୧(ଡି.ଏନ.ଏ.) – ଆବାସ ଯୋଜନାରେ ପୁଳାପୁଳା ଦୁର୍ନୀତିକୁ ନେଇ ନିନ୍ଦିତ ହେଉଛି ଢେଙ୍କାନାଳ ଜିଲା ପ୍ରଶାସନ। ବିଶେଷ କରି ପରଜଙ୍ଗ, କଙ୍କଡ଼ାହାଡ଼ ବ୍ଲକରେ ଏହା...

ରେଳ ବୋର୍ଡ ଅଧ୍ୟକ୍ଷଙ୍କୁ ୮ ସପ୍ତାହ ମଧ୍ୟରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ

ଭବାନୀପାଟଣା,୨୨।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ରେଳ ଫାଟକ ବନ୍ଦ ଫଳରେ ଆମ୍ବୁଲାନ୍ସ ଅଟକି ରହିବା ଯୋଗୁ ସାପ କାମୁଡାରେ ଗୁରୁତର ଥିବା ରେଖା ବାଗ ନାମ୍ନୀ...

ବର୍ଷା ନାହିଁ, ଜଳିଗଲାଣି ଧାନ ଗଛ

ପଦ୍ମପୁର, ୨୫।୭ (ଡି.ଏନ.ଏ): ଧାରା ଶ୍ରାବଣରେ ବର୍ଷାର ଦେଖାନାହିଁ । ନିଖୋଜ ହୋଇଯାଇଛି ମୌସୁମୀ । ଆକାଶରେ ମେଘ ଗର୍ଜୁଛି ହେଲେ ବରଷୁ ନାହିଁ ।...

ପାଣି ଓ ପାଇଖାନା ନ ଥାଇ ଚାଲିଛି ଅଙ୍ଗନୱାଡି: ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ

ଚମ୍ପୁଆ, ୨୭ା୧୧(ଡି.ଏନ.ଏ.): ପ୍ରାକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଅଙ୍ଗନୱାଡି ଗୁଡିକରେ ସରକାରଙ୍କ ପକ୍ଷରୁ ସମସ୍ତ ମୌଳିକ ସୁବିଧା କରାଯାଇ ପିଲାମାନଙ୍କର ଭବିଷ୍ୟତ ଗଢାଯାଉଥିବା ବେଳେ ଚମ୍ପୁଆ...

ବସ, ବାଇକ ଦୁର୍ଘଟଣା: ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରତିଶ୍ରୁତି ପରେ ହଟିଲାରାଜପଥ ଅବରୋଧ

କୋରାପୁଟ,୨।୮(ସ୍ବ.ପ୍ର.): କୋରାପୁଟ ଉପକଣ୍ଠ ଆଇଆର୍‌ବି ବାଟାଲିୟନଠାରେ ଗୁରୁବାର ହୋଇଥିବା ବସ, ବାଇକ ଦୁର୍ଘଟଣାରେ ମୃତ ମନୋଜ ମହାନନ୍ଦିଆ ପରିବାରକୁ କ୍ଷତିପୂରଣ ଦାବିରେ ୨୬ ନଂ. ଜାତୀୟ...

ରାଶନ ସାମଗ୍ରୀ ବାଣ୍ଟିଲେ ଡିଆର୍‌ଡିଏ ପିଡି

ଛତ୍ରପୁର,୩୧।୩(ଡି.ଏନ୍‌.ଏ.)- ଗଞ୍ଜାମ ଡିଆର୍‌ଡିଏ ପିଡି ଇଂ. ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଛତ୍ରପୁର ଉପକଣ୍ଠ ଦାମିୟନନଗର ବାସୀଙ୍କୁ ଡାଲି, ଚାଉଳ, ଚିନି, ଆଳୁ, ଚୂଡା ବଣ୍ଟନ କରିଥିଲେ।...

କୃଷି ଯନ୍ତ୍ରପାତି ଉଦ୍ଭାବକ କୁନି ବୈଜ୍ଞାନିକଙ୍କୁ ସମ୍ବର୍ଦ୍ଧନା

ରୂପ୍‌ସା, ୫।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଲକର ୭ମ ଶ୍ରେଣୀ ଅଧ୍ୟୟନରତ କୁନି ବୈଜ୍ଞାନିକ ବିପ୍ଳବ କୁମାର ଘୋଷଙ୍କୁ ବେଣାପୁରା ‘ଜୀବନ ସାଥି’ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ...

ନାବାଳିକା ଝିଅକୁ ପୋଡିଦେଲେ ବାପା

ପାଟଣାଗଡ, ୨୩।୧୧ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ଥାନା ଅନ୍ତର୍ଗତ ଡେବିରିପାଲି ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ କାଣ୍ଡ। ଜଣେ ନାବାଳିକା ଝିଅକୁ...

Play 250+ Trending Games
Archives

Model This Week

Why Dharitri