ମ୍ୟାନ ଭର୍ସେସ ଓ୍ବାଇଲ୍ଡ: ବିୟର ଗ୍ରିଲସ୍‌ଙ୍କ ସହ ନଜର ଆସିଲା ରଜନୀକାନ୍ତଙ୍କ ମୋଶନ ପୋଷ୍ଟର

ନୂଆଦିଲ୍ଲୀ,୨୦।୨: ଡିସକଭରି ଚ୍ୟାନେଲରେ ପ୍ରସାରିତ ହେବାକୁ ଥିବା ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କର ଶୋ’ ମ୍ୟାନ ଭର୍ସେସ ଓ୍ବାଇଲ୍ଡର ମୋଶନ ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଥମଥର ଆସିଥିବା ଏହି ମୋଶନ ପୋଷ୍ଟର ଦେଖିବା ପରେ ଦର୍ଶକେ ଏହାର ପ୍ରସାରଣକୁ ଅପେକ୍ଷା ରଖିଛନ୍ତି। ତେବେ ରଜନୀକାନ୍ତଙ୍କ ପରେ ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ମଧ୍ୟ ମ୍ୟାନ ଭର୍ସେସ ଓ୍ବାଇଲ୍ଡ ପାଇଁ ଶୁଟିଂ କରି ସାରିଛନ୍ତି। ଏହା ପୂର୍ବରୁ ପ୍ରଥମ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମ୍ୟାନ ଭର୍ସେସ୍‌ ଓ୍ବାଇଲ୍ଡରେ ଆସିଥିବା ବେଳେ ଏହି ଶୋ’କୁ ଦେଖିବାକୁ ବିଶ୍ୱବାସୀ ଏକ ପ୍ରକାର ଅପେକ୍ଷା ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କମିବା ପରେ ପୁଣି ବଢୁଛି ଦେଶରେ କରୋନା ସଂକ୍ରମଣ

ନୂଆଦିଲ୍ଲୀ,୫ ।୧୧: ଗତ କିଛିଦିନ ହେବ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିଥିବା ଲକ୍ଷ୍ୟ କରାଯାଇଥିଲା । ହେଲେ ଗୁରୁବାର ପୁଣି ଏହି ସଂଖ୍ୟାରେ ବୃଦ୍ଧି...

ରେକର୍ଡ ଭାଙ୍ଗିଲା ଭାରତ, ଏକ ସପ୍ତାହରେ ୪ କୋଟିଙ୍କୁ ଭାକ୍ସିନ୍‌ ଡୋଜ୍‌…

ନୂଆଦିଲ୍ଲୀ ,୨୬।୬: ଦେଶରେ କରୋନା ମହାମାରୀ ବିରୋଧରେ ଲଢ଼େଇ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଦ୍ରୁତବେଗରେ କରାଯାଉଛି। ଭାରତ...

ବିହାରରେ ଚାଲିଛି ଚୋରା ମଦ ବେପାର: ନୀତିଶଙ୍କୁ ସବୁ ଜଣା ବୋଲି ଅଭିଯୋଗ କଲେ ଚିରାଗ

ପାଟନା, ୨୪।୧୦: ବିହାରରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏନେଇ ଏଲ୍‌ଜେପି ମୁଖ୍ୟ ଚିରାଗ ପାସଓ୍ବାନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଚିରାଗ କହିଛନ୍ତି...

ହୋଟେଲରେ ଥିବା ବିଧାୟକଙ୍କ ପଛରେ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ର ସରକାର ଗଠନକୁ ନେଇ ଚାଲିଥିବା ଅଙ୍କକଷା ଏବେବି ଲାଗି ରହିଛି। ଗୋଟିଏ ପଟେ ଭାଜପା ନେତୃତ୍ୱରେ ସରକାର ଗଠନ କରାଯାଇଥିଲେ ମଧ୍ୟ ଏବେ...

ହସ୍ପିଟାଲରୁ ସୁସ୍ଥହୋଇ ଘରକୁ ଫେରିଲେ ରାହୁଲ

ରାୟପୁର,୨୫।୬: ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଲେ ରାହୁଲ ସାହୁ। ୫ ଦିନ ବୋରଓ୍ବେଲରେ ଫସିବା ପରେ ଗତ ୧୪ ତାରିଖ ରାତିରେ ଉଦ୍ଧାର ହୋଇଥିଲେ...

ଷ୍ଟ୍ରୋକ୍‌ ଯୋଗୁ ପ୍ରତି ୪ ମିନିଟ୍‌ରେ ଜଣେ ପ୍ରାଣ ହରାଉଛନ୍ତି

ନୂଆଦିଲ୍ଲୀ, ୧୦। ୩:ଷ୍ଟ୍ରୋକ୍‌ ଯୋଗୁ ଭାରତରେ ପ୍ରତି ୪ ମିନିଟରେ ଜଣଙ୍କର ମୃତ୍ୟୁ ଘଟୁଛି। ବର୍ତ୍ତମାନ ଏହା ଦେଶରେ ଘଟୁଥିବା ମୃତ୍ୟୁର ଦ୍ୱିତୀୟ ପ୍ରମୁଖ କାରଣ...

କେରଳ ଟ୍ରେନ ଘଟଣା: ଅଭିଯୁକ୍ତଙ୍କୁ ଧରିଲା ପୋଲିସ

କୋଝିକୋଡ, ୩ା୪: କେରଳର କୋଝିକୋଡ ଜିଲାରେ ଏକ ଏକ୍ସପ୍ରେସ ଟ୍ରେନ୍‌ର ଯାତ୍ରୀଙ୍କୁ ନିଆଁ ଲଗାଇ ଦେଇଥିବା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ତେବେ...

ଆଜି ଇସ୍ତଫା ଦେଇପାରନ୍ତି ଚନ୍ଦ୍ରାବାବୁ

ହାଇଦ୍ରାବାଦ,୨୩।୫: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରାବାବୁ ନାଇଡୁ ଗୁରୁବାର ସୁଦ୍ଧା ନିଜ ପଦରୁ ଇସ୍ତଫା ଦେଇ ପାରନ୍ତି ବୋଲି ଅନୁମାନ କରାଯାଉଛି। କାରଣ ବିଧାନସଭା...

Advertisement
Archives

Model This Week