Posted inଜାତୀୟ

ମୋଦିଙ୍କ ଟିମ୍‌ରେ କମିଗଲେ ମହିଳା: ଥିଲେ ୧୦, ହେଲେ ୬

ନୂଆଦିଲ୍ଲୀ, ୩୧।୫: ନରେନ୍ଦ୍ର ମୋଦି ଲଗାତାର ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମୋଦିଙ୍କ ମନ୍ତ୍ରିମଣ୍ଡଳରେ ୫୭ ଜଣ ସଦସ୍ୟ ସ୍ଥାନ ପାଇଥିଲାବେଳେ ଏମାନଙ୍କ ମଧ୍ୟରେ ୨୪ ଜଣ କ୍ୟାବିନେଟ ପାହ୍ୟା, ୨୪ ରାଷ୍ଟ୍ର ପାହ୍ୟା ଏବଂ ୯ଜଣଙ୍କୁ ରାଷ୍ଟମନ୍ତ୍ରୀ(ସ୍ବାଧୀନ) ଭାବେ ନିଆଯାଇଛି। ମାତ୍ର ୬ଜଣ ମହିଳା ମୋରଦିଙ୍କ ଟିମ୍‌ରେ ସାମିଲ୍‌ ଅଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ କ୍ୟାବିନେଟ୍‌ ପାହ୍ୟା ମିଳିଥିବାବେଳେ ବାକି ୩ଜଣଙ୍କ ରାଷ୍ଟ୍ର ମନ୍ତ୍ରୀ ପାହ୍ୟା ମିଳିଛି। ୨୦୧୪ରେ ମୋଦି ସରକାରରେ ୧୦ ଜଣ ମହିଳା ସାମିଲ ଥିଲେ। କ୍ୟାବିନେଟରେ ୭ ଜଣ ମହିଳା ରହିଥିଲେ। ମୋଦି-୨ ସରକାରରେ ନିର୍ମଳା ସୀତାରମଣ, ସ୍ମୃତି ଇରାନୀ ଓ ହର୍ସିମିତ କୌର ବାଦଲଙ୍କ କ୍ୟାବିନେଟ୍‌ ପାହ୍ୟା ଦିଆଯାଇଛି। ସ୍ବାଧୀ ନିରଞ୍ଜନ ଜ୍ୟୋତି, ରେଣୁକା ସିଂ ସାରୁତା ଏବଂ ଦେବାଶ୍ରୀ ଚୌଧୁରୀଙ୍କ ରାଷ୍ଟ୍ର ପାହ୍ୟା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହମ୍ମଦ୍‌ଙ୍କ ବାଣୀ ସମାଜରେ ସଦ୍‌ଭାବନା ଓ ଶାନ୍ତି ସୃଷ୍ଟି କରୁ: ମୋଦି

ନୂଆଦିଲ୍ଲୀ,୧୦।୧୧: ମହାପୁରୁଷ ମହମ୍ମଦ୍‌ଙ୍କ ବାଣୀ ସମାଜରେ ସଦ୍‌ଭାବନା ଓ ଶାନ୍ତି ସୃଷ୍ଟି କରୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଲାଦ୍‌-ଉନ୍‌-ନବୀ ଅବସରରେ ରବିବାର ଟୁଇଟ୍‌ କରି...

ଜାତିର ପିତା-ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି…

ନୂଆଦିଲ୍ଲୀ,୨।୧୦: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୨ତମ ଜୟନ୍ତୀ ଏବଂ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍‌ ବାହାଦୂର ଶାସ୍ତ୍ରୀଙ୍କ ୧୧୭ତମ ପବିତ୍ର ଜନ୍ମ ଦିବସ ଅବସରରେ...

ଆଉ ସପ୍ତାହକ ମଧ୍ୟରେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ଛୁଇଁବା ଆଶଙ୍କା

ନୂଆଦିଲ୍ଲୀ,୩୦।୫: ଭାରତରେ କରୋନା ମହାମାରୀ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ପ୍ରତିଦିନ ନୂଆ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରତି ୨୪ ଘଣ୍ଟାରେ ଏବେ ନୂଆ...

ମିଳିଲା ବ୍ଲାକ୍‌ ବକ୍ସ: ଏବେ ଖୋଲିବ କୁନ୍ନୁର ଦୁର୍ଘଟଣାର ସତ କାହାଣୀ

ନୂଆଦିଲ୍ଲୀ,୯ା୧୨: ତାମିଲନାଡୁ କୁନ୍ନୁରରେ ବୁଧବାର ମଧ୍ୟାହ୍ନରେ ଘଟିଥିବା ଚପର ଦୁର୍ଘଟଣାର ଗୁମର ଖୋଲିବ ବ୍ଲାକ୍‌ ବକ୍ସ। ଘଟଣାସ୍ଥଳରୁ ଉଦ୍ଧାରକାରୀ ଟିମ୍‌ ଏହି ବକ୍ସକୁ ଉଦ୍ଧାର କରିଛନ୍ତି।...

ଏନ୍‌ପିଡିଆର୍‌ଆର୍‌ ପୁନର୍ଗଠିତ

ନୂଆଦିଲ୍ଲୀ,୭ା୩(ପି.ଟି.): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଅଧ୍ୟକ୍ଷତାରେ ବିପର୍ଯ୍ୟୟ ବିପଦ ପ୍ରଶମନ ଜାତୀୟ ମଞ୍ଚ (ଏନ୍‌ପିଡିଆର୍‌ଆର୍‌) ଗଠନ କରାଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ...

କ୍ରୀଡ଼ା ଉତ୍ସବ ପରେ ୨୯ ଡାକ୍ତରୀ ଛାତ୍ରୀଛାତ୍ର ପଜିଟିଭ୍‌

ମୁମ୍ବାଇ, ୩୦।୯: ମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ ପରିଚାଳିତ ପାରେଲସ୍ଥିତ କେଇଏମ୍‌ ହସ୍ପିଟାଲର ୨୯ ଜଣ ଡାକ୍ତରୀ ଛାତ୍ରୀଛାତ୍ର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

ନୂଆଦିଲ୍ଲୀ,୨୭ ।୯: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା ମେଜର(ଅବସରୀପ୍ରାପ୍ତ) ଯଶୱନ୍ତ ସିଂଙ୍କର ରବିବାର ସକାଳ ପ୍ରାୟ ୬ଟା ୫୫ ମିନିଟରେ...

ଅଖିଳେଶଙ୍କ ରାଜ୍ୟ ସଭା ଗେମ୍‌ ପ୍ଲାନ୍‌…

ଲକ୍ଷ୍ନୌ, ୨୫।୫ : ଉତ୍ତରପ୍ରଦେଶରେ ରାଜ୍ୟସଭା ନିର୍ବାଚନ ନେଇ ରାଜନୈତିକ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ହେବାରେ ଲାଗିଛି। ରାଜ୍ୟର ୧୧ ରାଜ୍ୟ ସଭା ଆସନ...

Advertisement
Archives

Model This Week