ମେନ୍ୟୁ କାର୍ଡ ମେଶିନ୍‌ କହିଥାଏ ଗ୍ରାହକଙ୍କ ପସନ୍ଦ

ବେଜିଂ: ସାଧାରଣତଃ ମନ ପସନ୍ଦର ଖାଦ୍ୟ ଖାଇବା ପାଇଁ ହୋଟେଲ ବା ରେଷ୍ଟୁରାଣ୍ଟରେ ମେନ୍ୟୁ କାର୍ଡ ଦେଖି ଅର୍ଡର ଦିଆଯାଇଥାଏ। ମାତ୍ର ଏହି ଖାଦ୍ୟ ସ୍ବାସ୍ଥ୍ୟପକ୍ଷେ ହିତକାରୀ ନା ନାହିଁ ସେ ନେଇ ଗ୍ରାହକ ଅଜଣା ରହିଥାନ୍ତି। ଲୋକଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଚାଇନାର ବେଜିଂରେ ଏକ ହୋଟେଲରେ ଗ୍ରାହକଙ୍କୁ ସେମାନଙ୍କ ସ୍ବାସ୍ଥ୍ୟ ଉପଯୋଗୀ ଖାଦ୍ୟ ଦିଆଯାଏ। ଏଠାରେ ଏକ ଉନ୍ନତ ଧରଣର ଟେକ୍ନୋଲୋଜି ବ୍ୟବହାର ହୋଇଛି। ଏଠି ଟେବୁଲ ଉପରେ ମେନ୍ୟୁ କାର୍ଡ ରଖାଯାଏନି। ହୋଟେଲରେ ଥିବା ମେନ୍ୟୁ କାର୍ଡ ମେଶିିନ ସମ୍ମୁଖରେ ଗ୍ରାହକ ଛିଡା ହେଲେ ସେ କ’ଣ ଖାଇଲେ ତାଙ୍କର ସ୍ବାସ୍ଥ୍ୟ ପାଇଁ ଭଲ ହେବ, ସେହି ଅନୁସାରେ ଖାଦ୍ୟ ଅର୍ଡର ଦିଆଯାଇଥାଏ। ଏହା ଏକ ରୋବଟ୍‌ ଭଳି କାମ କରେ। ଏହା ସାମ୍ନାରେ ଗ୍ରାହକ ଛିଡା ହେଲେ ଏହା ବୟସ ଓ ଲିଙ୍ଗକୁ ଚିହ୍ନଟ କରି ସେହି ଆଧାରରେ ଖାଦ୍ୟ ଅର୍ଡର ଦିଏ। ଯଦି କୌଣସି ଶିଶୁ ଏହି ମେଶିନ ସମ୍ମୁଖରେ ଛିଡା ହୁଏ, ତେବେ ସେ ଶିଶୁ ପାଇଁ ହର୍ଲିକ୍ସ ବା ବୋର୍ନଭିଟା କିମ୍ବା ବୟସ ଅନୁସାରେ ଖାଦ୍ୟ ମେନ୍ୟୁ ମେଶିନ୍‌ ଅର୍ଡର କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପୁଲ୍‌ଓ୍ବାମା ଶହୀଦଙ୍କ ଝିଅଙ୍କୁୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ଜିଲାପାଳ

ଦେଶର ସୁରକ୍ଷା ଦାୟିତ୍ୱରେ ଥିବା ଯବାନମାନେ ପ୍ରତିକୂଳ ପରିସ୍ଥିତିରେ ଥାଇ ସୁଦ୍ଧା ଜନସାଧାରଣଙ୍କ ସେବା କରିବାକୁ ଭୁଲନ୍ତି ନାହିଁ। ହେଲେ ଜଣେ ଯବାନ ଶହୀଦ ହେବା...

ଗଞ୍ଜା ଥାନା ହାଜତରେ ଅଟକ

ହାଇଦ୍ରାବାଦ, ୬।୨: କୌଣସି ଅଭିଯୋଗ ହେଲେ ଅଭିଯୁକ୍ତଙ୍କୁ ଥାନା ହାଜତରେ ଅଟକ ରଖାଯାଇଥାଏ। ତେବେ ତେଳଙ୍ଗାନାରେ ୨ ଗଞ୍ଜାଙ୍କୁ ୨୫ ଦିନ ଥାନା ହାଜତରେ ରହିବାକୁ...

ପ୍ଲାଷ୍ଟିକ୍‌ କପ୍‌ରେ ଚା’ ପିଉଥିଲେ ହୁଅନ୍ତୁ ସାବଧାନ…

କେତେକଙ୍କର ଚା’ ପିଇବା ଅଭ୍ୟାସ ଥାଏ। ତେବେ ବାହାରେ ପ୍ଲାଷ୍ଟିକ୍‌ କପ୍‌ରେ ଚା’ ପିଉଥିଲେ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ। କାରଣ ଏହା ମଧ୍ୟରେ ଥିବା...

ଏଫ୍‌ଏଟିଏଫ୍‌ର ୬ ସର୍ତ୍ତ ପୂରଣରେ ପାକ୍‌ ବିଫଳ

ନୂଆଦିଲ୍ଲୀ,୧୯ା୧୦(ପି.ଟି.): ଫାଇନ୍ସାସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫ୍‌ଏଟିଏଫ୍‌)ର ୬ଟି ସର୍ତ୍ତକୁ ପୂରଣ କରିବାରେ ପାକିସ୍ତାନ ବିଫଳ ହୋଇଛି। ଭାରତର ମୋଷ୍ଟ ଓ୍ବାଣ୍ଡେଡ୍‌ ଆତଙ୍କବାଦୀ ମୌଲାନା ମାସୁଦ୍‌...

କାବୁଲରେ ଆମେରିକାର ଡ୍ରୋନ୍‌ ଷ୍ଟ୍ରାଇକ୍‌

କାବୁଲ, ୩୦ା୮: ଆଫଗାନିସ୍ତାନର କାବୁଲସ୍ଥିତ ହମିଦ୍‌ କାର୍‌ଜାଇ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଆତଙ୍କବାଦୀ ଆକ୍ରମଣ ନେଇ ହାଇଆଲର୍ଟ ଜାରି କରିବା ପରେ ଆମେରିକା ରବିବାର ସେଠାରେ...

ପାକିସ୍ତାନ ଓ୍ବେବ୍‌ସାଇଟ୍‌ରେ ଶ୍ରୀରାମଙ୍କ ଫଟୋ, ହ୍ୟାକ୍‌ର ଲେଖିଲେ…

ଇସ୍‌ଲାମାବାଦ,୧୬ା୮: ସ୍ବାଧୀନତା ଦିବସ ଅବସରରେ, କେତେକ ହ୍ୟାକର ପାକିସ୍ତାନର ଅନେକ ଗୁରୁତ୍ୱପୂର୍ଣ୍ଣ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌ କରିଥିଲେ। ଏହା ଅଗଷ୍ଟ ୧୫ର ଅଭିନନ୍ଦନ ବାର୍ତ୍ତା ଥିଲା। କେବଳ...

୯ ବର୍ଷରେ ଭଙ୍ଗାଯାଇଛି ୩,୭୨୧ ଘର-ମନ୍ଦିର, ଚିନ୍ତା ବ୍ୟକ୍ତ କଲା ଜାତିସଂଘ…

ଢାକା,୧୯।୧୦: ବାଂଲାଦେଶରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କ ଉପରେ ଅତ୍ୟାଚାର ଜାରି ରହିଛି। ଗତ ସପ୍ତାହରେ ରଙ୍ଗପୁର ଜିଲାରେ ସୃଷ୍ଟି ହୋଇଥିବା ହିଂସା ଏବେ ବ୍ୟାପିବାରେ ଲାଗିଛି। ଇତିମଧ୍ୟରେ...

ବନ୍ଧା ହୋଇ ମଧ୍ୟ କ୍ରିକେଟ୍‌ ଖେଳୁଛି ହାତୀ: ନାଦି ଦେଉଛି ଛକା, ଚାରି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

Advertisement
Archives

Model This Week