ମେଦବହୁଳତାରୁ ଦୂରେଇ ରହିବା ପାଇଁ ନିତି ଏହି ରସରୁ ଚାମୁଚେ…

ପରିବର୍ତ୍ତିତ ଜୀବନଶୈଳୀରେ କେତେକ ମେଦବହୁଳତାର ଶିକାର ହୋଇଥାନ୍ତି। ତେବେ ଏହାର ସଫଳ ଚିକିତ୍ସା ଆମ ଘରବାଡ଼ିରେ ଥିବା ବିଭିନ୍ନ ଔଷଧୀୟ ଗଛଲତା ସହାୟତାରେ ସହଜରେ ହୋଇପାରିଥାଏ। ମଦବହୁଳତା କମାଇବାରେ ଘିକୁଆଁରୀ ବା ଆଲୋଭେରା ରସ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ପ୍ରତିଦିନ ରସରୁ ଚାମୁଚେ ପିଇଲେ ସୁଫଳ ମିଳେ। ସେହିପରି ଗୋଟିଏ ଲେମ୍ବୁରସ ଅଧା ଗ୍ଲାସ ଉଷୁମପାଣିରେ ୪ ଚାମୁଚ ଘିକୁଆଁରୀ ରସ ସହିତ ମିଶାଇ ଏହାକୁ ପିଇଲେ ଏକ ମାସ ମଧ୍ୟରେ ମେଦବହୁଳତା କମିବାକୁ ଲାଗିଥାଏ ବୋଲି ଆୟୁର୍ବେଦରେ ସୂଚିତ ହୋଇଛି। ସେହିପରି ଗୁଗ୍ଗଳକୁ ଘିକୁଆଁରୀ ରସ ସହିତ ମିଶାଇ ଏକତ୍ର ସେବନ କଲେ ମଧ୍ୟ ବିଶେଷ ଉପକାର ମିଳିଥାଏ। ୪ ଚାମୁଚ ମେଥିପତ୍ର ରସ, ଗୋଟିଏ ରସୁଣ କୋଲା ସହିତ ୨୦ ଗ୍ରାମ୍‌ ଘିକୁଆଁରୀ ରସ ସକାଳେ ଖାଲିପେଟରେ ସେବନ କଲେ ମେଦବହୁଳତା ହୋଇ ନ ଥାଏ। ଏହାକୁ ଏକ ମାସ ପର୍ଯ୍ୟନ୍ତ ପ୍ରତିଦିନ କଲେ ସୁଫଳ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶେହଲାଙ୍କ ନାଁରେ ମାମଲା ଲାଗି ଦିଲ୍ଲୀ ଉପରାଜ୍ୟପାଳଙ୍କ ଅନୁମତି

ନୂଆଦିଲ୍ଲୀ,୧୧ା୧(ପି.ଟି.): ଭାରତୀୟ ସେନା ବିରୋଧରେ ଟୁଇଟ୍‌ କରିଥିବା ଜେଏନ୍‌ୟୁ ଛାତ୍ର ସଂଗଠନର ପୂର୍ବତନ ଉପ ସଭାନେତ୍ରୀ ଶେହଲା ରଶିଦଙ୍କ ବିରୋଧରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ...

ବୁଲା କୁକୁରଙ୍କୁ ଆସାମ ପଠାଇ ଦିଅ, ସେଠାରେ ଲୋକେ ଏମାନଙ୍କର ମାଂସ ଖାଆନ୍ତି: ବିଧାୟକଙ୍କ ମନ୍ତବ୍ୟ ନେଇ ବିବାଦ…

ମୁମ୍ବାଇ,୫।୩ : ମହାରାଷ୍ଟ୍ର ବିଧାନସଭାର ବିଧାୟକ ତଥା ପ୍ରହାର ଜନଶକ୍ତି ପାର୍ଟିର ମୁଖ୍ୟ ବଚ୍ଚୁ କାଦୁ କହିଛନ୍ତି ଯେ ଆସାମର ଲୋକମାନେ କୁକୁର ମାଂସ ଖାଉଛନ୍ତି।...

ଗନ୍‌-ଗର୍ଲଫ୍ରେଣ୍ଡ-ଗ୍ଲାମର : ପଞ୍ଜାବରେ ବେଲଗାମ ଅଣ୍ଡରଓ୍ବାଲର୍‌ଡ…

ଚଣ୍ଡିଗଡ଼,୪।୧୨ : ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଦାବି କରିଛନ୍ତି ଯେ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ ଘଟାଇଥିବା ଗୋଲ୍ଡି ବରାଡଙ୍କୁ ଆମେରିକୀୟ ପୋଲିସ ଗିରଫ କରିଛି।...

କୋଭିଡ୍‌ ଟିକା ପାଇଁ ବିଶ୍ୱରେ ସର୍ବାଧିକ ଚାର୍ଜ କରୁଛନ୍ତି ଘରୋଇ ହସ୍ପିଟାଲ

ନୂଆଦିଲ୍ଲୀ,୧୦।୫: ଦେଶରେ ଘରୋଇ ହସ୍ପିଟାଲ ୧୮ରୁ ୪୪ ବର୍ଷୀୟ ବୟସ୍କଙ୍କୁ କୋଭିଡ୍‌ ଟିକା ପାଇଁ ମୁଣ୍ଡ ପିଛା ୭୦୦ରୁ ୧,୫୦୦ ଟଙ୍କା ଚାର୍ଜ କରୁଛନ୍ତି। କୋଓ୍ବିନ...

ବର୍ଷା ପରେ ବି କମୁନି ରାଜଧାନୀରେ ପ୍ରଦୂଷଣର ସ୍ତର

ନୂଆଦିଲ୍ଲୀ,୩।୧୧: ଦିଲ୍ଲୀ ଏନ୍‌ସିଆର୍‌ରେ ବର୍ଷା ପରେ ବି କମୁନି ପ୍ରଦୂଷଣର ମାତ୍ରା। ଶନିବାର ରାତିରେ ଦିଲ୍ଲୀର କିଛି ଅଂଶରେ ସାମାନ୍ୟ ବର୍ଷା ହୋଇଥିବା ବେଳେ ଏବେବି...

ରାହୁଲଙ୍କୁ ରାମ କହିବା ନେଇ କଂଗ୍ରେସର ଘରକଳି ବଢ଼ିଲା, ଲକ୍ଷ୍ମଣ କହିଲେ ତୋଷାମଦର ସୀମା ପାର ହୋଇଛି…

ନୂଆଦିଲ୍ଲୀ,୧୯।୧୦ :  ରାହୁଲ ଗାନ୍ଧୀଙ୍କୁ ଶ୍ରୀରାମ କହିବା ନେଇ କଂଗ୍ରେସରେ ଘରକଳି ଆରମ୍ଭ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କ ସାନଭାଇ ତଥା ବିଧାୟକ ଲକ୍ଷ୍ମଣ...

କୋଭିଡ୍‌-୧୯ ଟିକାର ସଫଳତା

”ବିଦେଶୀ ଟିକାର ସଂରକ୍ଷଣ ବ୍ୟବସ୍ଥା ଭାରତରେ ଅନୁକୂଳ ନୁହେଁ। ଏହା ବିଯୁକ୍ତ ୮୦ ଡିଗ୍ରୀ (-୭୦ରୁ-୮୦) ସେଲସିୟସ ଉତ୍ତାପରେ ସୁରକ୍ଷିତ ରହିଥାଏ। ଏହାକୁ କୋଲ୍ଡ ଚେନ୍‌...

କ୍ୟାବିନେଟ ବୈଠକରେ ବଡ ନିଷ୍ପତ୍ତି: ସିନେମାଟୋଗ୍ରାଫି ବିଲ ୨୦୨୩କୁ ଅନୁମତି

ନୂଆଦିଲ୍ଲୀ,୧୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ଚଳଚ୍ଚିତ୍ର ଜଗତକୁ ନେଇ ଏକ ବଡ ନିଷ୍ପତ୍ତି ନିଆଯାଇଛି। ଚଳଚ୍ଚିତ୍ରରେ ହେଉଥିବା...

Advertisement
Archives

Model This Week