ମୂଳ ଭାରତୀୟ ବାସିନ୍ଦା ପ୍ରିୟା ପିନ୍ଧିଲେ ‘ମିସ୍‌ ୟୁନିଭର୍ସ ଅଷ୍ଟ୍ରେଲିୟା’ ମୁକୁଟ

ମେଲବୋର୍ନ,୨୮।୬: ଭାରତୀୟ ମୂଳ ବାସିନ୍ଦା ୨୬ ବର୍ଷୀୟା ପ୍ରିୟା ସେର୍ରଓ୍ବ ‘ମିସ୍‌ ୟୁନିଭର୍ସ ଅଷ୍ଟ୍ରେଲିୟା ୨୦୧୯’ର ବିଜେତା ଘୋଷିତ ହୋଇଛନ୍ତି। ୨୭ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ରିୟା ଏହି ସଫଳତା ପାଇଛନ୍ତି। ଆସନ୍ତା ବର୍ଷହେବାକୁ ଥିବା ମିସ୍‌ ୟୁନିଭର୍ସ କମ୍ପିଟିଶନରେ ପ୍ରିୟା ଅଷ୍ଟ୍ରେଲିୟାରୁ ପ୍ରତିନିଧିତ୍ୱ କରିବେ। ମିସ୍‌ ୟୁନିଭର୍ସ ଅଷ୍ଟ୍ରେଲିୟା ଓ୍ବେସାଇଟ୍‌ର ସୂଚନା ଅନୁଯାୟୀ, ପ୍ରିୟାଙ୍କ ଜନ୍ମ କର୍ନାଟକର ବେଲମାନ୍ନୁରେ ହୋଇଥିବା ବେଳେ ତାଙ୍କର ପାଳନ ପୋଷଣ ମିଡଲ୍‌ ଇଷ୍ଟରେ ହାଇଛି। ମାତ୍ର ୧୧ ବର୍ଷ ବୟସରେ ସେ ନିଜ ପରିବାର ସହ ଅଷ୍ଟ୍ରେଲିୟା ଚାଲି ଯାଇଥିଲେ। ଆଇନରେ ସେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିନ୍ତାବ୍ୟକ୍ତ କଲା ଚାଇନା

ନୂଆଦିଲ୍ଲୀ/ବେଜିଂ,୧।୭: କେନ୍ଦ୍ର ସରକାର ଦେଶରେ ଚାଇନା ଭିଡିଓ ଆପ୍‌ ଟିକ୍‌ଟକ୍‌ ସମେତ ୫୯ଟି ଆପ୍ଲିକେଶନ ଉପରେ ସୋମବାର କଟକଣା ଜାରି କରିଛନ୍ତି। ଟିକ୍‌ଟକ୍‌କୁ ଗୁଗଲ ପ୍ଲେ...

ଆଜି କୁଳଭୂଷଣଙ୍କୁ ମିଳିବ ଦୂତାବାସ ସହାୟତା

ନୂଆଦିଲ୍ଲୀ/ଇସ୍‌ଲାମାବାଦ୍‌, ୨।୮(ଆଇଏଏନ୍‌ଏସ୍‌):ପାକିସ୍ତାନୀ ଜେଲ୍‌ରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କୁ ଦୂତାବାସ ସହାୟତା ଯୋଗାଇଦେବାକୁ ପାକିସ୍ତାନ ରାଜି ହୋଇଛି। ତାଙ୍କୁ ଏହି ସହାୟତା ଦେବାକୁ ଅନ୍ତର୍ଜାତୀୟ...

ସମଝୌତା ଏକ୍ସପ୍ରେସ୍‌କୁ ସୀମାରେ ଅଟକାଇଲା ପାକ୍‌

ଇସ୍‌ଲାମାବାଦ/ନୂଆଦିଲ୍ଲୀ,୯।୮:ଭାରତ ଓ ପାକିସ୍ତାନ ମଧ୍ୟରେ ଚଳାଚଳ କରୁଥିବା ସମଝୌତା ଏକ୍ସପ୍ରେସ୍‌ ଟ୍ରେନ୍‌ ସେବାକୁ ଇସ୍‌ଲାମାବାଦ ବାତିଲ କରିଦେଇଥିବା ଏହାର ରେଳମନ୍ତ୍ରୀ ଶେଖ୍‌ ରଶିଦ୍‌ ଗୁରୁବାର ଘୋଷଣା...

କରୋନା ପରେ ନୂଆ ବିପଦ: ସଂକ୍ରମିତ ପିଆଜ ଖାଇ ଲୋକେ ଅସୁସ୍ଥ

ଓ୍ବାଶିଂଟନ, ୩।୮: ଆମେରିକାରେ କରୋନା ସଂକ୍ରମଣ ଯୋଗୁ ଅଚଳାବସ୍ଥା ସୃଷ୍ଟି ହୋଇଥିବାବେଳେ ଏବେ ବହୁ ଲୋକ ସଂକ୍ରମିତ ପିଆଜ ଖାଇ ଅସୁସ୍ଥ ହୋଇପଡ଼ିଛନ୍ତି। ଇତିମଧ୍ୟରେ ୬୦ରୁ...

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶେହବାଜଙ୍କ ପୁଅ

ଲାହୋର,୧।୫: ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ପୁଅ ହମଜା ଶରିଫ ଦେଶର ସବୁଠାରୁ ରାଜନୈତିକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ପଞ୍ଜାବ ପ୍ରଦେଶର ଦାୟିତ୍ୱ ଗ୍ରହଣ କରିଛନ୍ତି।...

ଚାଇନା-ରୁଷିଆ ବିପଦ ମଧ୍ୟରେ ହ୍ବାଇଟ ହାଉସ ଘୋଷଣା କଲା ୨୦୨୩ର ଯୋଜନା…

ଓ୍ବାଶିଂଟନ,୪।୧ : ରୁଷିଆ ଏବଂ ଚାଇନା ବିପଦ ମଧ୍ୟରେ ଆମେରିକା ୨୦୨୩ ପାଇଁ କୂଟନୈତିକ ସ୍ଥିତି ସ୍ପଷ୍ଟ କରିଛି। ହ୍ବାଇଟ ହାଉସ କହିଛି ଯେ ଦୀର୍ଘ...

ଯୁଦ୍ଧ ବିମାନରେ ଦୋଳି ଖେଳୁଛନ୍ତି ତାଲିବାନ୍‌ ଫାଇଟର

କାବୁଲ,୧୧।୯: ଆମେରିକୀୟ ସେନା ଆଫଗାନିସ୍ତାନରୁ ଅନେକ ଯୁଦ୍ଧ ବିମାନ ଛାଡ଼ି ଚାଲି ଯାଇଛନ୍ତି। ଯୁଦ୍ଧ ବିମାନର ବ୍ୟବହାର ଜାଣି ନ ଥିବା ତାଲିବାନ୍‌ ଫାଇଟରମାନେ ଏହାକୁ...

ରୁଷିଆ ମହାକାଶଚାରୀ ଆମେରିକାରୁ ଆରମ୍ଭ କଲେ ଯାତ୍ରା…

ଓ୍ବାଶିଂଟନ,୬।୧୦ : ବୁଧବାର ଦିନ, କୋଡିଏ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜଣେ ରୁଷିଅରେ ମହାକାଶଚାରୀ ଆମେରିକାର ଅନ୍ତର୍ଜାତୀୟ ସ୍ପେସ ଷ୍ଟେଶନରୁ ଯାତ୍ରା ଆରମ୍ଭ...

Advertisement
Archives

Model This Week