ମୁଣ୍ଡରେ ବିଭିନ୍ନ ସାମଗ୍ରୀ ବୋହି ଜଙ୍ଗଲରେ ବୁଲିବୁଲି ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି ବିଧାୟିକା: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ନୂଆଦିଲ୍ଲୀ,୨୮।୫: ଭାରତରେ କରୋନା ସଂକ୍ରମଣ ବଢ଼ିଚାଲିଛି। କରୋନା ସଙ୍କଟ ସମୟରେ ବହୁ ବ୍ୟକ୍ତିବିଶେଷ, ସଂସ୍ଥା ତଥା ସରକାରଙ୍କ ପକ୍ଷରୁ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା କାର୍ଯ୍ୟ ଜାରି ରଖିଛନ୍ତି। ତେଲଙ୍ଗାନାର ମୁଲୁଗୁ ବିଧାନସଭା କ୍ଷେତ୍ରର କଂଗ୍ରେସ ବିଧାୟିକା ଦାନସରି ଅନୂସୟା ମୁଣ୍ଡରେ ବିଭିନ୍ନ ସାମଗ୍ରୀ ବୋହି ଜଙ୍ଗଲରେ ବୁଲିବୁଲି ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି। ଜଙ୍ଗଲରେ ବାସ କରୁଥିବା ଲୋକଙ୍କ ପାଖରେ ଦୀର୍ଘ ୬୦ ଦିନ ହେଲା ସେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବାରେ ବ୍ୟସ୍ତ ଅଛନ୍ତି। ଭୋକ ଲାଗିଲେ ଜଙ୍ଗଲରେ ବାସ କରୁଥିବା ଲୋକଙ୍କ ସହିତ ମିଶି ଖାଦ୍ୟ ବି ଖାଉଛନ୍ତି। ବିଧାୟିକାଙ୍କର ଏକ ମିନିଟ ୯ ସେକେଣ୍ଡର ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ମୁଲୁଗୁ ବିଧାନସଭା କ୍ଷେତ୍ରରେ ପ୍ରାୟ ୭୦୦ ଗାଁ ରହିଛି। ସେଥିମଧ୍ୟରୁ ୫୦୦ରୁ ଅଧିକ ଗାଁରେ ଇତିମଧ୍ୟରେ ବିଧାୟିକା ସହାୟତା ଯୋଗାଇ ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଭର୍ତ୍ତି ହେଲେ ଏହି ପ୍ରସିଦ୍ଧ ଅଭିନେତା

ମୁମ୍ବାଇ: ଭେଟେରାନ ଅଭିନେତା ଦିଲ୍ଲୀପ କୁମାର ରବିବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନିୟମିତ ଚେକଅପ୍‌ ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ତାଙ୍କ ସ୍ତ୍ରୀ ତଥା...

ଉତ୍ତର ପ୍ରଦେଶରେ ମାସ୍କ ପିନ୍ଧିବା ହେଲା ବାଧ୍ୟତାମୂଳକ

ଲକ୍ଷ୍ନୌ,୧୮ ।୪: ଦେଶରେ କରୋନା ମହାମାରୀର ଚତୁର୍ଥ ଲହର ଆରମ୍ଭ ହୋଇଯାଇଛି ବୋଲି ଅନୁମାନ କରାଯାଉଛି । କିଛିଦିନ ହେବ କରୋନା ସଂକ୍ରମଣ କମ୍ ହୋଇଥିବା...

ଦ୍ରୌପଦୀଙ୍କୁ ସମର୍ଥନ କରିବାକୁ ଉଦ୍ଧବଙ୍କ ଉପରେ ଚାପ ପକାଉଛି ଭାଜପା: ଯଶୱନ୍ତ

ନୂଆଦିଲ୍ଲୀ,୧୪ ।୭: ରାଷ୍ଟ୍ରପତି ନିର୍ବାଚନର ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଶିବସେନା ସମର୍ଥନ ଦେବା ଘୋଷଣା କରିବା ପରେ ବିରୋଧି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ପ୍ରତିକ୍ରିୟା...

ଦିଲ୍ଲୀ ହିଂସା ଥିଲା ଯୋଜନା ବଦ୍ଧ: ନୱାଜ ମଲିକ

ମୁମ୍ବାଇ,୩୦ ।୧: ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍‌ସିପି)ନେତା ତଥା ମହାରାଷ୍ଟ୍ରର ମନ୍ତ୍ରୀ ଥିବା ନୱାଜ ମଲିକ ଶନିବାର କହିଛନ୍ତି କୃଷକଙ୍କ ଟ୍ରାକ୍ଟର ରାଲି ସମୟରେ ସାଧାରଣତନ୍ତ୍ର ଦିବସରେ...

ବୁଡ଼ିଗଲା କାଜିରଙ୍ଗା ଜାତୀୟ ଉଦ୍ୟାନ

ବକସା,୧୪।୭: ଆସାମରେ ଆସିଥିବା ବନ୍ୟା ପରିସ୍ଥିତି ଏବେ ଗାଁଠାରୁ ସହର ସବୁଠି ସାଧାରଣ ଜନ ଜୀବନକୁ ପ୍ରଭାବିତ କରିଛି। ତେବେ ଆସାମରେ ଥିବା କାଜିରଙ୍ଗା ଜାତୀୟ...

ସ୍ୱାସ୍ଥ୍ୟ ସେବାରେ ସବୁଠୁ ଆଗରେ କେରଳ

ନୂଆଦିଲ୍ଲୀ,୨୭ ।୧୨: ନୀତି ଆୟୋଗ ଦ୍ୱାରା ସୋମବାର ହେଲ୍‌ଥ ଇଣ୍ଡେକ୍ସ ଜାରି କରାଯାଇଛି । ଏଥିରେ ଦକ୍ଷିଣ ରାଜ୍ୟ ବାଜି ମାରି ନେଇଥିବା ବେଳେ ଉତ୍ତର...

ବିଦ୍ୟୁତ୍‌ ଖୁଣ୍ଟରେ ଧକ୍କା ଦେଲା ବିମାନ

ନୂଆଦିଲ୍ଲୀ,୨୮।୩: ଦିଲ୍ଲୀ ବିମାନବନ୍ଦରରେ ସୋମବାର ଏକ ସ୍ପାଇସଜେଟ ବୋଇଂ ୭୩୭-୮୦୦ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଯାତ୍ରୀବାହୀ ଟର୍ମିନାଲରୁ ରନ୍‌ୱେକୁ ଟେକ୍‌ଫ ପାଇଁ ଯାଉଥିବା ବେଳେ...

ମୁମ୍ବାଇରେ ପୁଣି ବଢିଲା କରୋନା ସଂକ୍ରମଣ

ମୁମ୍ବାଇ,୧।୬: ମୁମ୍ବାଇରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୩୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ଫେବୃଆରୀ ୧...

Advertisement
Archives

Model This Week