ମାହେଶ୍ୱରୀ ରାଇସ ମିଲ ଦେଲା ୧୦ ହଜାର

ମାଧପୁର, ୧୭ା୪- କରୋନା ମୁକାବିଲା ପାଇଁ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମାଧପୁର ମାହେଶ୍ୱରୀ ରାଇସ ମିଲ୍ ତରଫରୁ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ମିଲର ମ୍ୟାନେଜିଂ ଡାଇରେକ୍ଟର ଚିତ୍ତରଞ୍ଜନ ମେହେର ଉକ୍ତ ଟଙ୍କାର ଏକ ଚେକ୍ ଆଠମଲ୍ଲିକ ଆଇସିଆଇସିଆଇ ବ୍ୟାଙ୍କ ପରିଚାଳକଙ୍କ ମାଧ୍ୟମରେ ପିଏମ କେୟାର ଫଣ୍ଡକୁ ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ସିଏଲ୍‌ ପକ୍ଷରୁ ବିଶୋଧନ

ଲଖନପୁର,୧୧।୪(ଡି.ଏନ୍‌.ଏ): ଏମ୍‌ସିଏଲ୍‌ ତରଫରୁ କୁଶ୍ରାଲୋଇ, ଉବୁଡା, କର୍ଲାଯୋରୀ, ଖଲିଆପାଲି, ସୋଲଦିଆ, ଲଖନପୁର ସଦର ମହକୁମା, କିରାରମା, କୁଡାଲୋଇ, ଯୁରାବଗା, ଖଇରକୁନୀ ଓ ବନ୍ଧବାହାଲ ଆଦି ଗ୍ରାମରେ...

ମଦ ନେଲା ଜୀବନ: ନିଶାରେ ସ୍ତ୍ରୀଙ୍କୁ ପିଟି ମାରିଦେଲେ ସ୍ବାମୀ

ରେମୁଣା,୧୮।୯(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ସେରଗଡ଼ ପଞ୍ଚାୟତ ୯ନଂ ଓ୍ବାର୍ଡରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ମଦ ନିଶାରେ ଜଣେ ସ୍ବାମୀ ସ୍ତ୍ରୀଙ୍କୁ...

ରାୟଗଡ଼ା ଜିଲା ଚିଠି: କେହି ମାନୁନାହାନ୍ତି ଅଗ୍ନି ନିରାପତ୍ତା ବ୍ୟବସ୍ଥା ନିୟମ

ସରକାରୀ ଅନୁଷ୍ଠାନ ହେଉ ବା ବେସରକାରୀ ନିୟମ ଅନୁସାରେ ସବୁ ଉଚ୍ଚ ଅଟ୍ଟାଳିକା, ଅନୁଷ୍ଠାନରେ ଫାୟାର ସେଫ୍ଟି ବା ଅଗ୍ନି ନିର୍ବାପକ ବ୍ୟବସ୍ଥା ଜରୁରୀ। ଓଡ଼ିଶା...

ସୀତା ଠାକୁରାଣୀଙ୍କ ଦର୍ଶନ ଲାଗି ଭକ୍ତଙ୍କ ଭିଡ଼

ଢେଙ୍କିକୋଟ, ୧୭।୬(ଡି.ଏନ୍‌.ଏ.)- ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ସୀତାବିଞ୍ଜଠାରେ ଶନିବାରଠାରୁ ଆରମ୍ଭ ହୋଇଛି ୩ ଦିନିଆ ରଜମେଳା। ପ୍ରତିବର୍ଷ ପରି ରଜମେଳାର ପ୍ରଥମ ଦିନରେ ମା’ ସୀତା...

ବିପଦସଙ୍କୁଳ ଅବସ୍ଥାରେ ଛାତ୍ରୀଛାତ୍ର ପରିବହନ: ୧୩ ଗାଡ଼ିରୁ ୧.୮୦ ଲକ୍ଷ ଜରିମାନା ଆଦାୟ

ଅନୁଗୋଳ ଅଫିସ, ୩।୧୧ – ଅନୁଗୋଳ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶନିବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପଦସଙ୍କୁଳ ଅବସ୍ଥାରେ ଛାତ୍ରୀଛାତ୍ରଙ୍କୁ ନେବାଆଣିବା କରୁଥିବା ୧୩...

ତେଲେଙ୍ଗେନାକୁ କାମ କରିବାକୁ ଯାଇଥିଲେ, ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ରହିଲେ ୨୪ ପ୍ରବାସୀ ଶ୍ରମିକ

ଜୁନାଗଡ,୫।୫(ଡି.ଏନ୍‌.ଏ.): ତେଲେଙ୍ଗେନାକୁ କାମ କରିବାକୁ ଯାଇଥିବା କଳାହାଣ୍ଡି ଜିଲା ଜୁନାଗଡ ବ୍ଲକର ୨୪ଜଣ ପ୍ରବାସୀ ଓଡିଆ ମଙ୍ଗଳବାର ବସ୍‌ ଭଡା କରି ଜୁନାଗଡରେ ପହଞ୍ଚିଛନ୍ତି। ଏଥିରେ...

ଡାଲା ଅଟୋକୁ ଧକ୍କା ଦେଲା କ୍ୟାଣ୍ଟର: ଜଣେ ମୃତ, ୧୦ ଆହତ

ନୟାଗଡ଼ ଅଫିସ,୧।୨: ନୟାଗଡ଼ ଜିଲା ନୂଆ ଜଗନ୍ନାଥ ରାସ୍ତାର ଗୋଡ଼ିପଡା ଝରଣପୋଖରୀ ନିକଟରେ ଶନିବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଡାଲା ଅଟୋକୁ...

ଜୁନାଗଡ଼- ଭୁବନେଶର ଏକ୍ସପ୍ରେସ ଗତିପଥ ପରିବର୍ତ୍ତନ ପ୍ରସ୍ତାବକୁ ବିରୋଧ:ଅନଶନରେ ବସିଲେ ଯୁବ ବିକାଶ ପରିଷଦ ସଦସ୍ୟ

ରାୟଗଡ଼ା ଅଫିସ ,୨୯।୯- ଜୁନାଗଡ଼-ଭୁବନେଶ୍ୱର ଏକ୍ସପ୍ରେସର ଗତିପଥ ପରିବର୍ତ୍ତନ ପ୍ରସ୍ତାବକୁ ବିରୋଧ କରାଯାଇଛି ା ଏହାର ପ୍ରତିବାଦରେ ରାୟଗଡ଼ା ଯୁବ ବିକାଶ ପରିଷଦ ପକ୍ଷରୁ ରାୟଗଡ଼ା...

Play 250+ Trending Games
Archives

Model This Week

Why Dharitri