ମାସ୍କ ବ୍ୟବସାୟୀ ଦେଲେ ଜରିମାନା

ଦାରିଙ୍ଗବାଡ଼ି,୨୮।୪(ଡି.ଏନ.ଏ)- ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ମାସ୍କ ପିନ୍ଧି ନ ଥିବା ମୋଟ ୧୧ ଜଣଙ୍କ ଠାରୁ ୨୨ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି। ସେମାନଙ୍କ ମଧ୍ୟରେ ବଜାରରେ ମାସ୍କ ବିକ୍ରି କରୁଥିବା ଜଣେ ବ୍ୟବସାୟୀ ରହିଛନ୍ତି। ସେ ମାସ୍କ ବିକ୍ରି କରିବା ସହ ଲୋକଙ୍କୁ ସଚେତନ କରୁଥିଲେ ମଧ୍ୟ ନିଜେ ମାସ୍କ ପିନ୍ଧି ନ ଥିଲେ। ଦାରିଙ୍ଗବାଡ଼ି ଅତିରିକ୍ତ ତହସିଲଦାର ନରେନ୍ଦ୍ର ମଲ୍ଲିକଙ୍କ ନେତୃତ୍ୱରେ ରାଜସ୍ବ ନିରୀକ୍ଷକ ବିଜୟ ବେହେରା, ଉମାଶଙ୍କର ଖଣ୍ଡଗିରି ପ୍ରମୁଖ ଦାରିଙ୍ଗବାଡ଼ି ବଜାରରେ ବୁଲି ଏହି ଜରିମାନା ଆଦାୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷଜମିରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ଘସିପୁରା, ୫।୧୦(ଡି.ଏନ.ଏ.)- କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ ଅଁଳାପାଳର ଚାଷ ଜମିରୁ ଏକ ଦମ୍ପତିଙ୍କ ମୃତଦେହ ଶୁକ୍ରବାର ସନ୍ଧ୍ୟାରେ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ...

ଅବ୍ୟବସ୍ଥା ମଧ୍ୟରେ ଗତିଶ୍ୱର ମହାବିଦ୍ୟାଳୟ, ଆବଶ୍ୟକ ଶ୍ରେଣୀଗୃହ, ସାଇକେଲ ଷ୍ଟାଣ୍ଡ୍‌ ନାହିଁ

ନୂଆଗାଁ,୨୦ା୯ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମାଳିସାହି ପଞ୍ଚାୟତରେ ଥିବା ଗତିଶ୍ୱର ମହାବିଦ୍ୟାଳୟରେ ବହୁବିଧ ସମସ୍ୟା ଲାଗିରହିଛି। କଲେଜରେ ଆବଶ୍ୟକ ଶ୍ରେଣୀଗୃହ ନ ଥିବାବେଳେ...

ପରିବା, ଗ୍ରସୋରି ପାଇଁ ଚାଲି ଚାଲି ଯିବେ ଗ୍ରାହକ

ଭଦ୍ରକ ଅଫିସ, ୭ା୪-ଏଣିକି ହାଟ, ପରିବା ମାର୍କେଟ୍‌ ଓ ଗ୍ରସୋରି ଦୋକାନକୁ ଲୋକେ ଚାଲି ଚାଲି ଯିବେ। ବାଇକ୍‌ ଓ ଚାରିଚକିଆ ଧରି ମାର୍କେଟ୍‌କୁ ଗଲେ...

ନୟାଗଡ଼ ଜିଲା: ସଙ୍କଟରେ ଚାଷୀ ଓ ଚାଷ  

ନୟାଗଡ଼ ଅଫିସ,୧୫ା୮: କୃଷିପ୍ରଧାନ ନୟାଗଡ଼ ଜିଲାରେ ଚାଷୀ ଓ ଚାଷ ସଙ୍କଟରେ। ପ୍ରତିକାର ନ ଥିବାରୁ ଚାଷୀ ଚାଷ ପ୍ରତି ବୀତସ୍ପୃହ ହୋଇପଡୁଛି। ଏହାର ସମାଧାନ...

ପ୍ରଖର ସ୍ରୋତରୁ ୨ ପୁଅଙ୍କୁ ବଞ୍ଚାଇଲେ ବାପା: ସାନପୁଅ ଏବେବି ନିଖୋଜ

ରାୟଗଡ଼ା ଅଫିସ,୨୫ା୮: ରାୟଗଡ଼ା ଜିଲା ଚେକାଗୁଡ଼ାଠାରେ ରହିଥିବା ଓଡ଼ିଶାର ଦ୍ୱିତୀୟ ଝୁଲାପୋଲ ନିକଟ ନାଗାବଳୀ ନଦୀରେ ଗୁରୁବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଆନ୍ଧ୍ରପ୍ରଦେଶରୁ ଆସିଥିବା...

ଡ୍ରେନେଜ୍‌ ସମସ୍ୟା ଦୂର କରିବ ଅଳକା ଖନନ

ଜଗତ୍‌ସିଂହପୁର ଅଫିସ,୮ା୫: ଦିନ ଥିଲା ଅଳକା ସୁଗଭୀର ଥିଲା। ଏଥିରେ ଜାହାଜ ଯାତାୟାତ କରିପାରୁଥିଲା। ତେଣୁ ତତ୍କାଳୀନ ହରିହରପୁର ତଥା ବର୍ତ୍ତମାନର ଜଗତ୍‌ସିଂହପୁରରେ ଇଂରେଜମାନେ ବ୍ୟବସାୟ...

ପିଆର୍‌ଏମ୍‌ ମେଡିକାଲ ଛାତରୁ ଖସିଲା ପ୍ଲାଷ୍ଟର

ବାରିପଦା ଅଫିସ,୭ା୧୧:ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲେ କଲେଜ ଓ ହସ୍ପିଟାଲ(ପିଆର୍‌ଏମ୍‌) ଚକ୍ଷୁ ବିଭାଗ ଛାତରୁ ରବିବାର ପ୍ଲାଷ୍ଟର ଖସିଛି। ସେଠାରେ ଚିକିତ୍ସାଧିନ...

ମାଲ୍‌ ପରିବହନରେ ବାଧା ହଟାଅ

ଅନୁଗୋଳ ଅଫିସ, ୧।୫ – ଲକ୍‌ଡାଉନ୍‌ ସମୟରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ସଫଳତାର ସହିତ କାର୍ଯ୍ୟକାରୀ କରିବାକୁ ନେଇ ଗୁରୁବାର ଜିଲାପାଳ ମନୋଜ କୁମାର...

Advertisement
Archives

Model This Week