ମାସ୍କ ନାହିଁ ତ ଗ୍ରୋସରୀ ନାହିଁ

ରାଇକିଆ,୧୦।୪(ଡି.ଏନ୍‌.ଏ.): ମାସ୍କ ବ୍ୟବହାରକୁ କଡ଼ାକଡ଼ି ଲାଗୁ କରାଯିବା ପରେ ବିଭିନ୍ନ ସଂଗଠନ ପକ୍ଷରୁ ମାସ୍କକୁ ନେଇ ସଚେତନତା କରାଯାଉଛି। ମାସ୍କ ମଧ୍ୟ ବଣ୍ଟାଯାଉଛି । ଏ କ୍ଷେତ୍ରରେ କନ୍ଧମାଳ ଜିଲା ରାଇକିଆ ବଣିକ ସଂଘ ଏକ ଅଭିନବ ପଦକ୍ଷେପ ନେଇଛି । ମାସ୍କ ନ ପିନ୍ଧି ରାସନ ପାଇଁ ଆସୁଥିବା ଗ୍ରାହକଙ୍କୁ ସାମଗ୍ରୀ ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ଏ ନେଇ ବଣିକ ସଂଘ ସମ୍ପାଦକ ବିଜୟ ପଣ୍ଡା କୁହନ୍ତି, ସୁରକ୍ଷା ଦୃଷ୍ଟିରୁ ଏହା ଉଭୟ ଗ୍ରାହକ ଏବଂ ଦୋକାନୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ତେଣୁ ସମସ୍ତ ଦୋକାନୀଙ୍କୁ ମାସ୍କ ପିନ୍ଧିବା ପାଇଁ କୁହାଯାଇଥିବା ବେଳେ ଯେଉଁ ଗ୍ରାହକ ମାସ୍କ ନ ପିନ୍ଧି ଆସିବେ ସେମାନଙ୍କୁ ସାମଗ୍ରୀ ଦିଆଯିବ ନାହିଁ। ଏ ନେଇ ସମସ୍ତ ଦୋକାନରେ ବିଜ୍ଞପ୍ତି ଲଗାଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଜଙ୍ଗ ବନାଞ୍ଚଳରେ ୩୯,୧୨୩ ବିଦେଶାଗତ ପକ୍ଷୀ

ପାରାଦୀପ,୧୫ା୧(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା କୁଜଙ୍ଗ ବନାଞ୍ଚଳ ପକ୍ଷରୁ ଚାଲିଥିବା ପକ୍ଷୀଗଣନା କାର୍ଯ୍ୟକ୍ରମ ଶୁକ୍ରବାର ଶେଷ ହୋଇଛି। ଏହି ଅବସରରେ କୁଜଙ୍ଗ ବନାଞ୍ଚଳ ଅଧୀନରେ ଥିବା ୪...

ଟେନିସ୍‌ ପ୍ରଚାର ପାଇଁ ମିନି ମାରାଥନ

ଯାଜପୁର ଟାଉନ,୪ା୧୨(ଡି.ଏନ୍‌.ଏ.)- ଟେନିସ୍‌ ଖେଳକୁ ପ୍ରୋତ୍ସାହିତ କରିବା ନିମନ୍ତେ କଳିଙ୍ଗ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌(କେଜିଆଇ) ପ୍ରଚେଷ୍ଟା ଜାରି ରଖିଛି। ଏଥିପାଇଁ ଯାଜପୁର ଜିଲାରେ ମିନି ମାରାଥନ...

ଝିଲି ପାହାଡ଼ରେ ବେଆଇନ ପଥର କ୍ବାରି

ଯାଜପୁର ଅଫିସ,୫।୧୦: ଯାଜପୁର ଜିଲା ସୀମାନ୍ତବର୍ତ୍ତୀ ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ତହସିଲ ଅନ୍ତର୍ଗତ ଝିଲି ପାହାଡରେ ବେଆଇନ ପଥରକ୍ବାରି ଉପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)...

ଚାଇନାରେ ପୁଣି ଦେଖାଦେଇପାରେ କରୋନା ପ୍ରକୋପ

ବେଜିଂ,୫ା୫: ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ୍‌ ପୁଣିଥରେ ଚାଇନାରେ ତାହାର ପ୍ରକୋପ ଦେଖାଇପାରେ। ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି ଚାଇନାର ଜଣେ...

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ଆଦ୍ୟାଜ୍ୟୋତି: ୧ ମିନିଟ୍‌ରେ ଆବୃତ୍ତି କରିଥିଲେ ସର୍ବାଧିକ ଶ୍ଳୋକ

ଯାଜପୁର ଟାଉନ,୨୦।୩(ଡି.ଏନ.ଏ.): ୧ ମିନିଟ୍‌ରେ ଭଗବତ ଗୀତାର ସର୍ବାଧିକ ଶ୍ଳୋକ ଗାଇ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି ଆଦ୍ୟାଜ୍ୟୋତି ଦାଶ(୧୧)। ଫେବୃୟାରୀ ୫ରେ...

ଟାର୍ଗେଟ ଅଭାବ, ଉଠୁନି ଧାନ

ଜୁନାଗଡ, ୩୦।୧୨ (ଡି.ଏନ.ଏ.): ଚାଷୀଙ୍କୁ ଟୋକନ ମିଳିଛି। ଧାନ ମଧ୍ୟ ଆଣି ମଣ୍ଡିରେ ରଖିଛନ୍ତି। ହେଲେ ଟାର୍ଗେଟ ଅଭାବରୁ ଧାନ ଉଠାଣ ହେଉ ନ ଥିବାରୁ ଗତ...

ଅଟକିଲା ନାବାଳିକା ବିବାହ

ନୟାଗଡ ଅଫିସ,୪।୩-ନୟାଗଡ ଜିଲା ଦଶପଲ୍ଲା ବ୍ଲକର ଘୋଳାହାଣ୍ଡି ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କର ବିବାହ ବନ୍ଦ କରାଇବାରେ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ଓ...

ହୃଦରୋଗରେ ଡାକ୍ତରଙ୍କ ପରଲୋକ

ଖଇରା, ୫।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଅନ୍ତରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ସରୋଜ କୁମାର ମହାପାତ୍ର(୪୩) ହୃଦ୍‌ରୋଗରେ ପ୍ରାଣ ହରାଇଛନ୍ତି। ନୀଳଗିରି ମିତ୍ରପୁର ଅଞ୍ଚଳର...

Advertisement


Archives

Model This Week