ମାସ୍କ ଓ ସାବୁନ ବଣ୍ଟନ

କୁଆମରା,୭ା୪(ଡି.ଏନ୍‌.ଏ.)- କରୋନା ମୁକାବିଲା ପାଇଁ ଗୋପବନ୍ଧୁ ନଗର ବ୍ଲକ ପଶୁଦା ପଞ୍ଚାୟତର ଅଛଡା ନବଜ୍ୟୋତି କିଶୋର କ୍ଲବ ପକ୍ଷରୁ ବିଭିନ୍ନ ଗ୍ରାମର ଲୋକଙ୍କୁ ସଚେତନ କରାଯିବା ସହ ମାସ୍କ ଓ ସାବୁନ ବଣ୍ଟନ କରାଯାଇଛି। କ୍ଲବର ସଭାପତି ପାର୍ଥ ସାରଥୀ ସାହୁ, ସମ୍ପାଦକ ଲେଲିନ କୁମାର ଦେଙ୍କ ତତ୍ତ୍ୱାବଧାନରେ ସଂଘର ସଭ୍ୟ ମାନେ ମାସ୍କ ଓ ସାବୁନ ବଣ୍ଟନ ବିତରଣ କରିଥିଲେ। ସେହିପରି ବରଡିହି ପଞ୍ଚାୟତର ଦେବ ଗାଁ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର ବେହେରା ଓ ସହକାରୀ ଶିକ୍ଷକମାନେ ଛାତ୍ରୀଛାତ୍ରମାନଙ୍କ ଘରକୁ ଘର ବୁଲି ସାବୁନ ବଣ୍ଟନ କରିବା ସହ ସଚେତନ କରାଇଥିଲେ। ପୁରୁଣା ବାରିପଦା ସନ୍ତୋଷୀ ସେବା ସମିତିର ସଭାପତି ରାଧିକା ଶର୍ମା ଓ ସମ୍ପାଦିକା କ୍ରିଷ୍ଣା ବାଇ ଶର୍ମାଙ୍କ ତତ୍ତ୍ୱାବଧାନରେ ମୁଖ୍ୟ ରାସ୍ତା ଭୋଳପୋଖରୀ ଠାରୁ ଦାମାସାହି ପର୍ଯ୍ୟନ୍ତ ବୁଲା କୁକୁରମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଜୀବନରେ ଶାନ୍ତି ଆଣେ ସଙ୍ଗୀତ’

ରେମୁଣା, ୫।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣାସ୍ଥିତ କ୍ଷୀରଚୋରା ସଂଗୀତ ମହାବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ ରବିବାର ସନ୍ଧ୍ୟାରେ ରେମୁଣା ମନ୍ଦିର ଛକ ନିକଟରେ ଅନୁଷ୍ଠିତ ହୋଇଛି ା...

ଖେଳୁଥିବା ବେଳେ କୂଅରେ ପଡ଼ି ୨ ଶିଶୁପୁତ୍ରଙ୍କ ଜୀବନ ଗଲା

ନୟାଗଡ଼ ଅଫିସ, ୨।୭: ନୟାଗଡ଼ ଜିଲା ଭାପୁର ବ୍ଲକ ଫତେଗଡ଼ ଥାନା ନିହଲପ୍ରସାଦ ଗାଁରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ଘଟିଛି। ଖେଳୁଥିବା ବେଳେ ଅସାବଧାନତାବଶତଃ...

ଜଳିଗଲା ଚଳନ୍ତା କାର୍‌: ଅଗ୍ନିଶମ ବିଭାଗକୁ ଦୋଷ ଦେଲେ ମାଲିକ

ନବରଙ୍ଗପୁର,୨୬ା୧: ନବରଙ୍ଗପୁର ଜିଲା କୁର୍ଲୁଘାଟି ନିକଟରେ ମଙ୍ଗଳବାର ଏକ ଚଳନ୍ତା କାର୍‌ ଜଳିଯାଇଛି। ତେବେ ଗାଡ଼ିଟି ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲେ ମଧ୍ୟ ଏଥିରେ କେହି...

ଜେଲ୍‌ ଗଲେ ସ୍ତ୍ରୀ ହତ୍ୟାକାରୀ ଗଣେଶ, ହତ୍ୟା ପରେ କଟା ମୁଣ୍ଡକୁ ଧରି ଆତ୍ମସମର୍ପଣ କରିଥିଲେ

କାକଟପୁର, ୨୭।୮(ଡି.ଏନ୍‌.ଏ.)-ଚରିତ୍ର ଉପରେ ସନ୍ଦେହ କରି ନିଜ ସ୍ତ୍ରୀଙ୍କୁ ନୃଶଂସ ଭାବେ ପିଟିପିଟି ହତ୍ୟା କରି ମୁଣ୍ଡଗଣ୍ଡି ଅଲଗା କରି କଟା ମୁଣ୍ଡକୁ ଧରି ଥାନାରେ...

ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର ପ୍ରସଙ୍ଗ: ଓକିଲ ସଂଘର ବିରୋଧ, ଆନ୍ଦୋଳନ ଚେତାବନୀ

ପୁରୀ ଅଫିସ, ୨୨ା୮: ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର ନିଷ୍ପତ୍ତିକୁ ବିଭିନ୍ନ ମହଲରେ ବିରୋଧ କରାଯାଇଛି। ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ସାଧାରଣ ଜନତା ଅସୁବିଧାର...

୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଦିଗ୍‌ବିଜୟ, ଜୟରାମ

ଭୁବନେଶ୍ୱର,୧୬ା୯(ବ୍ୟୁରୋ)- ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂ, ଏମ୍‌ପି ଜୟରାମ ରମେଶ। କଂଗ୍ରେସ...

ଓଡ଼ିଶାରେ ପହଞ୍ଚିଲା ୩୦ ହଜାର ଓମିସିୟୋର କିଟ୍‌

ଭୁବନେଶ୍ୱର,୧୯।୧(ବ୍ୟୁରୋ): ଓମିକ୍ରନ ଚିହ୍ନଟ ପାଇଁ ଓଡ଼ିଶାରେ ପହଞ୍ଚିଛି ୩୦ ହଜାର ଓମିସିୟୋର କିଟ୍‌ । ଏହାଦ୍ୱାରା ସହଜରେ ଓମିକ୍ରନ ଭାରିଆଣ୍ଟକୁ ଚିହ୍ନଟ କରାଯାଇପାରିବ । କିଟ୍‌...

ଶବ୍ଦ ପ୍ରଦୂଷଣ ଅଭିଯୋଗ, ୨ ଡିଜେ ଗାଡି ଜବତ ୪୪ ହଜାର ୫ ଶହ ଟଙ୍କା ଜରିମାନା

ଆସିକା,୭ା୯(ଡି.ଏନ୍‌.ଏ.)- ଆସିକା ଥାନା ଇଲାକାରେ ବେଆଇନ ଭାବେ ଶବ୍ଦ ପ୍ରଦୂଷଣ କରୁଥିବା ଅଭିଯୋଗରେ ୨ଟି ଡିଜେ ଗାଡିକୁ ଶୁକ୍ରବାର ପୋଲିସ ଜବତ କରିଛି। ଏ ନେଇ...

Advertisement
Archives

Model This Week