Posted inଖେଳ

ମାର୍ଚ୍ଚ ୨୧ରୁ ଆରସିବିର ଟ୍ରେନିଂ କ୍ୟାମ୍ପ

ନୂଆଦିଲ୍ଲୀ,୨୪ା୨- ଆଇପିଏଲର ୧୩ତମ ସଂସ୍କରଣ ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହେବ। ଏଥିଲାଗି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ୭ ଦିନ ପୂର୍ବରୁ ଟ୍ରେନିଂ କ୍ୟାମ୍ପ ଆରମ୍ଭ କରିବ। ଏ ନେଇ ଫ୍ରାଞ୍ଚାଇଜର ଡିରେକ୍ଟର ଅଫ୍‌ କ୍ରିକେଟ ମାଇକ୍‌ ହେସନ ସୋମବାର ସ୍ପଷ୍ଟ କରିଛନ୍ତି। ପ୍ରାୟ ଅନ୍ତର୍ଜାତୀୟ ଓ ଘରୋଇ ଖେଳାଳିମାନେ ନିଜ ଚୁକ୍ତି ଶେଷ କରିବା ପରେ ଟ୍ରେନିଂ କ୍ୟାମ୍ପରେ ଯୋଗଦେବେ। ଆରସିବି ୩୧ ମାର୍ଚ୍ଚରେ ତା’ର ପ୍ରଥମ ମ୍ୟାଚ୍‌ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ସହ ଖେଳିବ। ଖେଳାଳିଙ୍କ ନିଲାମ ପ୍ରକ୍ରିୟାରେ ଆରସିବି କ୍ରିସ ମୋରିସ (ଦକ୍ଷିଣ ଆଫ୍ରିକା), ଆରୋନ ଫିଞ୍ଚ (ଅଷ୍ଟ୍ରେଲିଆ), କେନ ରିଚାର୍ଡସନ (ଅଷ୍ଟ୍ରେଲିଆ), ଡେଲ ଷ୍ଟେଇନ (ଦକ୍ଷିଣ ଆଫ୍ରିକା), ଇସୁରୁ ଉଡାନା (ଶ୍ରୀଲଙ୍କା), ଶାହବାବଜ ଅହମ୍ମଦ, ଜୋଶୁଆ ଫିଲପ (ଅଷ୍ଟ୍ରେଲିଆ) ଓ ପବନ ଦେଶପାଣ୍ଡେଙ୍କୁ କିଣିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ୟୁରୋକପ୍‌: ଇଟାଲୀ- ସ୍ପେନ୍‌ ସେମି ଫାଇଟ୍‌

ଲଣ୍ଡନ,୭।୭: ୟୁରୋକପ୍‌ର ପ୍ରଥମ ସେମିଫାଇନାଲ ମୁକାବିଲାରେ ଦୁଇ ଫୁଟବଲ ପାଓ୍ବାର ହାଉସ୍‌ ଇଟାଲୀ ଓ ସ୍ପେନ ମୁହାଁମୁହିଁ ହେବେ। ବୁଧବାର ସ୍ଥାନୀୟ ଓ୍ବିମ୍ବଲି ଷ୍ଟାଡିୟମରେ ଆୟୋଜନ...

ସମସ୍ତ ଫର୍ମାଟରୁ ସନ୍ୟାସ ଘୋଷଣା କଲେ ଏହି ଷ୍ଟାର କ୍ରିକେଟର; ଆର୍‌ସିବି ସହ ବି ଯାତ୍ରା ସମାପ୍ତ

ନୂଆଦିଲ୍ଲୀ,୧୯।୧୧: ଦକ୍ଷିଣ ଆଫ୍ରିକା ଷ୍ଟାର୍‌ କ୍ରିକେଟର ଏ ବି ଡିଭିଲିୟର୍ସ ଖେଳର ସବୁ ଫର୍ମାଟକୁ କହିଛନ୍ତି ଅଲ୍‌ବିଦା। ପୂର୍ବରୁ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା...

ଥିରିମାନେ, ସନକାଙ୍କୁ ପାକିସ୍ତାନ ଗସ୍ତର ନେତୃତ୍ୱ

କଲମ୍ବୋ, ୧୧।୯ (ଏଏଫ୍‌ପି): ବହୁଚର୍ଚ୍ଚିତ ପାକିସ୍ତାନ ଗସ୍ତ ଲାଗି ବୁଧବାର ଶ୍ରୀଲଙ୍କା ସୀମିତ ଓଭର କ୍ରିକେଟ ଦଳ ଘୋଷଣା କରାଯାଇଛି। ଲାହିରୁ ଥିରିମାନେଙ୍କୁ ଦିନିକିଆ ଓ...

ଦିନିକିଆ ଅଧିନାୟକ ପଦ ଛାଡ଼ିଲେ ମୋର୍ତାଜା

ସିଏହେଟ୍‌, ୫।୩ (ଏଏଫ୍‌ପି)- ବରିଷ୍ଠ ବାଂଲାଦେଶ ଦ୍ରୁତ ବୋଲର ମାଶ୍ରାଫି ମୋର୍ତାଜା ଗୁରୁବାର ଦିନିକିଆ ଅଧିନାୟକ ପଦ ଛାଡ଼ିଛନ୍ତି। ଶୁକ୍ରବାର ଜିମ୍ବାଓ୍ବେ ବିପକ୍ଷରେ ଖେଳାଯିବାକୁ ଥିବା...

ଗୋଆରେ ହେବ ଆଇଏସ୍‌ଏଲ୍‌-୭

ନୂଆଦିଲ୍ଲୀ, ୧୭।୮(ପି.ଟି.)- ଇଣ୍ଡିଆନ ସୁପରଲିଗ୍‌(ଆଇଏସ୍‌ଏଲ୍‌)ର ସପ୍ତମ ସଂସ୍କରଣ ଗୋଆର ୩ଟି ଭେନ୍ୟୁରେ ଅନୁଷ୍ଠିତ ହେବ। କରୋନା ଭାଇରସ ଜନିତ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ଦୃଷ୍ଟିରେ ରଖାଯାଇ...

୧୩୭ରନ୍‌ରେ ଅଟକିଲା ପଞ୍ଜାବ

ମୁମ୍ବାଇ,୧।୪: ପଞ୍ଜାବ କିଙ୍ଗସକୁ ୧୩୭ ରନ୍‌ରେ ଅଟକାଇଛି କୋଲକାତା ନାଇଟ୍‌ ରାଇଡର୍ସ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲ୍‌ର ୮ମ ମୁକାବିଲାରେ ପୁଣିଥରେ କୋଲକାତା...

ତୀରନ୍ଦାଜୀ ବିଶ୍ୱକପ୍‌ ଷ୍ଟେଜ୍‌-୧:ଭାରତ ଜିତିଲା ୪ ପଦକ

ଗୁଆଟାମଳା ସିଟି, ୨୭ା୪ (ପି.ଟି.)-ଭାରତୀୟ ତୀରନ୍ଦାଜ ଦମ୍ପତି ଦୀପିକା କୁମାରୀ ଓ ଅତନୁ ଦାସ ବ୍ୟକ୍ତିଗତ ବିଭାଗରେ ଦୁଇଟି ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ଫଳରେ...

ଏଥର ଆଇପିଏଲ୍‌ରେ ଗେଲ୍‌ ନୁହେଁ, ଏହି ଖେଳାଳି ‘ଛକା କିଙ୍ଗ୍‌’

ଦୁବାଇ, ୬।୧୧: ଆଇପିଏଲରେ ସର୍ବାଧିକ ଛକା ମାରିଥିବା ଖେଳାଳିଙ୍କ ବିଷୟରେ ଯଦି ଆଲୋଚନା ହୁଏ, ତେବେ ଦର୍ଶକଙ୍କ ମନରେ ପ୍ରଥମେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ କ୍ରିସ ଗେଲ୍‌ଙ୍କ...

Advertisement
Archives

Model This Week