Posted inଖେଳ

ମାଗଣା ମ୍ୟାକ୍‌ଡୋନାଲ୍ଡ ବର୍ଗର ଦେଇଥିବା ଝିଅକୁ ଖୋଜୁଛନ୍ତି ରୋନାଲ୍ଡୋ

ମାଡ୍ରିଡ୍‌,୨୧।୯: ପୂର୍ବତନ ରିଅଲ ମାଡ୍ରିଡ୍‌ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବେ ବିଶ୍ୱର ଅନ୍ୟତମ ବିତ୍ତଶାଳୀ ଆଥ୍‌ଲେଟ। କିନ୍ତୁ ଧନ ଯୋଗୁ ନିଜର ସଂଘର୍ଷବେଳର କାହାଣୀ ଭୁଲି ଯାଇ ନାହାନ୍ତି। ରୋନାଲ୍ଡୋ ଓ ତାଙ୍କ ସ୍ପୋର୍ଟିଂ ଲିସବନ ଦଳର ସାଥୀଙ୍କ ବୟସ ଯେତେବେଳେ ୧୧ ଥିଲା କିଛି ଝିଅ ଦୁହିଁଙ୍କୁ ମାଗଣାରେ ମ୍ୟାଡୋନାଲ୍ଡ ବର୍ଗର ଦେଉଥିଲେ। ଏକ ସାକ୍ଷାତ୍‌କାରରେ ସେ କହିଛନ୍ତି, ଆମକୁ ବହୁତ ଭୋକ କଲେ ସ୍ପୋର୍ଟିଂ ଷ୍ଟାଡିୟମ ନିକଟରେ ଏକ ମ୍ୟାକଡୋନାଲ୍ଡ ଦୋକାନ ଥିଲା। ସେଠାରେ ରାତିରେ ଆମେ ମାଗଣାରେ ବର୍ଗର ଖାଇବାକୁ ମାଗୁଥିଲୁ। ଇଡ୍‌ନା ନାମକ ଜଣେ ଝିଅ ଓ ଆଉ ଦୁଇ ଜଣ ନିୟମିତ ଆମକୁ ରାତ୍ରିଭୋଜନ କରାନ୍ତି। ମୁଁ ସେହି ଦିନକୁ ଭୁଲି ନାହିଁ। ମୁଁ ପର୍ତ୍ତୁଗାଲ ଲୋକଙ୍କୁ ଇଡ୍‌ନାଙ୍କ ସମ୍ପର୍କରେ ପଚାରି ଥିଲି, ମାତ୍ର ସେମାନେ ମ୍ୟାକ୍‌ଡୋନାଲ୍ଡ ଦୋକାନ ବନ୍ଦ କରିସାରିଥିବା ଜଣାପଡ଼ିଲା। ହେଲେ ଏହି ସାକ୍ଷାତ୍‌କାର ଯୋଗୁ ଯଦି ସେମାନଙ୍କୁ ପୁଣି ଥରେ ଦେଖା କରିବାକୁ ସୁଯୋଗ ପାଏ ମୁଁ ଖୁସି ହେବି। ମୁଁ ସେମାନଙ୍କୁ ମୋ ସହ ରାତ୍ରିଭୋଜନ ପାଇଁ ଆମନ୍ତ୍ରଣ କରିବାକୁ ଚାହେଁ ବୋଲି ରୋନାଲ୍ଡୋ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ୱାଲିଫାୟର୍‌-୧: ଟସ୍‌ ଜିତିଲା ଚେନ୍ନାଇ

ଦୁବାଇ,୧୦।୧୦: ଆଇପିଏଲ ୨୦୨୧ରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ମଧ୍ୟରେ ପ୍ରଥମ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଆଜି ଦୁବାଇ ଅନ୍ତର୍ଜାତୀୟ...

ସଚିନଙ୍କୁ ‘ଭଗବାନ କୃଷ୍ଣ’ କହି ପ୍ରଶଂସକଙ୍କ ହୃଦୟ ଜିତିଲେ ଏହି କ୍ରିକେଟର୍‌

ଭାରତର ପୂର୍ବତନ କ୍ରିକେଟର୍‌ ମହମ୍ମଦ କୈଫ ନିଜ ଟୁଇଟର ଆକାଉଣ୍ଟରେ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ଏକ ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋରେ...

ମ୍ୟାଚ୍‌ର ପ୍ରଥମ ବଲ୍‌ ସାମ୍ନା କରିବାକୁ ଭୟ କରୁଛନ୍ତି ଶୁଭମନ୍‌: ଜାଣନ୍ତୁ କାହିଁକି

ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଜୁନ ୧୮ ରୁ ୨୨ ପର୍ଯ୍ୟନ୍ତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଐତିହାସିକ ଫାଇନାଲ ମ୍ୟାଚ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବା...

ଭୁବନେଶ୍ୱର ଆନ୍ତଃସ୍କୁଲ ଫୁଟବଲ ଆରମ୍ଭ

ଭୁବନେଶ୍ୱର, ୬।୮(କ୍ରୀଡ଼ା ପ୍ରତନିଧି)- ୟୁନିଟ-୬ ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ୩୦ତମ ଭୁବନେଶ୍ୱର ଆନ୍ତଃସ୍କୁଲ ଫୁଟବଲ ସୋମବାର ଆରମ୍ଭ ହୋଇଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ...

ଚିତ୍ରାଙ୍କୁ ସ୍ବର୍ଣ୍ଣ, ଅଜୟଙ୍କୁ ରୌପ୍ୟ

ଦୋହା, ୨୫।୪(ପି.ଟି.)- ଭାରତର ପି.ୟୁ. ଚିତ୍ରା ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ନିଜର ମହିଳା ୧୫୦୦ ମିଟର ଟାଇଟଲ ବଜାୟ ରଖିଛନ୍ତି। ସେ ୪:୧୪.୫୬ ସେକେଣ୍ଡ ସମୟ...

କ୍ରିକେଟ୍‌କୁ ବାଏ ବାଏ କହିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଅକଲାଣ୍ଡ,୧୨।୫: ନ୍ୟୁଜିଲାଣ୍ଡର ଉଇକେଟ କିପର ବିଜେ ୱାଟଲିଂ କ୍ରିକେଟର୍‌ରୁ ଅବସର ଘୋଷଣା କରିଛନ୍ତି। ଭାରତ ବିପକ୍ଷରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଅନ୍ତିମ...

ଫାଇନାଲରେ ଏହିସବୁ ‘ବିରାଟ’ ରେକର୍ଡ ଭାଙ୍ଗିପାରନ୍ତି କୋହଲି

ନୂଆଦିଲ୍ଲୀ,୨୩।୫: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିଏସି) ଫାଇନାଲରେ ଭାରତୀୟ ଅଧିନାୟକ ବିରାଟ କୋହଲି ଅନେକ ରେକର୍ଡ ଭାଙ୍ଗିବାର ସମ୍ଭାବନା ରହିଛି। ଲଣ୍ଡନରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌...

ଟସ୍‌ ଜିତିଲା ଇଂଲଣ୍ଡ

ଓଭାଲ,୨।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଓଭାଲରେ ଆରମ୍ଭ ହୋଇଛି। ଏହି ଟେଷ୍ଟରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଟସ୍‌ ଜିତି ପ୍ରଥମେ...

Advertisement
Archives

Model This Week