ହିଞ୍ଜିଳିକାଟୁ,୧୭ା୭(ଡି.ଏନ୍.ଏ)-ହିଞ୍ଜିଳିକାଟୁ ବ୍ଲକ କଲୋନୀ ଅଞ୍ଚଳକୁ ମଙ୍ଗଳବାର ମହୁ ବକିବା ବାହାନାରେ ଆସିଥିବା ଜଣେ ଅଣ ଓଡ଼ିଆ ନାବାଳକ ଏକ ଘରେ ପଶି ସୁନା, ଟଙ୍କା ଚୋରି କରୁଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଧରି ପୋଲିସରେ ଜିମା ଦେଇଛନ୍ତି। ଏ ନେଇ ନଂ.୧୭୮/୧୯ରେ ମାମଲା ରୁଜୁ ହୋଇଛି।ପ୍ରକାଶ ଯେ, ବ୍ଲକ କଲୋନୀ ସୁଶାନ୍ତ ସାହୁଙ୍କ ମା’ ବାପା ଘରେ ଥିବା ବେଳେ ଅଣ ଓଡ଼ିଆ ନାବାଳକ ମହୁ ବିକିବା ବାହାନାରେ ତାଙ୍କ ଘରେ ପଶିଥିଲେ। କୌଶଳକ୍ରମେ ସେ ଆଲମାରୀରୁ ସୁନା ମାଳି, କାନ ଫୁଲ, ମୁଦି, ପାଉଁଜି ଓ ୫ଶହ ଟଙ୍କା ଲୁଟି ନେଇଥିଲେ। ଏହା ଦେଖି ଦମ୍ପତି ପାଟି କରିବାରୁ ସ୍ଥାନୀୟ ଲୋକେ ନାବାଳକଙ୍କ ପିଛା କରି ନୂଆଗଡ଼ଠାରେ ତାଙ୍କୁ ଧରି ପୋଲିସ ଜିମା ଦେଇଥିଲେ।

ଜାଲ୍ ରସିଦ୍ ବହି କରି ଫସିଲେ କନଷ୍ଟେବଳ, ମାମଲା ଦାୟର ପରେ ଗିରଫ କଲା ପୋଲିସ
ବ୍ରହ୍ମପୁର ଅଫିସ,୨୦ା୬: ରେଡକ୍ରସ୍ ରସିଦ ବହି ନକଲି କରି ଟଙ୍କା ଠକେଇ କରିବାକୁ ଯୋଜନା କରିଥିବା ବ୍ରହ୍ମପୁର ପୋଲିସ ଜିଲାର ଜଣେ କନଷ୍ଟେବଳଙ୍କୁ ଗିରଫ କରାଯାଇଛି।...

କେନାଲରୁ ମିଳିଲା ନିଖୋଜ ଚାଷୀଙ୍କ ମୃତଦେହ
ବୁଗୁଡ଼ା,୮ା୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅନ୍ତର୍ଗତ ଭାମଶିଆଳି ଗ୍ରାମର ନିଖୋଜ ଥିବା ଚାଷୀ ସନ୍ତୋଷ ରାଉତ (୫୭)ଙ୍କ ମୃତଦେହ କେନାଲରୁ ସୋମବାର ଉଦ୍ଧାର କରାଯାଇଛି।...

ରାଜନୈତିକ ଶତ୍ରୁତାରୁ ୨ ବିଜେଡି ନେତାଙ୍କୁ ବିଭତ୍ସ ହତ୍ୟା
ଦିଗପହଣ୍ଡି,୨୪।୪(ଡି.ଏନ.ଏ.): ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପାଳଝାଡି ଗାଁର ଗ୍ରାମ୍ୟ କମିଟି ସଭାପତି ତଥା ବିଜେଡି ନେତା ସୁଦର୍ଶନ ସୁଆର ଏବଂ ତାଙ୍କ ପ୍ରମୁଖ ସହଯୋଗୀ...
ନାବାଳିକାଙ୍କୁ ପୋଷ୍ୟ ସନ୍ତାନ ଘଟଣା: ଡିସିପିଓଙ୍କ କାର୍ଯ୍ୟାଳୟରୁ କାଗଜପତ୍ର ଜବତ
ଫୁଲବାଣୀ ଅଫିସ/ଜି.ଉଦୟଗିରି,୧୨ା୬(ଡି.ଏନ.ଏ.)- ଦାରିଙ୍ଗବାଡି ଅଞ୍ଚଳର ଜଣେ ଅନାଥ ନାବାଳିକାଙ୍କୁ ପୋଷ୍ୟ ସନ୍ତାନ ପାଇଁ ପଠାଯିବା ଘଟଣାକୁ ନେଇ ଜିଲାବ୍ୟାପି ଚର୍ଚ୍ଚା ଜୋର ଧରିଛି। ଏହି ଘଟଣାରେ...

ଗଞ୍ଜାମ ଜିଲାରେ ପାସ୍ ହାର ୮୪.୨୦ ପ୍ରତିଶତ
ବ୍ରହ୍ମପୁର ଅଫିସ,୨୦ା୮- ଯୁକ୍ତ ୨ ବାଣିଜ୍ୟ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ ଗଞ୍ଜାମ ଜିଲା ରାଜ୍ୟସ୍ତରରେ ଉତ୍କର୍ଷତା ହାସଲ କରିଛି। ୯୦ ପ୍ରତିଶତରୁ...

ଗଣବଳାତ୍କାର ପରେ ଇଟାରେ ଛେଚିଥିଲେ
ଗୋପାଳପୁର,୧ା୨: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଜଣେ ୭ ବର୍ଷୀୟା ନାବାଳିକାଙ୍କୁ ଗଣବଳାତ୍କାର ଓ ହତ୍ୟା ଉଦ୍ୟମ ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ରବିବାର...

ବୋହୂଙ୍କୁ ମାରି ପୋଡ଼ିଦେବା : ଘଟଣାରେ ୫ ଗିରଫ
ବୁଗୁଡ଼ା,୮ା୮(ଡି.ଏନ.ଏ.)-ବୁଗୁଡ଼ା ଥାନା ଗୌଡ଼ିଆବୋରଦା ଗ୍ରାମରେ ବୋହୂକୁ ହତ୍ୟା କରିି ପୋଡ଼ି ଦେବା ଘଟଣାରେ ବାଲିପଦର ଫାଣ୍ଡି ଅଧିକାରୀ ଭଗବାନ ପୂଜାରୀ ବୁଧବାର ୫ ଜଣଙ୍କୁ କୋର୍ଟଚାଲାଣ...

ମାଟ୍ରିକ ପରୀକ୍ଷା ଦେଲେ ବିଧାୟକ
ସୋରଡ଼ା,୩୦।୭(ଡି.ଏନ୍.ଏ.): ମାଟ୍ରିକ ଅଫଲାଇନ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଅସନ୍ତୁଷ୍ଟ ଥିବା ୧୫ ହଜାରରୁ ଅଧିକ ଛାତ୍ରୀଛାତ୍ର ପରୀକ୍ଷା ଦେଉଛନ୍ତି। ଏହା ମଧ୍ୟରେ ତିନିତିନି ଥର...