ମହିଳାଙ୍କ ଶେଷ ଇଚ୍ଛା ପୂରଣ ପାଇଁ ଜୀବନ ଦେଲା ପୋଷା କୁକୁର

ଓ୍ବାଶିଂଟନ,୩୧।୫: ଆମେରିକାର ଭର୍ଜିନିୟାରୁ ଏମିତି ଏକ ଖବର ଆସିଛି ଯେଉଁଠି ଜୀବନ, ମୃତ୍ୟୁ, ଜିଦ୍‌ ଆଉ ଇଚ୍ଛାର ଏକ ମିଶ୍ରଣ ଦେଖିବାକୁ ମିଳିଛି। ଜଣେ ମହିଳା ଶେଷ ସମୟରେ ଏମିତି ଇଚ୍ଛା ପ୍ରକାଶ କରିଛନ୍ତି ଯେଉଁଥିରେ ଅନ୍ୟ ଜଣକୁ ଜୀବନ ଦେବାକୁ ପଡିଛି। ମହିଳା ଜଣଙ୍କ ପାଖରେ ଏକ ପୋଷା କୁକୁର ରଖିଥିଲେ। ଶେଷ ସମୟରେ ତାଙ୍କ ସହ ତାଙ୍କ ପୋଷା କୁକୁରକୁ ସମାଧି ଦିଆଯାଉ ବୋଲି ସେ କହିଥିଲେ। ତେବେ ଭର୍ଜିନିୟାର ଆଇନ ଅନୁଯାୟୀ ପୋଷା ଜୀବଙ୍କୁ ମାଲିକଙ୍କ ସମ୍ପତ୍ତି ବୋଲି ବିବେଚନା କରାଯାଏ। ତେଣୁ ସେ ତା ସହ ଯାହା କରିପାରିବେ। ଏହି ଆଇନ ଅନୁଯାୟୀ, ମହିଳାଙ୍କ ମୃତ୍ୟୁ ବେଳକୁ ସେ ପାଳିଥିବା ପୋଷା କୁକୁରକୁ ପ୍ରଥମେ ମାରି ଦିଆଯାଇ ତା’ପରେ ସମାଧି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାମରିକ ଉପକରଣ ନେଇଯାଉଥିବା ରୁଷିଆ ବିମାନ ଖସିଲା

ମସ୍କୋ,୨୫।୨: ସାମରିକ ଉପକରଣ ନେଇ ଯାଉଥିବା ରୁଷିଆର ଆଣ୍ଟୋନୋଭ ଆନ-୨୬ ଟ୍ରାନ୍ସପୋର୍ଟ ବିମାନ ଭୋରୋନେଞ୍ଜର ଦକ୍ଷିଣାଞ୍ଚଳରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ବିମାନର କ୍ରୁ ମେମ୍ବରଙ୍କ...

ବଦଳିବ ଇଣ୍ଡୋନେସିଆର ରାଜଧାନୀ

ଜାକର୍ତ୍ତା,୯।୮: ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ବଦଳରେ ବୋର୍ଣ୍ଣିଓ ଦ୍ୱୀପକୁ ଉଠାଇ ନିଆଯିବା ପାଇଁ ଯୋଜନା ଚାଲିଛି ବୋଲି ରାଷ୍ଟ୍ରପତି ଜୋକୋ ୱିଡୋଡୋ ସୂଚନା ଦେଇଛନ୍ତି। ଏହା...

ଓସାମାଙ୍କ ପୁଅ ହମ୍‌ଜା ନିହତ

ଓ୍ବାଶିଂଟନ,୧୫।୯: ଅଲ୍‌-କାଏଦାର ପ୍ରତିଷ୍ଠାତା ଓସାମା ବିନ ଲାଡେନଙ୍କ ପୁଅ ହମ୍‌ଜା ନିହତ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଶନିବାର ସ୍ପଷ୍ଟ କରିଛନ୍ତି। ପାକ୍‌-ଆଫଗାନିସ୍ତାନ ସୀମାରେ...

କିଲର ଡଲଫିନ୍‌ଙ୍କୁ ସୈନ୍ୟ ବାହିନୀରେ ସାମିଲ୍‌ କରୁଛନ୍ତି କିମ୍‌ ଜୋଙ୍ଗ ଉନ୍‌

ପୋୟାଙ୍ଗାୟାଙ୍ଗ୍‌,୧୪।୧୧: ଉତ୍ତର କୋରିଆର ଏକ ଛତ୍ରବାଦୀ ଶାସନ କିମ୍‌ ଜୋଙ୍ଗ୍‌ ଉନ୍‌ ସୈନ୍ୟ ବାହିନୀରେ କିଲର ଡଲଫିନ୍‌ଙ୍କୁ ସାମିଲ୍‌ କରୁଛନ୍ତିି। ଏସବୁ ଡଲଫିନ୍‌ଙ୍କୁ ଆବଶ୍ୟକ ତାଲିମ୍‌...

ଆମେରିକାରେ ଗୃହଯୁଦ୍ଧ-ଏଲନ ମସ୍କ ହେବେ ରାଷ୍ଟ୍ରପତି: ଦିମିତ୍ରିଙ୍କ ଭବିଷ୍ୟବାଣୀ…

ମସ୍କୋ,୨୭।୧୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ୨୦୨୩ ଫେବୃୟାରୀରେ, ଏହି ଯୁଦ୍ଧକୁ ଏକ ବର୍ଷ ପୂରଣ ହେବ। ଏପରିସ୍ଥଳେ ରୁଷିଆର...

ନିଖୋଜ ଜ୍ୟାକ୍‌ ମାଙ୍କର ଭିଡ଼ିଓ ଜାରି କଲା ଗ୍ଲୋବାଲ ଟାଇମ୍ସ୍‌

ବେଜିଂ, ୨୦।୧: ଚାଇନାର ଶ୍ରେଷ୍ଠ ଧନୀକ ତଥା ଆଲିବାବା ଗ୍ରୁପ୍‌ର ସଂସ୍ଥାପକ ଜ୍ୟାକ୍‌ ମା ୟୁନ୍‌ ନିଖୋଜ ହୋଇଥିବା ନେଇ ଚର୍ଚ୍ଚା ହେଉଥିବାବେଳେ ଏବେ ତାଙ୍କର...

‘ପିଲାଙ୍କୁ ସ୍କୁଲ୍‌କୁ ଫେରାଇ ଆଣିବା ଦେଶର ନୈତିକ କର୍ତ୍ତବ୍ୟ’

ଲଣ୍ଡନ, ୧୧।୮(ପି.ଟି.): କରୋନା ଜନିତ ଲକ୍‌ଡାଉନ ପରେ ପିଲାମାନଙ୍କୁ ସ୍କୁଲ୍‌କୁ ଫେରାଇ ଆଣିବା ଦେଶର ନୈତିକ କର୍ତ୍ତବ୍ୟ ବୋଲି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ସୋମବାର...

ଏହି ଦେଶକୁ ଗଲେ ଚାଲିଯିବ ଜୀବନ

ଗ୍ଲୋବାଲ ୱାର୍ମିଂ ବ୍ୟତୀତ ବାୟୁ ପ୍ରଦୂଷଣ ମଧ୍ୟ ବର୍ତ୍ତମାନର ଯୁଗ ପାଇଁ ଏକ ପ୍ରମୁଖ ସମସ୍ୟା ପାଲଟିଛି। ଦେଶର ରାଜଧାନୀ ଦିଲ୍ଲୀକୁ ପ୍ରାୟତଃ ଏହି ସମସ୍ୟାର...

Advertisement
Archives

Model This Week