Posted inଜାତୀୟ

ମହାରାଷ୍ଟ୍ରରେ ମୌସୁମୀ

ମୁମ୍ବାଇ,୧୧।୬: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗୁରୁବାର ମହାରାଷ୍ଟ୍ରରେ ପହଞ୍ଚିଥିବା ସୂଚନା ଦେଇଛନ୍ତି ମହାରାଷ୍ଟ୍ର ପାଣିପାଗ ବିଭାଗର ବିଶେଷଜ୍ଞ କେଏସ୍‌ ହୋସାଲିକର। ଏଥର ମହାରାଷ୍ଟ୍ରରେ ଭଲ ବର୍ଷା ହେବ ବୋଲି ସେ କହିଛନ୍ତି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମରାଠଓ୍ବାଡା ଓ ମଧ୍ୟ ମହାରାଷ୍ଟ୍ରରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହା ୪ ଦିନ ଲାଗି ରହିପାରେ। ସୂଚନାଯୋଗ୍ୟ, ଏଥର ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଠିକ୍‌ ଜୁନ ପ୍ରଥମ ସପ୍ତାହରେ କେରଳ ଛୁଇଁଥିଲା ମୌସୁମୀ। ଚଳିତ ବର୍ଷ ଭଲ ବର୍ଷା ହେବ ବୋଲି ମଧ୍ୟ ଏଥର ପାଣିପାଗ ବିଭାଗ ଆକଳନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶ୍ନ କରି ଅଧୀର ହଟହଟା: ଜମ୍ମୁ-କଶ୍ମୀର କ’ଣ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ

ନୂଆଦିଲ୍ଲୀ,୭ା୮(ପି.ଟି. ) : ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍‌ ଲୋକ ସଭାରେ ଆଗତ ବେଳେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଅଜବ ପ୍ରଶ୍ନ ଉଠାଇ ଅଡ଼ୁଆରେ...

ଶରଣାର୍ଥୀ ଥଇଥାନକୁ ନେଇ ତ୍ରିପୁରା ଜଳୁଛି

ଅଗରତାଲା, ୨୨।୧୧: ବ୍ରୁ ଶରଣାର୍ଥୀମାନଙ୍କ ଥଇଥାନ ବିରୋଧରେ ବିକ୍ଷୋଭ ଶନିବାର ହିଂସାତ୍ମକ ରୂପ ନେଇଛି। ବିକ୍ଷୋଭକାରୀଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ ଗୁଳି ଚଳାଇବାରୁ ଜଣଙ୍କର ମୃତ୍ୟୁ...

ତାପସ ପାଲଙ୍କ ପରଲୋକ

କୋଲକାତା,୧୮।୨: ବଙ୍ଗାଳୀ ଫିଲ୍ମ ଅଭିନେତା ତଥା ତୃଣମୂଳ କଂଗ୍ରେସର ପୂର୍ବତନ ଏମ୍‌ପି ତାପସ ପାଲଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା।...

ଆଜି ଲାଲକୃଷ୍ଣ ଆଡଭାନୀଙ୍କ ଜନ୍ମଦିନ: ମୋଦି ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ,୮।୧୧:ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଆଜି ୯୨ ବର୍ଷରେ ପଦାର୍ପଣ କରିଛନ୍ତି। ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଛା...

ନମୋ ଟିଭି ଉପରେ ନିର୍ବାଚନ କମିଶନଙ୍କ ଛାଟ: ଭୋଟିଂର ୪୮ ଘଣ୍ଟା ପୂର୍ବରୁ ଚାଲିବ ନାହିଁ ମୋଦିଙ୍କ ରେକର୍ଡେଡ୍‌ ଶୋ’

ନୂଆଦିଲ୍ଲୀ,୧୭।୪: ନମୋ ଟିଭିକୁ ନେଇ ନିର୍ବାଚନ କମିଶନ ଭାଜପାକୁ ବଡ଼ ଝଟକା ଦେବା ସହ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ନୂଆ ନିୟମ ଅନୁଯାୟୀ ନମୋ...

ନିର୍ବାଚନ ଲାଗି ଗାଇଡ୍‌ଲାଇନ ଜାରି

ନୂଆଦିଲ୍ଲୀ, ୨୨।୮: କରୋନା ମହାମାରୀ ବେଳେ ନିର୍ବାଚନ ଓ ଉପନିର୍ବାଚନ ପରିଚାଳନା ଲାଗି ନିର୍ବାଚନ କମିଶନ (ଇସି) ଶୁକ୍ରବାର ନୂଆ ଗାଇଡ୍‌ଲାଇନ ଜାରି କରିଛନ୍ତି। ବିଭିନ୍ନ...

ରାମ ମନ୍ଦିର ନିର୍ମାଣ ପାଇଁ ୫ କୋଟି ଟଙ୍କା ଦାନ କଲେ ମୋରାରି ବାପୁ

ନୂଆଦିଲ୍ଲୀ,୨୮।୭: ଦୀର୍ଘ ୫ଶହ ବର୍ଷ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଛି ରାମ ମନ୍ଦିର। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ...

ପ୍ରେମିକା ଧୋକା ଦେବାରୁ ଆତଙ୍କବାଦୀ ହେଲେ ଯୁବକ

ଗୁଆହାଟି,୨୭।୧୧: ଆସାମର ଗୋଲପାଡାରେ ୩ ସଂଦିଗ୍ଧ ଆତଙ୍କବାଦୀଙ୍କୁ ପୋଲିସ ଗିରଫ କରିଛି। ଏମାନେ ଆସାମ ଏବଂ ଦିଲ୍ଲୀରେ ଆକ୍ରମଣର ଯୋଜନା କରୁଥିଲେ ବୋଲି ପୋଲିସ କହିଛି।...


Coronavirus Update

Archives

Model This Week

Why Dharitri