ମହାରାଷ୍ଟ୍ରରେ ଆଉ ୯୧ ପୋଲିସ କରୋନା ସଂକ୍ରମିତ

ମୁମ୍ବାଇ,୩୧।୫: କରୋନା ଭାଇରସ ମହାରାଷ୍ଟ୍ର ପୋଲିସର ଚିନ୍ତା ବଢାଇ ଚାଲିଛି। ଏହି କରୋନା ଯୋଦ୍ଧା ଏବେ ସଙ୍କଟରେ। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୯୧ ଜଣ ପୋଲିସ କରୋନାରେ ସଂକ୍ରମିତ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଏହାକୁ ନେଇ ଏବେ ମହାରାଷ୍ଟ୍ରରେ ମୋଟ ୨,୪୧୬ଜଣ ପୋଲିସ କରୋନାରେ ପୀଡ଼ିତ ହୋଇଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରୁ ଏବେ ୧,୪୨୧ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ୨୬ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ସେହିପରି ମାର୍ଚ୍ଚ ୨୨ରୁ ମେ’ ୩୧ ମଧ୍ୟରେ ମହାରାଷ୍ଟ୍ରରେ ପାଖାପାଖି ୮୬ ଜଣ ପୋଲିସ ଆହତ ହୋଇଥିବା ବେଳେ ବିଭିନ୍ନ ମାମଲାରେ ୮୩୫ ଅଭିଯୁକ୍ତଙ୍କୁ ଗିରଫ କରିଛି ମହାରାଷ୍ଟ୍ର ପୋଲିସ।


Enter your email to get our daily news in your inbox.

All Right Reserved By Dharitri.Com

ବିଚାରପତି ନିଯୁକ୍ତିରେ ସିଜେଆଇ ରମନାଙ୍କ ରେକର୍ଡ…

ନୂଆଦିଲ୍ଲୀ, ୭।୮ : ଉଚ୍ଚ ନ୍ୟାୟପାଳିକାରେ ସର୍ବାଧିକ ସଂଖ୍ୟକ ବିଚାରପତି ନିଯୁକ୍ତି କରିବାରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମନା ଦେଶର ପ୍ରଥମ ପ୍ରଧାନ ବିଚାରପତି...

ମନ୍ଦିରରେ ପାଣି ପିଇବାରୁ ମୁସଲମାନ ନାବାଳକଙ୍କୁ ନିସ୍ତୁକ ମାଡ଼

ଗାଜିଆବାଦ୍‌,୧୪।୩ : ଉତ୍ତର ପ୍ରଦେଶର ଗାଜିଆବାଦର ଏକ ହୃଦୟ ବିଦାରକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଜଣେ ନାବାଳକଙ୍କୁ ମନ ଦେଇକି ଜଣେ...

ପୁଣି କରୋନା ଭାଙ୍ଗିଲା ସବୁ ରେକର୍ଡ: ଗୋଟିଏ ଦିନରେ ମୃତ୍ୟୁ ସଂଖ୍ୟା ୩୯୦୦ ଟପିଲା…

ନୂଆଦିଲ୍ଲୀ,୬।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ଅଣାୟତ୍ତ ସ୍ଥିତି ସୃଷ୍ଟି ହୋଇଛି। ସ୍ଥିତି ବେକାବୁ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି। କରୋନାର...

ନିର୍ବାଚନ ପରବର୍ତ୍ତୀ ହିଂସାରେ ୭ ଗିରଫ

କୋଲକାତା,୨୫।୭: ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସାରେ ଶ୍ରୀଧର ଦାସଙ୍କ ମୃତ୍ୟୁ ଘଟଣାରେ ସୋମବାର କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି (ସିବିଆଇ) ୭ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ...

ଡିସ୍‌କଭରୀ ଚ୍ୟାନେଲ୍‌ର ମ୍ୟାନ୍‌ ଭର୍ସେସ୍‌ ଓ୍ବାଇଲ୍ଡ୍‌ରେ ପ୍ରଧାନମନ୍ତ୍ରୀ ମୋଦି: ଅଗଷ୍ଟ ୧୨ରେ ୧୮୦ ଦେଶରେ ହେବ ପ୍ରସାରିତ

ନୂଆଦିଲ୍ଲୀ,୨୯।୭: ଡିସ୍‌କଭରୀ ଚ୍ୟାନେଲ୍‌ର ମ୍ୟାନ୍‌ ଭର୍ସେସ୍‌ ଓ୍ବାଇଲ୍ଡ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅତିଥିଭାବେ ଯୋଗଦେଇଛନ୍ତି। ଏହାର ପ୍ରସାରଣ ଅଗଷ୍ଟ ୧୨ ରାତି ୯ଟାରେ ହେବ।...

୯ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୨୨।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ୯ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୮ ହଜାର ୪୮୮ ଜଣ ନୂଆ...

ନୟାଗଡ଼ରେ ସୁନା ବ୍ୟବସାୟୀଙ୍କୁ କରୋନା: ଖବରଦାତା ସମ୍ମିଳନୀରେ ସୂଚନା ଦେଲେ ଜିଲାପାଳ

ନୟାଗଡ଼ ଅଫିସ,୨୫ା୬: ନୟାଗଡ଼ର ଜଣେ ସୁନା ବ୍ୟବସାୟୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। ସୁନା ବ୍ୟବସାୟୀଙ୍କ ଦୋକାନରେ ଥିବା...

ସରକାରଙ୍କ ନଜରରେ ଲକ୍ଷେ ୭୫ ହଜାର ଜମା ଖାତା: ଗୋଟିଏ ବର୍ଷରେ ହୋଇଛିି ଏକ କୋଟିରୁ ଅଧିକ ନଗଦ ଉଠାଣ

ନୂଆଦିଲ୍ଲୀ,୮।୭: ଏବେ ସରକାରଙ୍କ ନଜରରେ ଲକ୍ଷେ ୭୫ ହଜାର ଜମା ଖାତା ରହିଛି। ଏସବୁ ଜମା ଖାତାରେ ଗତ ଏକ ବର୍ଷ ମଧ୍ୟରେ ଏକ କୋଟିରୁ...

Advertisement
Archives

Model This Week