ମହାତ୍ମା ଗାନ୍ଧୀଙ୍କ ସମ୍ମାନରେ ମୁଦ୍ରା ଜାରି କରିବ ବ୍ରିଟେନ

ଲଣ୍ଡନ,୧୧।୧୦:ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ତାଙ୍କ ସମ୍ମାନର୍ଥେ ମୁଦ୍ରା ଜାରି କରିବାର ନିଷ୍ପତ୍ତି ନେଇଛି ବ୍ରିଟେନ। ବ୍ରିଟିଶ୍‌ ଏସିଆନ ସକସେକ୍ସ ଉପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଗ ନେଇ ବ୍ରିଟେନର ଅର୍ଥମନ୍ତ୍ରୀ ସାଜିଦ ଜାବିଦ ଏହି ସୂଚନା ଦେଇଛନ୍ତି। ୧୯୩୧ରେ ଗୋଲମେଜ ସମ୍ମିଳନୀ ପାଇଁ ମହାତ୍ମା ଗାନ୍ଧୀଙ୍କ ଯାତ୍ରାକୁ ତାଜା କରିବା ପାଇଁ ଏହି ମୁଦ୍ରା ଜାରି କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଇରାଲ ଓ୍ବାର୍ଡ ଗେମ୍‌ ‘ଓ୍ବାର୍ଡଲେ’

ନ୍ୟୁୟର୍କ,୧୩।୧: ମହାମାରୀବେଳେ ଲୋକେ ଅଧିକ ସମୟ ଘରେ ବିତାଉଥିବାବେଳେ ଏକ ମଜାଦାର ଗେମ୍‌ ଅନଲାଇନରେ ବେଶ୍‌ ଲୋକପ୍ରିୟ ହୋଇଛି। ସହଜ ଏବଂ କୌତୁହପୂର୍ଣ୍ଣ ହୋଇଥିବାରୁ ବହୁ...

ଗୋଟାବାୟା, ବାସିଲଙ୍କୁ ଏୟାରପୋର୍ଟରେ ଅଟକାଇଲେ

କଲମ୍ବୋ,୧୩ା୭: ଶାନ୍ତିପୂର୍ଣ୍ଣ ଉପାୟରେ କ୍ଷମତା ହସ୍ତାନ୍ତର କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଶ୍ରୀଲଙ୍କାର ୭୩ ବର୍ଷୀୟ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ମଙ୍ଗଳବାର ଦୁବାଇକୁ ପଳାୟନ ଉଦ୍ୟମ...

ଫିଲିପାଇନ୍ସରେ ପ୍ରଥମ କରୋନାଭାଇରସ ସଂକ୍ରମିତଙ୍କ ମୃତ୍ୟୁ

ମାନିଲା,୨।୨: ସାରା ବିଶ୍ୱରେ କରୋନାଭାଇରସର ଭୟ। ଏହା ଏବେ ଚାଇନାରେ ମହାମାରୀର ରୂପ ନେଇଥିବା ବେଳେ ସାରା ବିଶ୍ୱକୁ ଏହା କାୟା ବିସ୍ତାର କରି ଚାଲିଛି।...

ଫିଲିପାଇନ୍ସରେ ଗଭର୍ନରଙ୍କ ସମତେ ୮ ଜଣଙ୍କୁ ହତ୍ୟା, ଜଣେ ସନ୍ଦିଗ୍ଧଙ୍କ ମୃତ୍ୟୁ-୩ ଗିରଫ…

ମାନିଲା,୫।୩ : ଫିଲିପାଇନ୍ସରେ କେତେକ ଲୋକ ଆଖିବୁଜା ଗୁଳି ଚଳାଇଛନ୍ତି। ଯେଉଁଥିରେ କେନ୍ଦ୍ରୀୟ ଫିଲିପାଇନ୍ସର ପ୍ରାଦେଶିକ ରାଜ୍ୟପାଳ ରୋଏଲ ଡାଗାମୋ ଏବଂ ନୀରିହ ଗ୍ରାମବାସୀଙ୍କ ସମେତ...

ପାର୍ଟି କର୍ମକର୍ତ୍ତାରୁ ସର୍ବାଧିକ କ୍ଷମତାଶାଳୀ

ବେଜିଂ,୨୪ା୧୦: ୧୯୫୩ ଜୁନ୍‌ ୧୫ରେ ବେଜିଂରେ ଜନ୍ମିତ ଶି ଜିନ୍‌ପିଙ୍ଗ୍‌ ହେଉଛନ୍ତି କମ୍ୟୁନିଷ୍ଟ ପାର୍ଟିର ବରିଷ୍ଠ ନେତା ତଥା ୧୯୪୯ରେ କମ୍ୟୁନିଷ୍ଟ ପାର୍ଟିକୁ ଶାସନକୁ ଆଣିଥିବା...

ଜଙ୍ଗଲରେ ଖସିପଡ଼ିଲା ବିମାନ, ଏମିତି ଉପାୟରେ ଜୀବନ ବଞ୍ଚାଇଲେ ପାଇଲଟ

ବ୍ରାଜିଲ,୧୨।୩: ଆମାଜନ ଜଙ୍ଗଲରେ ଫସିଥିବା ୩୬ ବର୍ଷୀୟ ଜଣେ ପାଇଲଟ ଶେଷରେ ତାଙ୍କ ଘରେ ପହଞ୍ଚଛନ୍ତି। ଆଣ୍ଟୋନିଆ ସେନା ନାମକ ଏହି ଯୁବ ପାଇଲଟ ୫...

ଆଜି ପୃଥିବୀର ନିକଟତର ହେବ ବୃହସ୍ପତି

ଓ୍ବାଶିଂଟନ୍‌, ୨୬ା୯: ସୌରମଣ୍ଡଳର ବୃହତ୍ତମ ଗ୍ରହ ବୃହସ୍ପତି ପ୍ରାୟ ୬ ଦଶନ୍ଧି ପରେ ସୋମବାର ପୃଥିବୀର ସବୁଠୁ ନିକଟତର ହେବାକୁ ଯାଉଛି। ୧୯୬୩ ପରେ ଏହି...

ଆମେରିକାକୁ ତାଲିବାନର ଚେତାବନୀ

କାବୁଲ,୨୯ ।୯: ଆଫଗାନିସ୍ତାନରେ ଶାସନକୁ ଫେରିବା ପରେ ତାଲିବାନ ଆମେରିକାକୁ ଚେତାବନୀ ଦେଇଛି । ଆମେରିକା ଦ୍ୱାରା ଆଫଗାନିସ୍ତାନ ବିମାନ ବନ୍ଦରରେ ଡ୍ରୋନ୍ ଉଡାଇବାକୁ ନେଇ...

Advertisement
Archives

Model This Week