ମଲାଲାଙ୍କ ବାୟୋପିକ୍‌ରେ ରିମ୍‌ ଶେଖ୍‌, ଜାନୁୟାରୀ ୩୧ରେ ହେବ ରିଲିଜ

ବମ୍ବେ: ନୋବେଲ ପୁରସ୍କାର ବିଜୟିନୀ ମଲାଲା ୟୁସୁଫଜାଇଙ୍କ ବାୟୋପିକ୍‌ରେ ନଜର ଆସିବେ ଟେଲି ଅଭିନେତ୍ରୀ ରିମ୍‌ ଶେଖ୍‌। ନିକଟରେ ଏହାର ଟ୍ରେଲର ରିଲିଜ କରାଯାଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରୁଛନ୍ତି। ଫିଲ୍ମକୁ ଅମଜାଦ୍‌ ଖାନ୍‌ ନିର୍ଦ୍ଦେଶନା ଦେଇଛନ୍ତି। ଅତୁଲ କୁଲକର୍ଣ୍ଣୀ ଏବଂ ଦିବ୍ୟା ଦତ୍ତା ମଲାଲାଙ୍କ ପିତାମାତା ଭୂମିକାରେ ନଜର ଆସିବେ। ଏହାଛଡ଼ା ଅଭିନେତା ପଙ୍କଜ ତ୍ରିପାଠୀ ମଧ୍ୟ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ୨୦୧୮ରେ ଏହି ଫିଲ୍ମକୁ ସାଇନ୍‌ କରିଥିଲେ ରିମ୍‌। ହେଲେ ଏହାକୁ ରିଲିଜ ହେବାକୁ ଦୁଇବର୍ଷ ଲାଗିଯାଇଛି। ଜାନୁୟାରୀ ୩୧ରେ ଫିଲ୍ମ ରିଲିଜ କରାଯିବ ବୋଲି କୁହାଯାଉଛି।

ମଲାଲାଙ୍କ ବାୟୋପିକ୍‌କୁ କିନ୍ତୁ ପରଦାରେ ଟକ୍କର ଦେବ ସୈଫ ଅଲ୍ଲୀ ଖାନ୍‌ଙ୍କ ‘ଜବାନୀ ଜାନେମନ୍‌’ଏବଂ ହିମେଶ ରେଶମିଆଙ୍କ ‘ହାପି ହାର୍ଡି ଆଣ୍ଡ ହିର୍‌’। ଫଳରେ ଫିଲ୍ମର ବ୍ୟବସାୟ ବାଧାପ୍ରାପ୍ତ ହୋଇପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ବନ୍ଧନରେ ବାନ୍ଧିହେଲେ ଓଡ଼ିଆ ବଲିଉଡ୍‌ ଆକ୍ଟ୍ରେସ

ନୂଆଦିଲ୍ଲୀ, ୧୯।୧୨- ଇମ୍ରାନ ହାସିମଙ୍କ ଫିଲ୍ମ ‘ମର୍ଡର ୨’ ଯୋଗୁ ବଲିଉଡ୍‌ରେ ପରିଚୟ ପାଇଥିବା ଓଡ଼ିଆ ଆକ୍ଟ୍ରେସ ସୁଲଗ୍ନା ପାଣିଗ୍ରାହି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।...

ପଠାନର କମାଲ, ୩୨ ବର୍ଷ ପରେ କଶ୍ମୀର ଘାଟିର ସିନେମା ହଲରେ ହାଉସଫୁଲ ସାଇନ

ମୁମ୍ବାଇ: ବଲିଉଡ ଅଭିନେତା ଶାହାରୁଖ ଖାଁ ଓ ଦୀପିକା ପାଦୁକୋନ ଷ୍ଟାରର ମୁଭି ‘ପଠାନ’ର ଚର୍ଚ୍ଚା ଏବେ ସବୁଠି । ‘ପଠାନ’ ରିଲିଜ୍ ହେବା ପରେ...

କ୍ୟାଟ୍ରିନାଙ୍କ ଡ୍ରେସ୍‌କୁ ନେଇ ହେଉଛି ଚର୍ଚ୍ଚା: ଦାମ୍‌ ରହିଛି…

ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସ୍ବାମୀ ତଥା ଅଭିନେତା ବିକି କୌଶଲଙ୍କ ସହ ପ୍ରଥମ ଖ୍ରୀଷ୍ଟମାସ ପାଳନ କରିଛନ୍ତି।...

ବିନା ଡ୍ରେସ୍‌ରେ ପୋଜ୍‌ ଦେଇଥିବା ଏହି କୁନି ଶିଶୁ ଆଜି ବଲିଉଡ୍‌ର ସୁପରଷ୍ଟାର

ମୁମ୍ବାଇ: ଆଜିକାଲି ବଲିଉଡ୍‌ ସେଲିବ୍ରିଟିମାନଙ୍କର ପିଲାଦିନର ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ମଧ୍ୟ ସେମାନଙ୍କର ପ୍ରିୟ ଷ୍ଟାରମାଙ୍କର ପିଲାଦିନର ଫଟୋ...

ଅସୁସ୍ଥତା ପରେ ଶୁଟିଂସେଟ୍‌କୁ ଫେରିଲେ ସାମନ୍ଥା

ମୁମ୍ବାଇ: ସାଉଥ୍‌ ଅଭିନେତ୍ରୀ ସାମନ୍ଥା ରୁଥ୍‌ପ୍ରଭୁ କିଛି ସମୟ ପୂର୍ବରୁ ପ୍ରଶଂସକଙ୍କ ସହ ଏକ ସୂଚନା ଶେୟାର କରିଛନ୍ତି, ଏଥିରେ ସେ ଲେଖିଛନ୍ତି, ସେ ଅଟୋ-ଇମ୍ୟୁନୋ...

୨୧ ଲକ୍ଷ ଟଙ୍କା ମୂଲ୍ୟର ପିତାଙ୍କ ଘଡି ପିନ୍ଧି ବିବାହ କଲେ ରଣବୀର

ମୁମ୍ବାଇ: ଷ୍ଟାର କପୁଲ ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ପାଇଁ ଏପ୍ରିଲ ୧୪ ଏକ ସ୍ମୃତିର ଦିନ ହୋଇ ରହିଗଲା । ଆଲିଆ ଭଟ୍ଟ...

କେବିସିରେ ‘ସିନ୍ଧୁତାଇ’, ପାଦ ଛୁଇଁ ସ୍ବାଗତ କଲେ ଅମିତାଭ

ମୁମ୍ବାଇ: ଆରମ୍ଭ ହୋଇଛି ସୋନି ଚ୍ୟାନେଲରେ ପ୍ରସାରିତ ଲୋକପ୍ରିୟ ରିଆଲିଟି ଶୋ’ ‘କୌନ୍‌ ବନେଗା କରୋଡ଼ପତି’। ସୁପରଷ୍ଟାର ଅମିତାଭ ଏଥର ମଧ୍ୟ ଶୋ’ ହୋଷ୍ଟ ଭାର...

ଏହି ଲୋକପ୍ରିୟ କମେଡିଆନ୍‌ଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ

ଲୋକପ୍ରିୟ ଷ୍ଟାଣ୍ଡ ଅପ୍‌ କମେଡିଆନ୍‌ ଖୟାଲୀଙ୍କ ବିରୋଧରେ ରୁଜୁ ହୋଇଛି ବଳାତ୍କାର ମାମଲା। ୨୫ ବର୍ଷୀୟା ଯୁବତୀଙ୍କୁ ସେ ବଳାତ୍କାର କରିଥିବା ନେଇ ଜୟପୁରର ମାନସରୋବର...

Advertisement
Archives

Model This Week