ମଧୁମେହ ଲାଗି ହଳଦୀ ରାମବାଣ ସଦୃଶ

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ମଧୁମେହରେ ଆକ୍ରାନ୍ତ ହେଉଛନ୍ତି। ଏହା ପରିବର୍ତ୍ତିତ ଜୀବନଶୈଳୀ ଲାଗି ହେଉଥିବା ସ୍ବାସ୍ଥ୍ୟ ସମସ୍ୟାରୁ ଅନ୍ୟତମ। ଏହି ରୋଗରେ ରକ୍ତ ସର୍କରାକୁ ନିୟନ୍ତ୍ରଣ କରିବା କଷ୍ଟକର। ତେବେ କେତେକ ଘରୋଇ ଉପଚାର ମାଧ୍ୟମରେ ଏହାକୁ ନିୟନ୍ତ୍ରଣ କରାଯାଉଥିଲେ ମଧ୍ୟ ଏପରି ଏକ ଜିନିଷ ଅଛି, ଯାହା ମଧୁମେହ ନିୟନ୍ତ୍ରଣ ଲାଗି ରାମବାଣ ସଦୃଶ କାମ କରିଥାଏ। ଜାଣନ୍ତୁ ସେ ସମ୍ପର୍କରେ…

* ହଳଦୀ ଖାଇବା ଫଳରେ ଟାଇପ୍‌ ଟୁ ମଧୁମେହରୁ ମୁକ୍ତି ମିଳିପାରିବ। ଏହା ରକ୍ତ ଶର୍କରାକୁ ନିୟନ୍ତ୍ରିତ କରି ଏଥିରୁ ଉପଶମ କରିଥାଏ।

* ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବା ଲାଗି ହଳଦୀକୁ ବ୍ୟବହାର କରାଯାଉଥିଲେ ସୁଦ୍ଧା ଖାଦ୍ୟରେ ଏହାର ପରିମାଣ କମ୍‌ ହେଲେ ଟାଇପ୍‌-୨ ମଧୁମେହ ସୃୃଷ୍ଟି କରିଥାଏ।

* ମଧୁମେହ ରୋଗୀଙ୍କ ପାଇଁ ହଳଦୀ ମହୌଷଧି। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଓ ଆଣ୍ଟି-ଫ୍ଲାମେଟୋରି ଗୁଣ ରହିଛି। ଏହା ଶରୀରରେ ଇନ୍‌ସୁଲିନ ଉତ୍ପାଦନ ବୃଦ୍ଧିରେ ସହାୟକ ହୋଇଥାଏ।

* ମଧୁମେହ ରୋଗୀ ରାତିରେ ଶୋଇବା ପୂର୍ବରୁ କ୍ଷୀର ସହିତ ହଳଦୀ ଦ୍ରବଣ କରି ପିଇଲେ ସ୍ବାସ୍ଥ୍ୟ ଭଲ ରୁହେ। ଏହା ହାଡକୁ ମଜଭୁତ କରିବ। ଅନ୍ୟ ପକ୍ଷେ ଏହା ମଧୁମେହ ଏବଂ ରକ୍ତଶର୍କରା ସ୍ତରକୁ ନିୟନ୍ତ୍ରଣ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଚ ରକ୍ତଚାପରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାଗ୍ଲାସେ…

ସକାଳେ ଗୁଡ଼ପାଣି ପିଇଲେ ପାଚନ କ୍ରିୟା ସ୍ବାଭାବିକ ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ପୋଟାସିୟମ୍‌ ଏବଂ ସୋଡିୟମ୍‌ ରହିଥାଏ। ଫଳରେ ରକ୍ତଚାପ ନିୟନ୍ତ୍ରଣ କରିବାରେ ଗୁଡ଼ପାଣି...

ଘର ଝାଡୁ କରିବା-ରଖିବା ସମୟରେ କରୁନାହାନ୍ତି ତ ଏଭଳି ଭୁଲ: ମାଡ଼ି ଆସିବ ଦରିଦ୍ରତା

ପ୍ରତ୍ୟେହ ସକାଳେ ଏବଂ ଅପରାହ୍ନରେ ଘର ଝାଡ଼ୁ କରାଯାଏ। ଏହି ଝାଡ଼ୁକୁ ନେଇ ଅନେକ ବାସ୍ତୁଗତ ସମସ୍ୟା ରହିଛି। ଯେପରିକି ଝାଡ଼ୁକୁ ଓଲଟା ରଖିବା ଠିକ୍‌...

ଶୋଇବା ବେଳେ ଏହି ୭ ପ୍ରାଣୀଙ୍କୁ ଉଠାନ୍ତୁନାହିଁ, ହୋଇପାରେ ମୃତ୍ୟୁ

ଆଚାର୍ଯ୍ୟ ଚାଣକ୍ୟ ନିଜର ଏକ ଶ୍ଲୋକରେ ଏଭଳି ୭ ପ୍ରାଣୀଙ୍କ ବିଷୟରେ ଲେଖିଛନ୍ତି, ଯେଉଁମାନଙ୍କୁ ଶୋଇଥିବା ଅବସ୍ଥାରେ ଉଠାଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା...

ଆସିଛି ରଜ

କୁଆଁରୀ ଝିଅଙ୍କ ପର୍ବ ରଜ । ହେଲେ ଭିନ୍ନ ଭିନ୍ନ ଢଙ୍ଗରେ ସମସ୍ତେ ଉପଭୋଗ କରିଥାନ୍ତି ଏହି ପର୍ବକୁ। ପିଠାପଣା ସହ ରଜର ସବୁ ବିଧି...

ପୁତ୍ରର ଋଣ ଶୁଝା

ମାତୃ ଋଣ କଦାପି ଶୁଝି ହୁଏ ନାହିଁ। କାରଣ ମା’ ଏକ ଅନନ୍ୟ ମରିଷ। ନୂଆ ଜୀନନଟିଏ ସୃଷ୍ଟି କରିବାରେ ମା’ର ଭୂମିକା ଅତୁଳନୀୟ। ସମାୟନ...

ପ୍ରତିଦିନ ମାତ୍ର ୧ ଘଣ୍ଟା ହସନ୍ତୁ,ମିଳିବ ଏହିସବୁ ଫାଇଦା

ହସିବାକୁ ଅନେକ ରୋଗର ମହୌଷଧି ବୋଲି କୁହାଯାଏ। ହସିବା ଦ୍ୱାରା ଶରୀରର ମାଂସପେଶୀ, ଚକ୍ଷୁ, ହୃତ୍‌ପିଣ୍ଡ ଏବଂ ମସ୍ତିଷ୍କ ସୁସ୍ଥ ରହିଥାଏ। ୟୁନିଭରସିଟି ଅଫ୍‌ ମେରିଲାଣ୍ଡ୍‌ଠାରେ...

ପ୍ରତିଦିନ ଗୋଟିଏ ସିଝାଅଣ୍ଡା ନପୁଂସକତାରୁ ରଖେ ଦୂରେଇ…

ସମ୍ପ୍ରତି ପରିବର୍ତ୍ତିତ ଜୀବନ ଶୈଳୀରେ ତଥା ମାନସିକ ଚାପ ଯୋଗୁ କେତେକଙ୍କଠାରେ ନପୁଂସକତା ଦେଖିବାକୁ ମିଳୁଛି। ଆୟୁର୍ବେଦରେ ଏହାର ଘରୋଇ ଉପଚାର ସମ୍ପର୍କରେ ଉଲ୍ଲେଖ କରାଯାଇଛି।...

ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇଲେ କ’ଣ ଲାଭ ହୋଇଥାଏ

ଦିନସାରା ବ୍ୟସ୍ତଜୀବନରୁ ଆରାମ ପାଇବା ପାଇଁ ରାତିରେ ସୁଖନିଦ୍ରା ଇଚ୍ଛା କରିଥାନ୍ତି। କିନ୍ତୁ ଏହା ସମ୍ଭବ ହୋଇ ନ ଥାଏ। ଫଳରେ ମାନସିକ ଅବସାଦ, ମେଦବହୁଳତା,...

Advertisement
Archives

Model This Week