ଭୋକିଲା ପେଟକୁ ଦାନା

ବାଲେଶ୍ୱର ଅଫିସ,୩।୪- ଲକ୍‌ଡାଉନ୍‌ ଯୋଗୁ ବାଲେଶ୍ୱର ଜିଲାର ସମସ୍ତ ଦୋକାନବଜାର, ହୋଟେଲ ବନ୍ଦ ରହିଥିବାରୁ ଅସହାୟ, ଭିକାରୀ, ଗୋରୁ,ବୁଲାକୁକୁର ଓ ଅନ୍ୟ ପ୍ରାଣୀମାନେ ଭୋକିଲା ରହୁଛନ୍ତି। ସହରର ‘ଦି ନ୍ୟୁ ହୋପ’ ସ୍ବେଚ୍ଛାସେବୀ ଅନୁଷ୍ଠାନ ସେମାନଙ୍କୁ ଖାଦ୍ୟ ଯୋଗାଇବାରେ ସହାୟକ ହୋଇପାରିଛି। ସମ୍ପ୍ରତିି ସରକାରଙ୍କ ଦ୍ୱାରା କରାଯାଇଥିବା ଖାଦ୍ୟ ବ୍ୟବସ୍ଥାକୁ ସଂଗଠନ ତରଫରୁ ସାଧୁବାଦ ଜଣାଯିବା ସହ ଏହି ସୁବିଧାରୁ କୌଣସି କାରଣରୁ ବଞ୍ଚତ୍ତ ହେଉଥିବା ଲୋକ ସଂଗଠନକୁ ମୋବାଇଲ୍‌ (ନଂ. ୯୩୩୮୩୧୦୮୬୩ ଓ ୯୩୩୮୩୨୨୨୦୮) ରେ ଯୋଗାଯୋଗ କଲେ ତାଙ୍କୁ ଶୁଖିଲା ଖାଦ୍ୟ ପ୍ୟାକେଟ୍‌ ଯୋଗାଇ ଦିଆଯିବ ବୋଲି ସଂଗଠନର ମୁଖ୍ୟ ସଂଗ୍ରାମ ପଣ୍ଡା କହିଛନ୍ତି। ଏହି ଖାଦ୍ୟ ବିତରଣ କାର୍ଯ୍ୟକ୍ରମରେ ଅଶ୍ୱିନୀ ଦାସ, ରବୀନ୍ଦ୍ର ପତି, ରାଜେଶ ଶର୍ମା, ସୁଶାନ୍ତ ରଣା ପ୍ରମୁଖଙ୍କ ସହ ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୩୧ ପର୍ଯ୍ୟନ୍ତ ଗଞ୍ଜାମରେ ବାଇକ୍‌ ଚଳାଚଳ ନିଷେଧ

ଛତ୍ରପୁର, ୨।୬(ଡି.ଏନ୍‌.ଏ.) ଗଞ୍ଜାମ ଜିଲାରେ ଜୁଲାଇ ୩୧ ପର୍ଯ୍ୟନ୍ତ ବାଇକ ଚଳାଚଳକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। କେବଳ ମେଡିକାଲ, କୃଷି କାର୍ଯ୍ୟ ପାଇଁ ପରିଚୟପତ୍ର ଦେଖାଇ...

୨ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟଣା: ୨ ମୃତ

ସୋରଡା,୧୨ା୧୧(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ସୋରଡା ଥାନା ନୂଆଗଡ ଗ୍ରାମ ଖଦାଳସାହିରେ ମଙ୍ଗଳବାର ୨ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ୨ ଜଣଙ୍କ ମୃତ୍ୟୁ ହୋଇଛି। ୫ଜଣ...

ତହସିଲଦାରଙ୍କ ଅବିଚାର ବିରୋଧରେ ଧାରଣା

ଭଦ୍ରକ ଅଫିସ,୫ା୬: ଭଦ୍ରକ ଜିଲା ଚାନ୍ଦବାଲି ତହସିଲଦାରଙ୍କ ଅବିଚାର ବିରୋଧରେ ଚାନ୍ଦବାଲି ବ୍ଲକ ବାଂଶଡ଼ା ଥାନା ଅଣ୍ଡିଆପାଟ ଗ୍ରାମର ଏକ ପରିବାର ଜିଲାପାଳଙ୍କ ଅଫିସ ଆଗରେ...

ବିହାରରେ ୮ ଶ୍ରମିକଙ୍କୁ ନିର୍ଯାତନା

ତେନ୍ତୁଳିଖୁଣ୍ଟି,୨୬।୬(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ପଞ୍ଚାୟତ ବଙ୍ଗଳାଗୁଡ଼ା ଗ୍ରାମରୁ ୮ ଶ୍ରମିକଙ୍କୁ ବିହାରରେ କାମ କରିବାକୁ ନେଇ ନିର୍ଯାତନା ଦିଆଯାଉଛି। ସେମାନଙ୍କ ଠାରୁ ମୋବାଇଲ...

ପୋତାହେଲା ଅପମିଶ୍ରିତ ସାମଗ୍ରୀ

ଚୌଦ୍ୱାର,୧।୩(ଡି.ଏନ.ଏ.): ଟକ ସହର ସମେତ ଏହାର ଉପକଣ୍ଠରେ ଗତ କିଛି ମାସ ମଧ୍ୟରେ ଚଢାଉ କରାଯାଇ ଅନେକ ନକଲି ଓ ଅପମିଶ୍ରିତ କାରଖାନା ଠାବ କରାଯାଇଛି।...

ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌: ବାପା ମୃତ, ପୁଅ ଗୁରୁତର; କ୍ଷତିପୂରଣ ଦାବିରେ ରାସ୍ତାରୋକୋ, ୨ ଘଣ୍ଟା ଧରି ବନ୍ଦ ରହିଲା ଯାତାୟାତ

ନିମାପଡ଼ା,୫।୯(ଡି.ଏନ୍‌.ଏ.): ପୁରୀ ଜିଲା ଖେଲାର-ବଳଙ୍ଗା ରାସ୍ତାର କଅଁରପୁର କଲେଜ ଛକ ନିକଟରେ ଗୁରୁବାର ସକାଳେ ଏକ ଟ୍ରକ୍‌ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିବା...

ଆଶାକର୍ମୀ ସଂଘର ଧାରଣା

ଛତ୍ରପୁର,୯ା୧୧(ଡି.ଏନ.ଏ)-ରାଜ୍ୟ ଆଶା ଓ ଆଶାସାଥୀ ସଂଘର ଗଞ୍ଜାମ ଜିଲା କମିଟି ପକ୍ଷରୁ ବିଭିନ୍ନ ଦାବି ନେଇ ଶୁକ୍ରବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା...

ଖଣି ଦୁର୍ଘଟଣା ମୃତକଙ୍କ ପରିବାରକୁ ସହାୟତା ରାଶି ଦେଲେ ରାଜ୍ୟ ସରକାର: ଅଧିକ କ୍ଷତିପୂରଣ ପାଇଁ ଆଲୋଚନା ହେବ

ଅନୁଗୋଳ ଅଫିସ, ୩୧।୭-ଅନୁଗୋଳ ଜିଲା ତାଳଚେରସ୍ଥିତ ଭରତପୁର କୋଇଲା ଖଣି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪ ଶ୍ରମିକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷିତ ସହାୟତା...

Advertisement
Archives

Model This Week