Posted inଜାତୀୟ

ଭୁଶୁଡିଲା କୋଠା:୨ ମୃତ, ଅନେକ ଆହତ

ଅହମ୍ମଦାବାଦ୍‌,୨୦।୧୦: ଗୁଜରାଟର ଭଦୋଦରାରେ ଏକ ନିର୍ମାଣାଧୀନ କୋଠା ଭୁଶୁଡି ପଡିଛି। ଫଳରେ ୨ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଦମକଳବାହିନୀ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏବେ ବି କୋଠା ତଳେ ଅନେକ ଲୋକ ଫଶି ରହିଥିବା ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ଭଦୋଦରାର ଛାନି ଜକାତନାରେ ଏକ ଗୃହ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ-ଏଲଆଇପି ସମର୍ଥକ ମୁହାଁମୁହିଁ

ଚଣ୍ଡିଗଡ଼,୮ ।୨: ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ପ୍ରଚାର କାର୍ଯ୍ୟ ଯୋରସୋରରେ ଚାଲିଛି । ଇତିମଧ୍ୟରେ ସୋମବାର ରାତିରେ ଆତ୍ମ ନଗର...

ଜେଜେ ମା’ଙ୍କୁ ମନେ ପକାଇଲେ ରାହୁଲ

ଡେରାଡୁନ,୧୬।୧୨: ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଭାଜପା ପରେ ଏବେ କଂଗ୍ରେସ ଏହାର ନିର୍ବାଚନ ପ୍ରଚାର ଉପରେ ଗୁରୁତ୍ୱ ଦେଉଛି।...

୨୦୨୩ ସୁଦ୍ଧା ଗୋଆରେ ଖୋଲିବ ୫ଶହ ସିନେମା ହଲ୍‌

ପଣଜୀ,୬।୧୨: ୨୦୨୩ ମାର୍ଚ୍ଚରେ ଭାରତର ଗ୍ରାମାଞ୍ଚଳର ଲୋକମାନେ ନିଜ ଗାଁରେ ସିନେମା ଉପଭୋଗ କରିପାରିବେ। ଏହି ଦିଗରେ ସରକାର ଆଉ ଏକ ପାଦ ଆଗକୁ ବଢ଼ାଇବା...

ଜୀବନ ସାଥୀ ଚୟନରେ ସମାଜ ପକ୍ଷରୁ ବାଧା ଦିଆଯାଇ ପାରିବ ନାହିଁ, ହାଇକୋର୍ଟ…

ବେଙ୍ଗାଲୂରୁ, ୧୫।୬ : ବ୍ୟକ୍ତିଗତ ଜୀବନରେ ଜଣେ ନିଜ ପସନ୍ଦର ଜୀବନ ସାଥୀ ଚୟନ କରିପାରିବେ। ଏଥିରେ ସମାଜ ପକ୍ଷରୁ କୌଣସି ବାଧା ଦିଆଯାଇ ପାରିବ...

ଧନୀ ତାଲିକାର ଟପ୍‌-୨୫ରୁ ଆଦାନୀ ଆଉଟ୍‌

ନୂଆଦିଲ୍ଲୀ,୨୩।୨: ଆଦାନୀ ଗ୍ରୁପ ଚେୟାରମ୍ୟାନ ଗୌତମ ଆଦାନୀଙ୍କ ସମ୍ପତ୍ତି ପୁଣି ଥରେ ହ୍ରାସ ପାଇଛି। ଗୁରୁବାର ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ସେ ବର୍ତ୍ତମାନ ଦୁନିଆର...

ସୋନିଆଙ୍କୁ ଭେଟିଲେ ପାଓ୍ବାର

ମୁମ୍ବାଇ, ୧୧ା୯ (ପି.ଟି.): ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଆସନ ବୁଝାମଣା ଲାଗି କଂଗ୍ରେସ ଓ ଏନ୍‌ସିପି ମଧ୍ୟରେ ପ୍ରୟାସ ଆରମ୍ଭ ହୋଇଛି। ଏନ୍‌ସିପି...

ଭାଇ-ଭାଉଜଙ୍କୁ ହତ୍ୟା କରିବା ପରେ କାଟିଦେଲେ ବର୍ଷକର ପୁତୁରାଙ୍କ ଗୋଡ଼, ହାତ

ଭାଡୋଇ, ୨୫।୫: ପାରିବାରିକ କଳହ ଯୋଗୁ ଜଣେ ବ୍ୟକ୍ତି ତାଙ୍କ ବଡ଼ ଭାଇ ଓ ଭାଉଜଙ୍କୁ ହତ୍ୟା କରିବା ପରେ ବର୍ଷକର ପୁତୁରାଙ୍କ ଗୋଡ଼ ଓ...

କରୋନା ନେଇ ଦିଲ୍ଲୀରେ ସତର୍କତା: ଏନ୍‌ସିଆର୍‌ରେ ୫ ସ୍କୁଲ ବନ୍ଦ; ୨୫ ହସ୍ପିଟାଲରେ ଆଇସୋଲେଶନ୍‌ ଓ୍ବାର୍ଡ

ନୂଆଦିଲ୍ଲୀ,୪।୩: କରୋନା ସଂକ୍ରମଣ ନେଇ ଦିଲ୍ଲୀରେ ସତର୍କତା ଜାରି ହୋଇଛି। ସୁରକ୍ଷା ଦୃଷ୍ଟିରୁ ଏନ୍‌ସିଆର୍‌ରେ ୫ ସ୍କୁଲକୁ ବନ୍ଦ କରାଯାଇଛି। ସେହିପରି ୨୫ଟି ହସ୍ପିଟାଲରେ ଆଇସୋଲେଶନ୍‌...

Advertisement
Archives

Model This Week